ଆଜି ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆ ନ କୋଟପାଡ଼ ଏନ୍ ଏ ସି ଅନ୍ତର୍ଗତ ବିଭିନ୍ନ ୱାର୍ଡ଼ କୁ ଯାଇ ସମସ୍ତ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ପାନୀୟ ଜଳ,ବିଦ୍ୟୁତ୍,ଆବାସ ଗୃହ,ଜମି ପଟ୍ଟା,ଓ ରାସ୍ତାଘାଟ ଉପରେ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସାଥେ ସାଥେ ଏହି ସମସ୍ୟାର ସମାଧାନ କିପରି ଶିଘ୍ର ହୋଇପାରିବ ସେ ବିଷୟରେ କୋଟପାଡ଼ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ ରଞ୍ଜନ ସାମନ୍ତରାୟ ଙ୍କୁ ପରାମର୍ଶ ଦେଇଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡ଼ି ନେତା ସୁଶାନ୍ତ ବକ୍ସି,ଅରିଫ୍ ପଟେଲ,ସୁଧୀର ମହାନ୍ତି,ବିଦ୍ୟୁତ୍ ଲତା ବକ୍ସି,ତପନ ପଟ୍ଟନାୟକ, ଵିଜି ମାଦଳା ପ୍ରମୁଖ ଯୋଗଦେଇଥିଲେ।
ସଡକ ଦୁର୍ଘଟଣାରେ ଜଣେ ମୃତ ଓ ତିନି ଜଣ ଗୁରୁତର
Read More...
ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ପରଲୋକ
Read More...