କୋଷାଗୁମୁଡା - 11/01 (ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ର ବିଭିନ୍ନ ସ୍କୁଲକୁ ଆଜି ପ୍ରାଥମିକ ଶିକ୍ଷା ଉପନିର୍ଦେଶକ ଅଭୟ କୁମାର ମଲ୍ଲିକ ପରିଦର୍ଶନ କରିଥିବା ଜଣାପଡିଛି । ଦୀର୍ଘ ୯ ମାସ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଗତ ୮ ତାରିଖ ଦିନ ଖୋଲିବା ପରେ ରାଜ୍ୟ ସରକାର ଏକ ଟିମ କୁ ବିଭିନ୍ନ ସ୍କୁଲ , କଲେଜ ପରିଦର୍ଶନ କରି ସ୍ୱଚ୍ଛତା ପରିଖିଥିବା ଜଣାପଡିଛି । ଆଜି ଶ୍ରୀ ମଲ୍ଲିକ କୋଡ଼ିଙ୍ଗା ସ୍ଥିତ ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟ ଓ ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ଗସ୍ତ କରି ସାମାଜିକ ଦୂରତା , ବିଦ୍ୟାଳୟ ରେ ସାନିଟାଇଜ ବ୍ୟବସ୍ଥା , ମାସ୍କ ଉପରେ ଗୁରୁତ୍ୱ ଦେଇଥିଲେ ଓ ସବୁବେଳେ ଏଗୁଡିକ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟାନ୍ୟ ବିଷୟରେ ଆଲୋଚନା ମଧ୍ୟ କରିଥିବା ସୂଚନା ମିଳିଛି
ଜଗନ୍ନାଥ ପ୍ରସାଦ ପୋଲିସ କୁ ମିଳିଲା ବଡ ସଫଳତା: ଭୁଷୁଣ୍ଡପାଳ ବିଲରୁ ମିଳିଥିବା ଯୁବତୀ ହତ୍ଯା କାଣ୍ଡ ଘଟଣା ର କଲା ଫର୍ଦ୍ଧାଫାସ:ଅଭିଯୁକ୍ତ ବିଷୟ ରେ ସୂଚନା ଦେଲେ ଗଞ୍ଜାମ ଏସ.ପି
Read More...
ନବରଙ୍ଗପୁର ଜିଲ୍ଲା ଅନୁସୂଚିତ ଜାତି ସଂଘ ର ନୂତନ ବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...