OdishaStatenews.com Today : 21-Jan-2021 16:25:54 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ଧାନମଣ୍ଡିରେ କ୍ୱିଣ୍ଟାଲ ପିଛା ୩ କେଜି ଧାନ କାଟିବା ନେଇ ଅଭିଯୋଗ କଲେ ଚାଷୀ।

January 12, 2021, ଓଡ଼ିଶା, ଅନୁଗୁଳ,


ଧାନମଣ୍ଡିରେ କ୍ୱିଣ୍ଟାଲ ପିଛା ୩ କେଜି ଧାନ କାଟିବା ନେଇ ଅଭିଯୋଗ କଲେ ଚାଷୀ।
Pratap Ku sahu
[ BLOCK REPOTER TALCHER ANUGUL ]
OdishaStateNews Bureau
January 12, 2021

ଅନୁଗୋଳ :୧୧/୦୧(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ପଞ୍ଚାୟତର ଧାନମଣ୍ଡିରେ ଧାନ ବିକ୍ରି ବେଳେ ୩କେଜି ଧାନ କଟାଯିବାକୁ ନେଇ ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲଙ୍କ ପାଖରେ ଚାଷୀ ମାନେ ଅଭିଯୋଗ କରିଥିଲେ। ଧାନ ବିକ୍ରି ସମୟରେ କ୍ୱିଣ୍ଟାଲ ପିଛା ୩କେଜି ଏବଂ ଚାଷୀ ମାନଙ୍କ ଠାରୁ ମଧ୍ୟ ସବୁ ଧାନ କିଣା ଯାଉନଥିବା ଅଭିଯୋଗ କରି ଆସୁଛନ୍ତି। ଆଜି ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ ଧରମପୁର ଧାନମଣ୍ଡି ନିକଟରେ ପହଞ୍ଚି ଏ ବିଷୟରେ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ର ସରକାର ପଠାଉଥିବା ଧାନ କ୍ୱିଣ୍ଟାଲ ପିଛା ୧୮୬୮ ଟଙ୍କା ଏବଂ ଅଖା ,ସୁତୁଲି ବାବଦକୁ ୨୨ଟଙ୍କା ବିଷୟରେ ଉପସ୍ଥିତ ଚାଷୀ ମାନଙ୍କୁ ବୁଝାଇଥିଲେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିଜିଲାନ୍ସ ନଜରରେ ଏବେ ତାଳଚେର ଉପଖଣ୍ଡ ଚିକିତ୍ସାଳୟ। ଦଲାଲ ସାଜିଛନ୍ତି ସରକାରୀ ବାବୁ

ଭିଜିଲାନ୍ସ ନଜରରେ ଏବେ ତାଳଚେର ଉପଖଣ୍ଡ ଚିକିତ୍ସାଳୟ। ଦଲାଲ ସାଜିଛନ୍ତି ସରକାରୀ ବାବୁ
Read More...

ଜାତୀୟ ଯୁବ ଦିବସ ପାଳିତ

ଜାତୀୟ ଯୁବ ଦିବସ ପାଳିତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :କୁଜଙ୍ଗ ରେ ମରମନ୍ତୁତ ସଡ଼କ ଦୁର୍ଘଟଣା , ଘଟଣା ସ୍ଥଳରେ ସ୍ୱାମୀ ଆଉ ସ୍ତ୍ରୀ ମୃତବରଣ କରିଛନ୍ତି
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell