ଓକିଲ ସଂଘ ମିଳିତ ଆନୁକୁଲ୍ୟରେ ଆମ୍ ଆଦମୀ ପାର୍ଟିର ଗଞ୍ଜାମ ଆସିକା ଲୋକ ସଭା ଆବାହକ ମିଟୁ ସାବତ ଙ୍କ ନିର୍ଦ୍ଦେଶ କ୍ରମେ ଋଷିକୁଲ୍ୟା ଜିଲ୍ଲା ଗଠନ ପାଇଁ 12 ଘଣ୍ଟିଆ ବନ୍ଦ ଡାକରା ପାଳନ କରାଯାଇଛି।ଏଥିରେ ବଣିକ ସଂଘ, ଓକିଲ ସଂଘ, ଓ ଆମ୍ ଆଦମୀ ପାର୍ଟି ର ସଦସ୍ୟ ମାନେ ଏହି ଆନ୍ଦୋଳନ କୁ ପରିଚାଳନା କରି ଦାବୀ ପତ୍ର ପ୍ରଦାନ କରାଯାଇଛି। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର