OdishaStatenews.com Today : 21-Jan-2021 16:06:24 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

କୁଜଙ୍ଗ ରେ ମରମନ୍ତୁତ ସଡ଼କ ଦୁର୍ଘଟଣା , ଘଟଣା ସ୍ଥଳରେ ସ୍ୱାମୀ ଆଉ ସ୍ତ୍ରୀ ମୃତବରଣ କରିଛନ୍ତି

January 12, 2021, ଓଡ଼ିଶା, ଜଗତସିଂହପୁର,


କୁଜଙ୍ଗ ରେ ମରମନ୍ତୁତ ସଡ଼କ ଦୁର୍ଘଟଣା , ଘଟଣା ସ୍ଥଳରେ ସ୍ୱାମୀ ଆଉ ସ୍ତ୍ରୀ ମୃତବରଣ କରିଛନ୍ତି
`Subrat Ku Parija
[ Block Reporter Kujanga Jagatsinghpur ]
OdishaStateNews Bureau
January 12, 2021

କୁଜଙ୍ଗ :୧୧/୦୧(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ଗତକାଲି କୁଜଙ୍ଗ ଅଂଚଳର ୧୫ ନୁଁମ୍ବର ଠାରେ ଏକ ଭୟାନକ ସଡକ ଦୁର୍ଘଟଣା ରେ ୨ ଜଣ ମୃତୁ ବରଣ କରିଛନ୍ତି । ଏହି ୨ଜଣ ସ୍ୱାମୀ ସ୍ତ୍ରୀ ବୋଲି ଜଣା ପଡିଛି । ଏମାନେ ଏକ କାର ରେ ପାରାଦୀପ ରୁ ବାହାରି କଟକ ଆଡ଼କୁ ଯାଉଥିଲେ କିନ୍ତୁ ଭାଗ୍ୟର ବିଡମ୍ବନା ହେତୁ ଏମାନଙ୍କ କାର କୁଜଙ୍ଗ ପାଖ ୧୫ନ ଠାରେ ଥୁଆ ହୋଇଥିବା ଏକ ଟ୍ରକ ପଛରେ ଧକା ହୋଇଥିଲେ ଆଉ ଦୁର୍ଘଟଣାଟି ଅଟେ ଭୟଙ୍କର ଥିଲା ଯେ ସେଇଠି ସେମାନେ ପ୍ରାଣତ୍ୟାଗ କରିଥିଲେ । ଶୁଣିବାକୁ ମିଳୁଛି ଉକ୍ତ ଲୋକ ଇଫକୋ ର ଏକ କାର୍ଯ୍ୟରତ ଇଞ୍ଜିନିଅର । ସେ ତାଙ୍କ ଜଗତସିଂହପୁରରେ ଥିବା ଘରକୁ ଯାଉଥିଲେ କିନ୍ତୁ ଅଧାବାଟରେ ତାଙ୍କର ଗାଡି ଦୁର୍ଘଟଣା ହେତୁ ସେ ଆଉ ଘରକୁ ଯାଇପାରିନଥିଲେ । ଏଭଳି ଘଟଣା ସାନିୟ ଲୋକ ଙ୍କୁ ଆଚାର୍ଯ୍ୟ ଚକିତ କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାତୀୟ ଯୁବ ଦିବସ ପାଳିତ

ଜାତୀୟ ଯୁବ ଦିବସ ପାଳିତ
Read More...

ବହୁ ପୁରାତନ ଅଖିଳେଶ୍ୱର ମନ୍ଦିର ରେ ଆଜି ବୃଷଭ ପ୍ରତିଷ୍ଠା ଉତ୍ସବ ପାଳନ।

ବହୁ ପୁରାତନ ଅଖିଳେଶ୍ୱର ମନ୍ଦିର ରେ ଆଜି ବୃଷଭ ପ୍ରତିଷ୍ଠା ଉତ୍ସବ ପାଳନ।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ବ୍ରହ୍ମପୁରରୁ ପାରଳାଖେମୁଣ୍ଡି କୁ ପ୍ରତିଦିନ ସକାଳେ ସମ୍ବାଦ ପତ୍ର ସହ ପାସେଞ୍ଜର ଧରିଆସୁଥିବା ଦୁଇଟି କାର ପ୍ରଶାସନ ଓ ପୋଲିସ ଦ୍ବାରା ଅଟକ,
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell