OdishaStatenews.com Today : 21-Jan-2021 18:00:32 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ଆସନ୍ତା ୨୨ ତାରିଖ ଦିନ ଯୁଦ୍ଧ ଯାହାଜ 'ଆଇଏନଏସ୍'ରେ ବୁଲିବେ ୧୪୫ ବିଧାୟକ

December 21, 2020, ଦେଶ ଦୁନିଆ, ,


ଆସନ୍ତା ୨୨ ତାରିଖ ଦିନ ଯୁଦ୍ଧ ଯାହାଜ 'ଆଇଏନଏସ୍'ରେ ବୁଲିବେ ୧୪୫ ବିଧାୟକ
`Subrat Ku Parija
[ Block Reporter Kujanga Jagatsinghpur ]
OdishaStateNews Bureau
December 21, 2020

ଭାରତୀୟ ନୌସେନା ପକ୍ଷରୁ ଆସନ୍ତା ମଙ୍ଗଳବାର ୨୨ ତାରିଖ ଦିନ ରାଜ୍ୟର ୧୪୫ ବିଧାୟକଙ୍କୁ ଆଇଏନ୍‌ଏସ୍ ଜଳସ୍ବାରେ ସମୁଦ୍ର ଭିତରକୁ ନିଆଯାଇ ବୁଲାଇବା ପାଇଁ ନୌସେନାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବର୍ଷ ନୌସେନା ପକ୍ଷରୁ ଏମିତି କାର‌୍ୟ୍ୟକ୍ରମ କରାଯାଇଥାଏ । ଆଇଏନ୍‌ଏସ୍ ଜଳସ୍ବା ହେଉଛି ଦେଶର ଦ୍ବିତୀୟ ବୃହତ୍ତମ ଯୁଦ୍ଧ ଜାହାଜ ।


ପୂର୍ବରୁ ଏହାର ନାଁ ୟୁଏସ୍‌ଏସ୍ ଟ୍ରେ˚ଟନ ଥିଲା । ଏହାକୁ ଭାରତ କିଣିବା ପରେ ୨୦୦୭ ଜୁନ୍ ୨୨ରେ ଏହାର ନାଁକୁ ବଦଳାଯାଇ ଆଇଏନ୍‌ଏସ୍ ଜଳସ୍ବା କରାଯାଇଛି । ଏହାର ବିଶେଷତ୍ବ ହେଲା ଏହା ଉଭୟ ଜଳ ଓ ସ୍ଥଳରେ ଚାଲିପାରିବ । ଏହାର ଦୈର୍ଘ୍ୟ ୫୭୦ ଫୁଟ୍ ହୋଇଥିବା ବେଳେ ଚଉଡ଼ା ୧୦୦ ଫୁଟ୍ ରହିଛି । ଏହା ଘଣ୍ଟା ପ୍ରତି ୪୦ କିମି ବେଗରେ ଗତି କରିପାରେ


ମିଳିଥିବା ସୂଚନା ଅନୁଯାୟୀ, ବନ୍ଦର ଗେଟ୍‌-୫ରେ ବିଧାୟକମାନେ ଜାହାଜରେ ଚଢିବେ । ଏତେ ସ˚ଖ୍ୟାରେ ବିଧାୟକ ଏକାଠି ପାରାଦୀପ ଆସିବା ପ୍ରଥମ ଘଟଣା । ଏଣୁ ଏହି କାର‌୍ୟ୍ୟକ୍ରମରେ ଯେମିତି କୌଣସି ସମସ୍ୟା ସୃଷ୍ଟି ନ ହୁଏ, ସେଥିପାଇଁ ନୌସେନା ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଏ ନେଇ ନୌସେନା ବିଭାଗ ଆଇଏନ୍‌ଏସ୍ ଚିଲିକା ପକ୍ଷରୁ ପ୍ରାଥମିକ ସ୍ତରରେ କେବଳ ସୂଚନା ଦିଆଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଶିଶୁ ଅପହରଣ, ହତ୍ୟା ଓ ଦୁଷ୍କର୍ମ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ବ୍ରହ୍ମପୁର ଏସ ପି କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ର ବିକ୍ଷୋଭ

ରାଜ୍ୟରେ ଶିଶୁ ଅପହରଣ, ହତ୍ୟା ଓ ଦୁଷ୍କର୍ମ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ବ୍ରହ୍ମପୁର ଏସ ପି କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ର ବିକ୍ଷୋଭ
Read More...

କରନା ମହାମାରୀ କୁ ହରେଇଥିବା 93ବର୍ଷୀୟ କାଶୀନାଥ ପାଢ଼ୀ ଙ୍କ ମୃତ୍ୟୁ

କରନା ମହାମାରୀ କୁ ହରେଇଥିବା 93ବର୍ଷୀୟ କାଶୀନାଥ ପାଢ଼ୀ ଙ୍କ ମୃତ୍ୟୁ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ପରିବାରକୁ ନଜଣାଇ ଆଟୋ ଯୋଗେ ୨ ନାବାଳିକାକୁ ଆନ୍ଧ୍ର ଚାଲାଣ ଅଭିଯୋଗ ପରେ ପୋଲିଶ ଦ୍ଵାରା ମୋଟୁ ବ୍ରିଜ ନିକଟରୁ ଉଦ୍ଧାର । ଦଲାଲ ଅଟୋ ସହ ଅନ୍ୟମାନେ ଫେରାର,
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell