Odishastatenews.com Today : 18-May-2021 08:04:02 AM
୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ, ପାରିବାରିକ ସମ୍ପର୍କକୁ ମଜଭୁତ କରନ୍ତୁ ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ ଉପକୂଳ ପ୍ରତି ସତର୍କ ସୂଚନା ଜାରି କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକ୍‌ତେ’ ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି Previous Next ୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ,… ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ… କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା… ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ, ଶେଷ… |

କବିତା : Category News


ସେ ହିଁ ତ ମଣିଷସେ ହିଁ ତ ମଣିଷ

ଜନ୍ମ ଆଞ୍ଜୁଳା ଆଞ୍ଜୁଳା ପୁଲକ ଖୁସିର ମୃତ୍ୟୁ କମ୍ପନ ସୃଷ୍ଟି କରେ ପାଦ ତଳ ମାଟିର କଳା କୃତି କୀର୍ତି ସାଉଁଟେ ସ୍ମୃତିର ସ୍ତୁପ କାଳ କାଳ ପାଇଁ ଯଶ ଦୋଳାୟମାନ ସମୟ ପରିସ୍ଥିତି ପରିବେଶ ତଥାପି ରଖେ ଯିଏ ଭାରସାମ୍ୟ ସେ ହିଁ ତ ମଣି

Read More...

ତୁମେବର୍ଷା ଜଳରେ ଭରପୁର ତୁମେବର୍ଷା ଜଳରେ ଭରପୁର

#ରୂପସୀ_ବନ୍ୟା~~~~~~~~ରୂପସୀ, ଲାବଣ୍ୟବତୀ ହୋଇଥାଅ ତୁମେବର୍ଷାର ସ୍ଫର୍ଶ ପାଇପୂର୍ଣ୍ଣ ଯୌବନ ପ୍ରାପ୍ତ ହୁଅ ତୁମେବର୍ଷା ଜଳରେ ଭରପୁର ହୋଇ। ନଦୀ, ନାଳ, ଝରଣା, ପୋଖରୀ, ସମୁଦ୍ର ବକ୍ଷରେଯେବେ ତୁମେ ଫୁଲି ଉଠ ସୌନ୍ଦର୍ଯ୍ୟ ପ୍ରାପ୍ତ ହ

Read More...

ଜଳିବ ଯେବେ ମୋ ଜୁଇଜଳିବ ଯେବେ ମୋ ଜୁଇ

Written By: Swarna lata Tarai, Rajkanika,Kendrapara. କାହା ପାଇଁ ହେବ ବଡ ଶୂନ୍ୟସ୍ଥାନ କାହାପାଇଁ ଏକ ତ୍ରାହି କାହା ପାଇଁ ହେବ ଅମା ଅନ୍ଧାର ତ କାହାପାଇଁ ଜହ୍ନ ଛାଇ ଜଳିବ ଯେବେ ମୋ ଜୁଇ ଡାକୁଥିବେ ଯେତେ ବନ୍ଧୁ ପରିଜନ ନ ପାରିବି କଥା କହି ସବୁ ରାଗରୁଷା

Read More...

ମୁଁ ଭାରତୀୟମୁଁ ଭାରତୀୟ

ମୁଁ ଭାରତୀୟ : written By:Swarnalata Tarai,kuhudi.Rajkanika, Kendrapara କିଏ କହେ ହିନ୍ଦୁ କିଏ ମୁସ୍-ଲିମ କିଏ କହେ ଖ୍ରିଷ୍ଟିୟାନ୍ ମୁ ନୁହେଁ କେଉଁ ଧର୍ମ ଅବଲମ୍ବି ମୁଁ ଏକ ହୃଦୟବାନ୍ ଯାଏ ମୁ ଚର୍ଚ୍ ଯାଏ ମସ୍-ଜିଦ୍ ସତ୍ୟପୀରଙ୍କ ଭକ୍ତ ବୀର ମୁଁ ରା

Read More...

ଏବେ ମୋ ଭରସା ହରିଏବେ ମୋ ଭରସା ହରି

ବୟସ ହେବାରୁ ରୋଗ ମାଡ଼ିଆସେକାଶଟା କମୁନି ଯମାବୋହୂ ମାଆ କହେ ଔଷଧ ଖାଇକିଦିନକ ଭିତରେ କମା । ଖୁଁ ଖୁଁ କରି ସାରା ରାତି ତୁମେମିଛଟାରେ କାଶି ହୁଅତୁମକୁ ନକହି ମୋହରି ଉପରେରାଗୁଛନ୍ତି ତୁମ ପୁଅ । କେତେଦିନ ଆଉ ତୁମ ଦାଉ ବାପାସହୁଥ

Read More...

