OdishaStatenews.com Today : 21-Jan-2021 17:28:52 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ଜାତୀୟ ରାଜପଥରେ ଦିବାଲୋକରେ ମର୍ଡ଼ର

January 08, 2021, ଅପରାଧ, କୋରାପୁଟ,


ଜାତୀୟ ରାଜପଥରେ ଦିବାଲୋକରେ  ମର୍ଡ଼ର
Ranjit Kumar Panda
[ District Reporter Koraput ]
OdishaStateNews Bureau
January 08, 2021

କୋରାପୁଟ - 8/01 /22 (ଓଡିଶା ଷ୍ଟେଟ ନିଉଜ ବ୍ୟୁରୋ) କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ସୋସାହାଣ୍ଡି ଗ୍ରାମରେ ଜାତୀୟ ରାଜପଥ ଉପରେ ଦିବା ଘ 10ଣ୍ଟା ସମୟରେ ଜଣେ ଯୁବକ ଙ୍କୁ ଛୁରା ମାଡ଼ କରି ହତ୍ୟା କରାଯାଇଛି. ସୂଚନା ରୁ ଜଣାପଡିଛି. ପୂର୍ବରୁ ଘର ଜାଗା ରାସ୍ତା ବିବାଦ ନେଇ ଉଭୟ ପରିଵାର ମଧ୍ୟରେ ଗଣ୍ଡଗୋଳ ଅଶାନ୍ତି ଲାଗି ରହିଥିଲା. ଦୁଇ ଦିନ ତଳେ ଝଗଡା ହୋଇଥିଲା. ଆଜି ସକାଳେ 10ଘଣ୍ଟା ସମୟରେ ଦଶରଥ ହରିଜନ ରାସ୍ତା ରେ ଠିଆ ହୋଇଥିବା ବେଳେ ବିରୋଧୀ କରମୀ ହରିଜନ ଏବଂ ଳକ୍ଷଣ ହରିଜନ ନାମକ ଦୁଇ ଭାଇ ମିଶି ଦଶରଥ ଙ୍କୁ ଆକ୍ରମଣ କରଥିଲେ. ଶେଷରେ ଲକ୍ଷଣ ହରିଜନ ଧାରୁଆ ଛୁରୀ ଦ୍ଵାରା ଦଶରଥ ଙ୍କୁ ଭୁସି ହତ୍ୟା କରିଥିଲା. ଏଥିରେ କରମୀ ହରିଜନ ମଧ୍ୟ ଅଲଟା ଆଘାତ ପାଇ ଥିବାରୁ ତାକୁ ବୋରିଗୁମ୍ମା ମେଡିକାଲ ରେ ଭର୍ତି କରାଯାଇଛି. ଦିବାଲୋକରେ ମୁଖ୍ୟ ରାସ୍ତା ରେ ଏପରି ଘଟଣା ଘଟି ଥିବାରୁ ଏ ଅଞ୍ଚଳରେ ଚାଞ୍ଚଲ୍ୟ ସୄଠି ହୋଇଅଛି.




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଘନକୁହୁଢି ରେ ଥରୁଛି ମୁନିଗୁଡା  ସହର

ଘନକୁହୁଢି ରେ ଥରୁଛି ମୁନିଗୁଡା ସହର
Read More...

ନାଲକୋର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

ନାଲକୋର ୪୧ତମ ପ୍ରତିଷ୍ଠା ଦିବସ ପାଳିତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ପୁଣିଥରେ ନୟାଗଡ଼ରେ ରମେଶ ବାବୁଙ୍କ ବାଜିମାତ୍
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell