OdishaStatenews.com Today : 18-May-2021 07:58:21 AM
୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ, ପାରିବାରିକ ସମ୍ପର୍କକୁ ମଜଭୁତ କରନ୍ତୁ ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ ଉପକୂଳ ପ୍ରତି ସତର୍କ ସୂଚନା ଜାରି କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକ୍‌ତେ’ ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି Previous Next ୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ,… ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ… କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା… ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ, ଶେଷ… |

ବୁଗୁଡା କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ ( ପ୍ରଥମ ) ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି

November 21, 2020, ଓଡ଼ିଶା, ଗଞ୍ଜାମ,


ବୁଗୁଡା କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ ( ପ୍ରଥମ ) ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି
RATNAKAR MAHARANA
[ BLOCK REPORTER BUGUDA GANJAM ]
OdishaStateNews Bureau
November 21, 2020

ବୁଗୁଡା-21/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ରକ୍ତଦାନ ମହାପୂଣ୍ୟ' ଏହାକୁ ଶ୍ରେୟ ମନେକରି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ-୧ମ ପକ୍ଷରୁ ନଭେମ୍ବର ୨୧ ତାରିଖ ଦିନ ବୁଗୁଡା ସହର ବଡ ଦାଣ୍ଡରେ ଅବସ୍ଥିତ ନିକୁଞ୍ଜ ମୋହନ କ୍ଲବ୍ ଗୃହରେ ଏକ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ପୋଲସରା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଗୋପବନ୍ଧୁ ବେହେରା ଉଦ୍ଘାଟନ କରିଥିବା ବେଳେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରକ୍ତ ଭଣ୍ଡାର ଡାକ୍ତର ଓ କର୍ମଚାରୀବୃନ୍ଦଙ୍କ ଦ୍ୱାରା ୩୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ ଅଞ୍ଚଳ ସଭାନେତ୍ରୀ ରୀନା ଚୌଧୁରୀ, ବୁଗୁଡା କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ-୧ ସଭାନେତ୍ରୀ ବିଦ୍ୟୁତ୍ ଲତା ପୃଷ୍ଟି ଓ ସଂପାଦିକା ଟି.ଭାଗ୍ୟଲକ୍ଷ୍ମୀ ସାମନ୍ତରାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟାବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ । କଳିଙ୍ଗ ବୈଶ୍ୟ ସଙ୍ଘ-୧ ର ସଭାପତି ବି.ଗୋପାଳ ଚନ୍ଦ୍ର ପାତ୍ର, ସଂପାଦକ ପ୍ରକାଶ ଚନ୍ଦ୍ର ସାମନ୍ତରା, ମନୋଜ କୁମାର ଚୌଧୁରୀ, ଟି.ସୁଦର୍ଶନ ପାତ୍ର ପ୍ରମୁଖଙ୍କ ସହଯୋଗରେ ରକ୍ତଦାନ ଶିବିର ପରିଚାଳିତ ହୋଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନାଲ ଜଳସେଚନ ବ୍ୟବସ୍ଥା କରିବା ଦାବିରେ ପ୍ରେସମିଟ

କେନାଲ ଜଳସେଚନ ବ୍ୟବସ୍ଥା କରିବା ଦାବିରେ ପ୍ରେସମିଟ
Read More...

ଖନନ ସମୟରେ ପାକିସ୍ତାନରୁ ମିଳିଲା ୧୩୦୦ବର୍ଷ ପୁରୁଣା ବିଷ୍ଣୁ ମନ୍ଦିର

ଖନନ ସମୟରେ ପାକିସ୍ତାନରୁ ମିଳିଲା ୧୩୦୦ବର୍ଷ ପୁରୁଣା ବିଷ୍ଣୁ ମନ୍ଦିର
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ପତ୍ନୀଙ୍କୁ  ଶେଷ ପତ୍ର ଲେଖି ଆତ୍ମହତ୍ୟା : ପ୍ରେମିକଙ୍କ ସହିତ ବିବାହ କରିଦେବା ପାଇଁ ଲେଖିଲେ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell