ମୁନିଗୁଡା ଥାନା ର ହୁକୁମତୋଳା ନିକଟରେ ସଡ଼କ ଦୁର୍ଘଟଣା ରେ ଜଣେ ମୃତ , ତିନି ଗୁରୁତ୍ୱର । ଖବର ପାଇ ମୁନିଗୁଡା ପୋଲିସ ପହଂଚି , ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆହତ ମାନଙ୍କୁ ପହଚେଇଁ ଥିଲେ । ଗୁରୁତ୍ୱର ମାନକୁ ତିନିଜଣ ଙ୍କୁ ଜ଼ୀଲା ସ୍ବାସ୍ତ୍ୟ କେନ୍ଦ୍ର କୁ ପଠାଇ ଦିଆଗଲା ।ମୃତକ ଜଣକ ସୁକୃ ବକୁଲ ,ପୋଡ଼ାବାଲି ( ରେଣ୍ଡାବାଲି ) କନ୍ଧମାଳ ର ବୋଲି ଜଣାପଡିଛି
ଡାକ୍ତର ଆସିସ୍ ପଣ୍ଡା ମୃତ୍ୟୁ ଖୁସଣା କରିଥିଲେ
।ପୋଲିସ ଶବ ବ୍ୟବଚ୍ଛେଦ ସହ ଅଧିକ ତଦନ୍ତ ଜାରି ରଖିଛି
ଜିଲ୍ଲାପାଳ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ |
Read More...
କୋଟପାଡ଼ର ବିଭିନ୍ନ ୱାର୍ଡ଼ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆ ନ
Read More...