OdishaStatenews.com Today : 21-Jan-2021 17:49:30 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ପ୍ରାଥମିକ ଶିକ୍ଷା ଉପନିର୍ଦେଶକ ବିଭିନ୍ନ ସ୍କୁଲକୁ ଗସ୍ତ ।

January 12, 2021, ଓଡ଼ିଶା, ନବରଙ୍ଗପୁର,


ପ୍ରାଥମିକ ଶିକ୍ଷା ଉପନିର୍ଦେଶକ ବିଭିନ୍ନ ସ୍କୁଲକୁ ଗସ୍ତ ।
Kusta Jani
[ Block Reporter Kosagumuda Nabarangapur ]
OdishaStateNews Bureau
January 12, 2021

କୋଷାଗୁମୁଡା :୧୦/୧/୨୧ (ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର )ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ର ବିଭିନ୍ନ ସ୍କୁଲକୁ ଆଜି ପ୍ରାଥମିକ ଶିକ୍ଷା ଉପନିର୍ଦେଶକ ଅଭୟ କୁମାର ମଲ୍ଲିକ ପରିଦର୍ଶନ କରିଥିବା ଜଣାପଡିଛି । ଦୀର୍ଘ ୯ ମାସ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଗତ ୮ ତାରିଖ ଦିନ ଖୋଲିବା ପରେ ରାଜ୍ୟ ସରକାର ଏକ ଟିମ କୁ ବିଭିନ୍ନ ସ୍କୁଲ , କଲେଜ ପରିଦର୍ଶନ କରି ସ୍ୱଚ୍ଛତା ପରିଖିଥିବା ଜଣାପଡିଛି । ଆଜି ଶ୍ରୀ ମଲ୍ଲିକ କୋଡ଼ିଙ୍ଗା ସ୍ଥିତ ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟ ଓ ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ଗସ୍ତ କରି ସାମାଜିକ ଦୂରତା , ବିଦ୍ୟାଳୟ ରେ ସାନିଟାଇଜ ବ୍ୟବସ୍ଥା , ମାସ୍କ ଉପରେ ଗୁରୁତ୍ୱ ଦେଇଥିଲେ ଓ ସବୁବେଳେ ଏଗୁଡିକ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟାନ୍ୟ ବିଷୟରେ ଆଲୋଚନା ମଧ୍ୟ କରିଥିବା ସୂଚନା ମିଳିଛି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବହୁ ପୁରାତନ ଅଖିଳେଶ୍ୱର ମନ୍ଦିର ରେ ଆଜି ବୃଷଭ ପ୍ରତିଷ୍ଠା ଉତ୍ସବ ପାଳନ।

ବହୁ ପୁରାତନ ଅଖିଳେଶ୍ୱର ମନ୍ଦିର ରେ ଆଜି ବୃଷଭ ପ୍ରତିଷ୍ଠା ଉତ୍ସବ ପାଳନ।
Read More...

ବାଙ୍କୀରେ ସ୍କାଏ ଲାଇଟ ଭାଙ୍ଗି ଲୁଟ କରୁଥିବା ଲୁଟେରା ଆକ୍ଟିଭ,ପୋଲିସ ନାଚାର

ବାଙ୍କୀରେ ସ୍କାଏ ଲାଇଟ ଭାଙ୍ଗି ଲୁଟ କରୁଥିବା ଲୁଟେରା ଆକ୍ଟିଭ,ପୋଲିସ ନାଚାର
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨ ଦିନିଆ କୋଲକାତା ଗସ୍ତ;
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell