Tuesday, August 23, 2022
Homeନାଟ୍ୟକାର ଡ଼ା ତିରୁପତି ସାହୁ ଙ୍କ62 ତମ ଜନ୍ମ ଦିନ ଓ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ର ସ୍ଵନକ୍ଷତ୍ର ଉତ୍ସବ

ନାଟ୍ୟକାର ଡ଼ା ତିରୁପତି ସାହୁ ଙ୍କ62 ତମ ଜନ୍ମ ଦିନ ଓ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ର ସ୍ଵନକ୍ଷତ୍ର ଉତ୍ସବ

ସ୍ଥାନୀୟ ଗିରି ମାର୍କେଟ ସ୍ଥିତ ପ୍ରକାଶମ ହଲ୍ ଠାରେ ନାଟ୍ୟକାର ଡକ୍ଟର ଶ୍ରୀଯୁକ୍ତ  ତିରୁପତି ସାହୁଙ୍କ 62 ତମ ଜନ୍ମ ଦିନ ପାଳନ ଓ ନିଖିଳ ଓଡ଼ିଶା ବରିଷ୍ଠ କଳାକାର  ମହାସଂଘ ର ସ୍ଵ ନକ୍ଷତ୍ର ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମେଜର ରମା ରମଣ ପାଢ଼ୀ, ଶ୍ରୀଯୁକ୍ତ ରାଜେନ୍ଦ୍ର ପତି,ଶ୍ରୀଯୁକ୍ତ ପେନ୍ଦ୍ରା ପ୍ରସାଦ ନାୟକ,ଶ୍ରୀଯୁକ୍ତ ତ୍ରିନାଥ ଚରଣ ପାଇକ,ଶ୍ରୀଯୁକ୍ତ କେ. ବଳରାମ ଦାସ,ଶ୍ରୀଯୁକ୍ତ ଭବାନୀ ଶଙ୍କର ମିଶ୍ର,ନାଟ୍ୟକାର ଅଭୟ କୁମାର ଦାସ,ନାଟ୍ୟକାର ରମେଶ ମହାରଣା, ସଭାପତି ଶ୍ରୀଯୁକ୍ତ ସୀମାନ୍ତ ନଟରାଜ ଡା. ତିରୁପତି ସାହୁ,ଗୁରୁ ସୁଧାକର ମିଶ୍ର, ସୌମ୍ୟ ରଞ୍ଜନ ମଲ୍ଲିକ,ସୌଭାଗ୍ୟ ମିଶ୍ର, ଅଭିପ୍ପା ପାତ୍ର,ଅଞ୍ଜଳି ଦତ୍ତ, ପ୍ରମୁଖ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ମଞ୍ଚ ରେ ଅତିଥି ମାନଙ୍କୁ ମାନ ପତ୍ର ସହ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଜନ୍ମ ଦିନ ପାଳନ ,ସାଂସ୍କୃତିକ କାର୍ଯ୍ୟକ୍ରମ,ଏବଂ ପୌରାଣିକ ନାଟକ ମହାଦାନୀ କର୍ଣ୍ଣ ମଞ୍ଚରେ ମଞ୍ଚସ୍ଥ କରାଯାଇଥିଲା। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!