ବ୍ରହ୍ମପୁର 10.8.23,ସ୍ଥାନୀୟ ଲାଞ୍ଜିପଲ୍ଲୀ ର ୱାର୍ଡ ନମ୍ବର 38 ସରକାରୀ ପୌର ଉଚ୍ଚ ବିଦ୍ୟାଳୟ ରେ ଆଜି ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କର୍ପୋରେଟର ଶ୍ରୀମତୀ ସ୍ଵର୍ଣ୍ଣଲତା ସାବତ ଯୋଗ ଦେଇ ମା ସରସ୍ଵତୀ ଙ୍କୁ ଦ୍ଵୀପ ପ୍ରଜ୍ବଳନ କରି ପୋଷାକ ବିତରଣ କାର୍ଯ୍ଯ ଆରମ୍ଭ କରିଥିଲେ। ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।