ଅନୁଗୋଳ : 12/01 (ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର)ତାଳଚେର ଉପଖଣ୍ଡ ଚିକିତ୍ସାଳୟ ଚାଲିଛି ଦଲାଲ କାମ, ଡାକ୍ତର ନଥିବା ବେଳେ ଏପଟେ ଡାକ୍ତର ନିଯୁକ୍ତି ନିମନ୍ତେ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ଡାକ୍ତର ନିଯୁକ୍ତି ହୋଇ ପାରୁ ନାହାନ୍ତି। ଏପଟେ ଚିକିତ୍ସାଳୟର ସରକାରୀ ବାବୁ ମାନେ ମେଡିକାଲର ସୁରକ୍ଷା କର୍ମୀ ନିଯୁକ୍ତିକୁ ନେଇ ଚାଲିଛି ମୂଲଚାଲ୍। ସ୍ୱାକ୍ଷର ଥିଲେ ମଧ୍ୟ ଏଠି ବଳି ପଡୁଛନ୍ତି ନିରିହ ଗରିବ ପିଲାମାନେ। ତାଳଚେର ରୁ ପ୍ରତାପ କୁମାର ସାହୁ ଙ୍କ ରିପୋର୍ଟ
ତାଳଚେର ଅବକାରୀ ବିଭାଗର ଚଢାଉ କରାଯାଇ ଦେଶୀ ଓ ବିଦେଶୀ ମଦ ସହ ଚାରି ଜଣଙ୍କୁ ଗିରଫ କରିଛି
Read More...
ଧାନମଣ୍ଡିରେ କ୍ୱିଣ୍ଟାଲ ପିଛା ୩ କେଜି ଧାନ କାଟିବା ନେଇ ଅଭିଯୋଗ କଲେ ଚାଷୀ।
Read More...