OdishaStatenews.com Today : 26-Nov-2020 20:35:35 PM
୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡ଼ାକରା… | ଜଗାକୁ ଛାଡ଼ି ଚାଲିଗଲା କାଳିଆ, SCBରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ | ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଲେ ୧୮ଟିକିଆ ହାତୀପଲ | ମାଡ଼ି ଆସୁଛି ବାତ୍ୟା ନିଭାର ! ଉପକୂଳରେ ୩୦ ପ୍ଲାଟୁନ୍‌ NDRF, ସରକାରଙ୍କ ଛୁଟି ଘୋଷଣା | ରାଜରାସ୍ତାକୁ ଓହ୍ଲାଇବ ଶ୍ରମିକ ସଙ୍ଗଠନ, ହାତ ବଢାଇଲା କଂଗ୍ରେସ, ବିଜେପି କରିବ ସମ୍ୱିଧାନ ବଞ୍ଚାଅ କାର୍ଯ୍ୟକ୍ରମ… | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

କେନାଲ ଜଳସେଚନ ବ୍ୟବସ୍ଥା କରିବା ଦାବିରେ ପ୍ରେସମିଟ

November 21, 2020, ଓଡ଼ିଶା, ବଲାଙ୍ଗୀର,


କେନାଲ ଜଳସେଚନ ବ୍ୟବସ୍ଥା କରିବା ଦାବିରେ ପ୍ରେସମିଟ
AMARENDRA NANDA
[ BLOCK REPORTER BANGOMUNDA BALANGIR ]
OdishaStateNews Bureau
November 21, 2020

ବଙ୍ଗୋମୁଣ୍ଡା-21/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ଉପାନ୍ତଅଞ୍ଚଳ ଗ୍ରାମପଞ୍ଚାୟତ ଜାମଖୁଣ୍ଟା, ଗନ୍ଧର୍ଲା, ଭୁର୍ସାଗୁଡା, ଚାନ୍ଦତରା ର ଗାଁ ଗୁଡିକରେ ତିଖାଳି ଜଳସେଚନ ବ୍ୟବସ୍ଥା ଦାବିରେ ଚାନ୍ଦତରା ପଞ୍ଚାୟତ ରାଜୀବଗାନ୍ଧୀ ଭବନରେ ରୁପେଶ ବେହେରାଙ୍କ ଆବାହକରେ ଏକ ପ୍ରେସମିଟ ହୋଇଯାଇଛି l ଏଥିରେ ଜାମଖୁଣ୍ଟା ସରପଞ୍ଚ ପ୍ରତିନିଧି ଗୌର ମହାନନ୍ଦ, ଭୁର୍ସାଗୁଡା ସରପଞ୍ଚ ପ୍ରତିନିଧି ଶ୍ୟାମ ଭୋଇ, ଗନ୍ଧର୍ଲା ସରପଞ୍ଚ ଦୁଲମଣି ନାଗ, ଚାଷୀ ବଞ୍ଚାଅ ଅଭିଯାନ ସଭାପତି ତଥା ସମାଜସେବୀ ଅମରେନ୍ଦ୍ର ନନ୍ଦ, ରମେଶ ସାହୁ, କୃପା ଭୋଇ, ସୁରଥ ଭୋଇ, ଶିକ୍ଷାବିତ ପଙ୍କଜ ନାଗ, ସାମ୍ବାଦିକ ଅଭିମନ୍ୟୁ ବହିଦାର ସହ ଅଞ୍ଚଳର ଚାଷୀବୃନ୍ଦ ଉପସ୍ଥିତ ଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାଣନ୍ତୁ ଆଜି କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଏହି ରବିବାର

ଜାଣନ୍ତୁ ଆଜି କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଏହି ରବିବାର
Read More...

ବୁଗୁଡା କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ ( ପ୍ରଥମ ) ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି

ବୁଗୁଡା କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ ( ପ୍ରଥମ ) ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର : ତୁମ ଅପେକ୍ଷାରେ. . .
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell