OdishaStatenews.com Today : 21-Jan-2021 17:46:30 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ବାଲିପଦରରେ ଇଫ୍-କୋ କୃଷକ ସଭା

November 30, 2020, ଅନ୍ୟାନ୍ୟ, ଗଞ୍ଜାମ,


ବାଲିପଦରରେ ଇଫ୍-କୋ କୃଷକ ସଭା
RATNAKAR MAHARANA
[ BLOCK REPORTER BUGUDA GANJAM ]
OdishaStateNews Bureau
November 30, 2020

ବୁଗୁଡା30/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ସେବା ସମବାୟ ସମିତିଠାରେ ଇଫ୍-କୋ ଆନୁକୂଲ୍ଯରେ ଚାଷୀମାନଙ୍କ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଇଫ୍-କୋର କ୍ଷେତ୍ର ଅଧିକାରୀ ପ୍ରତ୍ୟୁଷ ବେହେରା ଯୋଗଦେଇ ଚାଷୀଙ୍କୁ ୟୁରିଆ ସାର ପରିବର୍ତ୍ତେ ଅଣୁ ସାର ତଥା ନାନୋ ନାଇଟ୍ରୋଜେନ ଓ ମାଟିର ଉର୍ବରତା ବୃଦ୍ଧି ପାଇଁ ଜୈବିକ ସାର ପ୍ରୟୋଗ ଉପରେ ପରାମର୍ଶ ଦେଇଥିଲେ । ବାଲିପଦର ସେବା ସମବାୟ ସମିତି ସଂପାଦକ ପ୍ରଫୁଲ୍ଲ କୁମାର ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ଶିବିରରେ ଚାଷୀଙ୍କୁ ମାଗଣାରେ ଅଣୁସାର କିଟ୍ ବଣ୍ଟନ କରାଯାଇଥିଲା । ଏଥିରେ ତ୍ରିନାଥ ନାୟକ, ବଂଶିଧର ବିଷୋୟୀ, ସତ୍ୟନାରାୟଣ ସାହୁ, ପ୍ରଶାନ୍ତ କୁମାର ପାତ୍ର ଓ ବାଲ୍ମିକୀ ବିଷୋୟୀ ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ୟୁନିୟନ ତରଫରୁ ନୂତନ ଜଗନ୍ନାଥ ପ୍ରସାଦ ପୋଲିସ  ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଙ୍କୁ ସ୍ୱାଗତ।

ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ୟୁନିୟନ ତରଫରୁ ନୂତନ ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଙ୍କୁ ସ୍ୱାଗତ।
Read More...

ପୁଲିସ ର ଗାଡି ଯାଞ୍ଚ ସମୟରେ ବିଦେଶୀ ମଦ ଚୋରା ରେ ଚାଲାଣ

ପୁଲିସ ର ଗାଡି ଯାଞ୍ଚ ସମୟରେ ବିଦେଶୀ ମଦ ଚୋରା ରେ ଚାଲାଣ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଅଳ୍ପକେ ଭର୍ତ୍ତିଲେ ଦୁଇ ବାଇକ ଆରୋହି , ଚିପ୍ସ ବୋଝେଇ ଟିପର ସହ ବାଇକ ଧୋକା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell