OdishaStatenews.com Today : 21-Jan-2021 16:13:03 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ସଡକ ଦୁର୍ଘଟଣାରେ ଜଣେ ମୃତ ଓ ତିନି ଜଣ ଗୁରୁତର

January 13, 2021, ଓଡ଼ିଶା, ରାୟଗଡ଼ା,


ସଡକ ଦୁର୍ଘଟଣାରେ ଜଣେ ମୃତ ଓ ତିନି ଜଣ ଗୁରୁତର
Kshayama Sagar dash
[ BLOCK REPOTER MUNIGUDA RAYAGADA ]
OdishaStateNews Bureau
January 13, 2021

ମୁନିଗୁଡା ଥାନା ର ହୁକୁମତୋଳା ନିକଟରେ ସଡ଼କ ଦୁର୍ଘଟଣା ରେ ଜଣେ ମୃତ , ତିନି ଗୁରୁତ୍ୱର । ଖବର ପାଇ ମୁନିଗୁଡା ପୋଲିସ ପହଂଚି , ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆହତ ମାନଙ୍କୁ ପହଚେଇଁ ଥିଲେ । ଗୁରୁତ୍ୱର ମାନକୁ ତିନିଜଣ ଙ୍କୁ ଜ଼ୀଲା ସ୍ବାସ୍ତ୍ୟ କେନ୍ଦ୍ର କୁ ପଠାଇ ଦିଆଗଲା ।ମୃତକ ଜଣକ ସୁକୃ ବକୁଲ ,ପୋଡ଼ାବାଲି ( ରେଣ୍ଡାବାଲି ) କନ୍ଧମାଳ ର ବୋଲି ଜଣାପଡିଛି


ଡାକ୍ତର ଆସିସ୍ ପଣ୍ଡା ମୃତ୍ୟୁ ଖୁସଣା କରିଥିଲେ


।ପୋଲିସ ଶବ ବ୍ୟବଚ୍ଛେଦ ସହ ଅଧିକ ତଦନ୍ତ ଜାରି ରଖିଛି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଲ୍ଲାପାଳ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ |

ଜିଲ୍ଲାପାଳ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ |
Read More...

କୋଟପାଡ଼ର ବିଭିନ୍ନ ୱାର୍ଡ଼ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆ ନ

କୋଟପାଡ଼ର ବିଭିନ୍ନ ୱାର୍ଡ଼ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆ ନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର : କ୍ରିକେଟ୍‌ରୁ ୨୦୧୧ ବିଶ୍ୱକପ୍‌ ହିରୋ ‘ଯୁବରାଜ’ଙ୍କ ଅବସର
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell