OdishaStatenews.com Today : 21-Jan-2021 17:12:05 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ଭିଜିଲାନ୍ସ ନଜରରେ ଏବେ ତାଳଚେର ଉପଖଣ୍ଡ ଚିକିତ୍ସାଳୟ। ଦଲାଲ ସାଜିଛନ୍ତି ସରକାରୀ ବାବୁ

January 12, 2021, ଓଡ଼ିଶା, ଅନୁଗୁଳ,


ଭିଜିଲାନ୍ସ ନଜରରେ ଏବେ ତାଳଚେର ଉପଖଣ୍ଡ ଚିକିତ୍ସାଳୟ। ଦଲାଲ ସାଜିଛନ୍ତି ସରକାରୀ ବାବୁ
Pratap Ku sahu
[ BLOCK REPOTER TALCHER ANUGUL ]
OdishaStateNews Bureau
January 12, 2021

ଅନୁଗୋଳ : 12/01 (ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର)ତାଳଚେର ଉପଖଣ୍ଡ ଚିକିତ୍ସାଳୟ ଚାଲିଛି ଦଲାଲ କାମ, ଡାକ୍ତର ନଥିବା ବେଳେ ଏପଟେ ଡାକ୍ତର ନିଯୁକ୍ତି ନିମନ୍ତେ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ଡାକ୍ତର ନିଯୁକ୍ତି ହୋଇ ପାରୁ ନାହାନ୍ତି। ଏପଟେ ଚିକିତ୍ସାଳୟର ସରକାରୀ ବାବୁ ମାନେ ମେଡିକାଲର ସୁରକ୍ଷା କର୍ମୀ ନିଯୁକ୍ତିକୁ ନେଇ ଚାଲିଛି ମୂଲଚାଲ୍। ସ୍ୱାକ୍ଷର ଥିଲେ ମଧ୍ୟ ଏଠି ବଳି ପଡୁଛନ୍ତି ନିରିହ ଗରିବ ପିଲାମାନେ। ତାଳଚେର ରୁ ପ୍ରତାପ କୁମାର ସାହୁ ଙ୍କ ରିପୋର୍ଟ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତାଳଚେର ଅବକାରୀ ବିଭାଗର ଚଢାଉ କରାଯାଇ ଦେଶୀ ଓ ବିଦେଶୀ ମଦ ସହ ଚାରି ଜଣଙ୍କୁ ଗିରଫ କରିଛି

ତାଳଚେର ଅବକାରୀ ବିଭାଗର ଚଢାଉ କରାଯାଇ ଦେଶୀ ଓ ବିଦେଶୀ ମଦ ସହ ଚାରି ଜଣଙ୍କୁ ଗିରଫ କରିଛି
Read More...

ଧାନମଣ୍ଡିରେ କ୍ୱିଣ୍ଟାଲ ପିଛା ୩ କେଜି ଧାନ କାଟିବା ନେଇ ଅଭିଯୋଗ କଲେ ଚାଷୀ।

ଧାନମଣ୍ଡିରେ କ୍ୱିଣ୍ଟାଲ ପିଛା ୩ କେଜି ଧାନ କାଟିବା ନେଇ ଅଭିଯୋଗ କଲେ ଚାଷୀ।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ସଂକ୍ରମଣ ତାଲିକାର ଲମ୍ବା ଫର୍ଦ୍ଦ.
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell