OdishaStatenews.com Today : 21-Jan-2021 15:51:13 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ୮୬ ବର୍ଷ ବୟସରେ ନିଧନ

November 23, 2020, ଦେଶ ଦୁନିଆ, ,


ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ୮୬ ବର୍ଷ ବୟସରେ ନିଧନ

[ ]
OdishaStateNews Bureau
November 23, 2020

ଆସାମ-23/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ । ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଦେହା ଅସୁସ୍ଥ ହେବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୋମବାର ସନ୍ଧ୍ୟାରେ ସେ ଗୋଆହାଟୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଅବସ୍ଥା ପୂର୍ବରୁ ଅଧିକ ଦୁର୍ବଳ ହୋଇପଡିଥିଲା ।


ତରୁଣ ଗୋଗୋଇଙ୍କ ମୃତ୍ୟୁ ଖବର ଶୁଣିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କ ପାଖରେ ପହଞ୍ଚିଛନ୍ତି । ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଗୌହାଟୀ ମେଡିକାଲରେ ଚିକତ୍ସିତ ହୋଇ ଘରକୁ ଫରିଥିଲେ ଗୋଗେଇ । କିନ୍ତୁ ନଭେମ୍ବର ୨ରେ ସେ ପୁଣି ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ଚିକିତ୍ସିତ ହେଉଥିଲେ ।


ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲେ । ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ କାମ କରୁନଥିବାବେଳେ ନିଃଶ୍ବାସ ନେବାରେ ସମସ୍ୟା ହେଉଥିଲା । ତରୁଣ ଗୋଗେଇ କଂଗ୍ରେସର ବରିଷ୍ଠ ନେତା ହୋଇଥିବାବେଳେ ତିନି ତିନି ଥର ଆସମର ମୁଖ୍ୟମନ୍ତ୍ରୀ ରହିଥିଲେ । ଛଅ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଗୋଗୋଇ …




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମେଜର ହୋଇ ୧୭ ଝିଅଙ୍କୁ ଫସେଇଲେ ଓ ଠକିଲେ ୬ କୋଟି ଟଙ୍କା

ମେଜର ହୋଇ ୧୭ ଝିଅଙ୍କୁ ଫସେଇଲେ ଓ ଠକିଲେ ୬ କୋଟି ଟଙ୍କା
Read More...

ବିନା ପାଲଭିଡା କୋଇଲା ପରିବହନ କରୁଥିବା ହାଇୱl ଓ ଟିପର ଗାଡ଼ି କୁ ଅଟକାଇବା ନିମନ୍ତେ ଦାବିପତ୍ର ।

ବିନା ପାଲଭିଡା କୋଇଲା ପରିବହନ କରୁଥିବା ହାଇୱl ଓ ଟିପର ଗାଡ଼ି କୁ ଅଟକାଇବା ନିମନ୍ତେ ଦାବିପତ୍ର ।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ପ୍ରେମକୁ ସାକାର କରିବାକୁ ଯାଇ ଆତ୍ମହତ୍ୟା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell