Tuesday, August 23, 2022
Homeବର୍ଷାରେ ଘର ଭାଙ୍ଗି ସଂପୂର୍ଣ୍ଣ ନଷ୍ଟ ପ୍ରଶାସନ ପାଖରେ ପହଞ୍ଚିନି ଖବର

ବର୍ଷାରେ ଘର ଭାଙ୍ଗି ସଂପୂର୍ଣ୍ଣ ନଷ୍ଟ ପ୍ରଶାସନ ପାଖରେ ପହଞ୍ଚିନି ଖବର

ବର୍ଷାରେ ଘର ଭାଙ୍ଗି ସଂପୂର୍ଣ୍ଣ ନଷ୍ଟ ପ୍ରଶାସନ ପାଖରେ ପହଞ୍ଚିନି ଖବର କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ଖିନବର ପଞ୍ଚାୟତର ଖିନବର ଗ୍ରାମର ଗରୀବ ଶ୍ରେଣୀର ପରିବାରଙ୍କୁ କେବେ ଦୃଷ୍ଟି ଦେବେ ପଞ୍ଚାୟତ ଅଧିକାରୀ କିଅବା ବ୍ଳକ ପ୍ରଶାସନ ନେଇ ଅପେକ୍ଷାରେ ପରିବାର ବର୍ଗ ସଂପୂର୍ଣ୍ଣ ଘର ଭିତରେ ରହିଥିବା ଘରେଇ ସାମାନ୍ୟ ଓ ଧାନ ମାଣ୍ଡିଆ ସଂଗ୍ରହ କରି ରଖିଥିଲେ ଘର ଭିତରେ ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ସହି ପଡ଼ିଥିଲେ ମାଠି ଅଥଡା କସି ପଡ଼ିବା ସବଦ ସୁଣି ଘର  ବାରଣ୍ଡାରେ ବାରି ପଡିଥିଲେ ତାହା ପରେ ହଁଟାତ ଘରଟି ବୁଷୁଡି ପଡ଼ିଥିଲା ସକାଳ ପାଇବା ମାତ୍ରେ ଜେନା ଖରା ସ୍ୱାମୀ ଡ଼ମିନୀ ଖରା ସ୍ଥାନୀୟ ସରପଞ୍ଚଙ୍କୁ ଏହି ବିଷୟରେ ଅବଗତ କରିଥିଲେ ସୁଦ୍ଧା କୌଣସି ସଫଳ ପାଇ ନଥିଲେ ଏହି ବିଷୟକୁ ନେଇ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇବା ପାଇଁ ଜିବାକୁ  ଭାବିଲେ କିନ୍ତୁ ବର୍ଷା ଲାଗି ରହିଥିବାରୁ ଯାଇ ପାରିଲେ ନାହିଁ ଆନ୍ଧ୍ର ଓଡ଼ିଶା ସିମାରେ ଏହି ଗାଁଟି ରହିଛି ଏକ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ କୈାଣସି  ଗାଡ଼ିର ସୁବିଧା ସୁଯୋଗ ମିଳୀ ପାରୁ ନାହିଁ  ଏମିତି ଅନାଇ ରହିଥିଲେ ଦୈନିକ ପ୍ରିୟ ଖବର ସାମ୍ବାଦିକ ଖବର ସୁଣି ପରିବାରଙ୍କୁ ଯାଇ ଭେଟିବା ପରେ ଘଟଣା ବିଷୟରେ ଜଣାଇଥିଲେ ଏବେ ଏହି ବିଷୟକୁ ନେଇ ତଦନ୍ତ କରି ପ୍ରଶାସନ ପକ୍ଷରୁ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉ କିମ୍ୱା ଇନ୍ଧିରା ବାସଘରେ ସାମିଲ କଲେ ଗରିବ ପରିବାର ଉପକୃତ ହେବେ ବୋଲି ଅନାଇଁ ବସିଛନ୍ତି ପରିବାର ବର୍ଗ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!