ଆସିକା 6.8.23, ବିଶ୍ବ ମୈତ୍ର ଦିବସ ଅବସରରେ ଆସିକା ସ୍ଥିତ ମା କନ୍ୟକା ପରମେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଆସିକା ସୁଗାର ଟାଉନ ଜେଶିଶି ତରଫରୁ ଏକ ବିରାଟ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ମହାନ୍ କାର୍ଯ୍ୟକୁ ଆସିକା ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ବେଜ ଶୁଭ ଉଦ୍ଘାଟନ କରି ଆସିକା ସୁଗାର୍ ଟାଉନ ଜେଶିଶି ତରଫରୁ ଆୟୋଜିତ ରକ୍ତ ଦାନ ଶିବିର ପରି ମହାନ୍ ପୁଣ୍ୟ କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ କାର୍ଯ୍ୟକ୍ରମ କୁ ବ୍ୟାପକ କରିବା ନିମନ୍ତେ ପରାମର୍ଶ ଦେଇଥିଲେ।ପ୍ରକଳ୍ପ ନିର୍ଦ୍ଦେଶକ ଦେବାଶିଷ ପଣ୍ଡା,ଏବଂ ଅଧ୍ୟକ୍ଷା ପ୍ରତୀକ ଆଚାରୀ ଙ୍କ ସଂଯୋଜନା କ୍ରମେ କାର୍ଯ୍ୟକ୍ରମକୁ ସୁରେଶ କୁମାର ପାତ୍ର ପରିଚାଳନା କରିଥିଲେ।ସଭାପତି ପି. ଗୌରବ ପାତ୍ର,ଉପସଭାପତି ସିଏଚ୍. କାର୍ତ୍ତିକ ପାତ୍ର,ସମ୍ପାଦକ ଏ. ଶିବଶଙ୍କର ପାତ୍ର,ପୂର୍ବତନ ସଭାପତି ଟି. ସିଦ୍ଧାର୍ଥ ସୁବୁଦ୍ଧି,କେ. ସତ୍ୟ ନାରାୟଣ ପାତ୍ର, ଡି. ଆଶିଷ କୁମାର ପାତ୍ର, ଅନୀଲ କୁମାର ପୃଷ୍ଟି, ଏ.ସନ୍ତୋଷ କୁମାର ନାୟକ, ବି. ଶିବ ଶଙ୍କର ପାତ୍ର, ଇ. କିରଣ କୁମାର ପାତ୍ର,ବଦ୍ରିନାଥ ପାତ୍ର, ୟୁ. ସଞ୍ଜୟ କୁମାର ପାତ୍ର,ଉମେଶ ପାତ୍ର,ଜିତେନ୍ଦ୍ର କୁମାର ପାତ୍ର, ସିଏଚ୍. ସନ୍ତୋଷ ପାତ୍ର,କିରଣ କୁମାର ପାଢ଼ୀ,ସୁବୋଧ ରଞ୍ଜନ ନାୟକ,ଙ୍କ ସମେତ ପ୍ରଦୀପ କୁମାର ସାହୁ, ସାନ୍ତୁନୁ ରଣା, ଏସ. ବିଶେଷ ପୃଷ୍ଟି, କେ. ଲିଙ୍ଗରାଜ ପାତ୍ର,ବସନ୍ତ ଭଞ୍ଜ, ସୁନୀଲ ମହାନ୍ତି,ଶୁଭମ୍ ପାତ୍ର, ଜିତେଶ ପାତ୍ର,ବି. ପ୍ରଦୀପ କୁମାର ପାତ୍ର, ରାଜଲକ୍ଷ୍ମୀ ଚୌଧୁରୀ, ଭାଗ୍ୟଶ୍ରୀ ପାତ୍ର, ବନ୍ଦିତା ପାତ୍ର, ସୁସ୍ମିତା ପାତ୍ର, ସୁଧାରାଣୀ ପାତ୍ର,ସୋନମ୍ ପାତ୍ର ପ୍ରମୁଖ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ। ଲାୟନସ କ୍ଲବ ର ସଭାପତି ଇ.ଅରୁଣ କୁମାର ପାତ୍ର , ବି. ଭେଙ୍କଟରମଣ ମୂର୍ତ୍ତି ଉପସ୍ଥିତ ଥିଲେ।ଭଞ୍ଜନଗର ସ୍ଥିତ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡାକ୍ତରଙ୍କ 80 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଟେକସିଆନ ଇତିଶ୍ରୀ ତ୍ରିପାଠୀ,ଗଣପତି ପ୍ରଧାନ, ଆଲୋକ ପାଣିଗ୍ରାହୀ, ବିପିନି ପାଣିଗ୍ରାହୀ,ଗଗନ ବିହାରୀ ପ୍ରଧାନ,ଓ ସିମାଞ୍ଚଳ ସେଠୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।