ନିଦର ବୟସନିଦର ବୟସ

COMMENTS କାଶ! ନିଦର ବୟସ ଥାନ୍ତା,ଜୀବନରେ ଥରେ ମାତ୍ର ଆସିଯା’ନ୍ତା ଚାଲି…ଏମିତି ପ୍ରତିଦିନିଆକର୍ମରେ ବାଧାଶରୀରକୁ ଆଳସ୍ୟଲେଖିବାରେ ବିରତିନ’ଥାନ୍ତା… କାଶ! ନିଦର ବୟସ ଥାନ୍ତା,ମୁଁ ତୁମକୁ ପ୍ରତିଟି ମୁହୂର୍ତ

Read More...

ଏବେ ମୋ ଭରସା ହରିଏବେ ମୋ ଭରସା ହରି

COMMENTS ବୟସ ହେବାରୁ ରୋଗ ମାଡ଼ିଆସେକାଶଟା କମୁନି ଯମାବୋହୂ ମାଆ କହେ ଔଷଧ ଖାଇକିଦିନକ ଭିତରେ କମା । ଖୁଁ ଖୁଁ କରି ସାରା ରାତି ତୁମେମିଛଟାରେ କାଶି ହୁଅତୁମକୁ ନକହି ମୋହରି ଉପରେରାଗୁଛନ୍ତି ତୁମ ପୁଅ । କେତେଦିନ ଆଉ ତୁମ ଦ

Read More...

ନିଦର ବୟସନିଦର ବୟସ

କାଶ! ନିଦର ବୟସ ଥାନ୍ତା,ଜୀବନରେ ଥରେ ମାତ୍ର ଆସିଯା’ନ୍ତା ଚାଲି…ଏମିତି ପ୍ରତିଦିନିଆକର୍ମରେ ବାଧାଶରୀରକୁ ଆଳସ୍ୟଲେଖିବାରେ ବିରତିନ’ଥାନ୍ତା… କାଶ! ନିଦର ବୟସ ଥାନ୍ତା,ମୁଁ ତୁମକୁ ପ୍ରତିଟି ମୁହୂର୍ତ୍ତରେସ୍ମରଣରେ,

Read More...

ଅଧୁରା ଆଶାଅଧୁରା  ଆଶା

ଅଧୁରା ଆଶା Written by: Swarnalata Tarai,Rajkanika.Kendrapara ଶାଗ ପଖାଳ ଦିମୁଠା ଖାଇ ସକାଳୁ ଯାଏ ହଡାଙ୍କୁ ନେଇ ଚଷେ ଗହିର ପାଟ. ଏସନ ଫସଲ ଅମଳ ହେଲେ ପିଲାଏ ପଢିବେ ପାଠ. ମାଟି ଆଶିଷ,ଦେଇଛି ଝାଡି. ଧାନ କେରା କେରା ପଡେ ଅଜାଡି. ଚାଷି ର ମନ ହୋଇଛି କୁଣ୍

Read More...

କବିତାକବିତା

ରଜ By: swarnalatarai,Rajkanika, kendrapara. କାହିଁ ଗଲା ସେଇ ପୁରୂଣା କାଳିଆ, ବାମ୍ଫ ଦିଆ ପୋଡ ପିଠା. ମାମୁଁ ଘରୁ ଆଉ ଆସୁ ନାହିଁ ଏବେ, ରଜ ଭାର ରଜ ମିଠା. କିଏ ସେ ଖେଳୁଛି ପାକିଲି କବାଡି, କିଏ ଯାଏ ସେ ଆମ୍ବ ତୋଟା. ମୋବାଈଲ

Read More...

ଛଳନାଛଳନା

ଛଳନା writtenby:Swarnalata Tarai,Rajkanika,kendrapara. ଇଛା ନାହିଁ ମୋର ସଂଖ ମଲ ଘର,ସୁନା ହୀରା ମୋତି ଚାନ୍ଦି. ଲୋଡା ଖାଲି ମୋର ସେଇ ଯେ ନଅର,ତୁମ ହୃଦୟ ର ବନ୍ଦି. ଦେଲେ ଯଦି ଦିଅ ନାହିଁ କରି ଦିଅ,ପ୍ରତାରଣା ଜାଲେ ଦିଅ ନାହିଁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ସଗରିଆଙ୍କ ଇସ୍ତଫା ଘୋଷଣା : କୋରାପୁଟରେ ଭିନ୍ନ ଚର୍ଚ୍ଚା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell