OdishaStatenews.com Today : 21-Jan-2021 16:17:14 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ତାଳଚେର ଅବକାରୀ ବିଭାଗର ଚଢାଉ କରାଯାଇ ଦେଶୀ ଓ ବିଦେଶୀ ମଦ ସହ ଚାରି ଜଣଙ୍କୁ ଗିରଫ କରିଛି

January 12, 2021, ଓଡ଼ିଶା, ଅନୁଗୁଳ,


ତାଳଚେର ଅବକାରୀ ବିଭାଗର ଚଢାଉ କରାଯାଇ ଦେଶୀ ଓ ବିଦେଶୀ ମଦ ସହ ଚାରି ଜଣଙ୍କୁ ଗିରଫ କରିଛି
Pratap Ku sahu
[ BLOCK REPOTER TALCHER ANUGUL ]
OdishaStateNews Bureau
January 12, 2021

ଅନୁଗୋଳ12/01(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର)ତାଳଚେର ଅବକାରୀ ବିଭାଗ ପକ୍ଷରୁ ସକାଳ ୭ଟାରୁ ୧୧ମଧ୍ୟରେ ତାଳଚେର ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇ ୮୪ ଲିଟର ଦେଶି ରନ୍ଧା ମଦ, ୪. ୫ଲିଟର ବିଦେଶୀ ମଦ ସହିତ ୪ଜଣ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅବକାରୀ ବିଭାଗ ର ଅଧିକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ନିରିକ୍ଷକ କରୁଣା ଶଙ୍କର ତିୱାରୀ ଅନୁଗୋଳ ମୋବାଇଲ ସ୍କ୍ୱାର୍ଡ ଏବଂ ଅବକାରୀ ନିରିକ୍ଷକ ତାଳଚେର ସୁମତି ତ୍ରିପାଠୀ ଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା।ଗିରଫ ହୋଇଥିବା ଆସାମୀ ମାନେ ତାଳଚେର ଅଞ୍ଚଳର ଗୁରୁଦ୍ୱାର ର ଗଣେଶ ପାଲ,ଏଫସିଆଇ ମିନାବଜାର ର ସୁଷମା ନାଏକ, ସେଣ୍ଟ୍ରାଲ କୋଲନି ର ରୁକ୍ମିଣୀ ହଂନସଦା ଓ ଘଣ୍ଟପଡା ଗ୍ରାମର ରାଜେନ୍ଦ୍ର ସାହୁ ବୋଲି ଜଣା ପଡିଛି। ଏହି ଚଢାଉ ରେ ଏଏସଆଇ ବଲବୀର ଗଡ଼ନାୟକ,ରମେଶ ଚନ୍ଦ୍ର ବେହେରା ଏବଂ କର୍ମଚାରୀ ସନ୍ତୋଷ ସାହୁ, ସରୋଜ ସାହୁ, ମାନସ ରଞ୍ଜନ ପ୍ରଧାନ, ହରିହର ପରିଡ଼ା, ସନୁ ନାଏକ, ରଶ୍ମିତା ଦେହୁରୀ, ମମତା ପଲେଇ, ପ୍ରଶାନ୍ତି ସିଂ ଓ କୁନ୍ତଳା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ତାଳଚେର ରୁ ପ୍ରତାପ କୁମାର ସାହୁ ଙ୍କ ରିପୋର୍ଟ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେବେ ଦୂରହେବ ଅକାମୀ ହୋଇଥିବା ନାଲକୋ ଠିକାଶ୍ରମିକ ରଙ୍କନିଧି ପରିବାରର ଦୁଃଖଦୁର୍ଦଶା

କେବେ ଦୂରହେବ ଅକାମୀ ହୋଇଥିବା ନାଲକୋ ଠିକାଶ୍ରମିକ ରଙ୍କନିଧି ପରିବାରର ଦୁଃଖଦୁର୍ଦଶା
Read More...

ଭିଜିଲାନ୍ସ ନଜରରେ ଏବେ ତାଳଚେର ଉପଖଣ୍ଡ ଚିକିତ୍ସାଳୟ। ଦଲାଲ ସାଜିଛନ୍ତି ସରକାରୀ ବାବୁ

ଭିଜିଲାନ୍ସ ନଜରରେ ଏବେ ତାଳଚେର ଉପଖଣ୍ଡ ଚିକିତ୍ସାଳୟ। ଦଲାଲ ସାଜିଛନ୍ତି ସରକାରୀ ବାବୁ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଗଜପତି ଜିଲ୍ଲାରେ ଆଉ ୫କରନା ଆକ୍ରାନ୍ତ ଚିହ୍ନଟ ହେବ ପରେ ଆକ୍ରାନ୍ତ ସଂଖ୍ୟା ବଢ଼ି ୮୪ ରେ ପହଞ୍ଚିଛି।
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell