OdishaStatenews.com Today : 26-Nov-2020 20:54:32 PM
୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡ଼ାକରା… | ଜଗାକୁ ଛାଡ଼ି ଚାଲିଗଲା କାଳିଆ, SCBରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ | ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଲେ ୧୮ଟିକିଆ ହାତୀପଲ | ମାଡ଼ି ଆସୁଛି ବାତ୍ୟା ନିଭାର ! ଉପକୂଳରେ ୩୦ ପ୍ଲାଟୁନ୍‌ NDRF, ସରକାରଙ୍କ ଛୁଟି ଘୋଷଣା | ରାଜରାସ୍ତାକୁ ଓହ୍ଲାଇବ ଶ୍ରମିକ ସଙ୍ଗଠନ, ହାତ ବଢାଇଲା କଂଗ୍ରେସ, ବିଜେପି କରିବ ସମ୍ୱିଧାନ ବଞ୍ଚାଅ କାର୍ଯ୍ୟକ୍ରମ… | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଆଜି ଜୟପୁର ସ୍ଥିତ ଅଗ୍ରସେନ ଭବନ ଠାରେ ଜୟପୁର ଫିଲ୍ମ କମ୍ପାନୀ (ଜେ.ଫ.ସି) ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

November 21, 2020, ଓଡ଼ିଶା, କୋରାପୁଟ,


ଆଜି ଜୟପୁର ସ୍ଥିତ ଅଗ୍ରସେନ ଭବନ ଠାରେ ଜୟପୁର ଫିଲ୍ମ କମ୍ପାନୀ (ଜେ.ଫ.ସି) ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
A Durga Prasad
[ JAYPORE CITY REPORTER ]
OdishaStateNews Bureau
November 21, 2020

ଜୟପୁର-21/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଆଜି ଜୟପୁର ସ୍ଥିତ ଅଗ୍ରସେନ ଭବନ ଠାରେ ଜୟପୁର ଫିଲ୍ମ କମ୍ପାନୀ (ଜେ.ଫ.ସି) ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏକ ଚଳଚିତ୍ର ମାଧ୍ୟମରେ ଗାଁର ଗରିବ ପରିବାର ନିଜର ପିଲାଙ୍କୁ ଅନ ଲାଇନ ଶିକ୍ଷା ଦେବାପାଇଁ କିପରି ନିଜର ରୋଜଗାରରେ ଭାଗିଦାରୀ ହୋଇଥିବା ଗାଈକୁ ବିକ୍ରି କରି ସ୍ମାର୍ଟ ଫୋନ କିଣାଯାଉଛି। ପିଲାଙ୍କ ପାଠପଢା ପାଇଁ ଗୋଟିଏ ଗରିବ ପରିବାରକୁ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ତାହା ଏହି ଚଳଚିତ୍ର ମାଧ୍ୟମରେ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବାକୁ ପ୍ରୟାସ କରାଯାଇଥିଲା। ଏହି ଚଳଚ୍ଚିତ୍ରଟି ଦେଖିବା ପରେ ସରକାର ଏହି ସମସ୍ୟାର ସମାଧାନ ପାଇଁ କିଛି ବ୍ୟବସ୍ଥା କରିବେ ବୋଲି ଆଶା କରାଯାଉଛି। ସୂଚନା ଥାଉକି କୋରନା କାଳରେ ଏକ ଲମ୍ବା ଲୋକଡାଉନ ପରେ ଅନେକ ସଂସ୍ଥା ଖୋଲା ହେବାପରେ ମଧ୍ୟ ଶିକ୍ଷାନୁଷ୍ଠାନ ଏ ପର୍ଯ୍ୟନ୍ତ ଖୋଲାଯାଇନାହିଁ। ଯାହା ଫଳରେ କ୍ଲାସ ରୁମ ପାଠପଢାକୁ ଏହାର ଛାତ୍ର ଛାତ୍ରୀଙ୍କ ନିକଟରେ ପହଞ୍ଚେଇବା ବିକଳ୍ପ ଭାବେ ଉଭା ହୋଇଛି "ଅନ ଲାଇନ" କ୍ଲାସ। ଯାହାକି କେବଳ ସ୍ମାର୍ଟ ଫୋନ ମାଧ୍ୟମରେନ ହିଁ ସମ୍ଭବ। ଆଉ ତା ପାଇଁ ଦ୍ରୁତ ଇଣ୍ଟରନେଟର ଆବଶ୍ୟକ । ଆଉ ତା ସହ ଡାଟା ପ୍ୟାକର ମଧ୍ୟ ଜରୁରୀ ଅଟେ। ହେଲେ ଯେଉଁଠି ଏ ସବୁର ସୁବିଧା ନାହିଁ କିମ୍ବା ଏ ସବୁକୁ ହାସଲ କରିବା ପାଇଁ ଯେଉଁ ମାନଙ୍କ ପାଖରେ ସମ୍ବଳ ନାହିଁ , ସେମାନଙ୍କ ପାଇଁ କଣ???
ଏମିତି ଏକ ସମ୍ବେଦନଶୀଳ କଥା ବସ୍ତୁକୁ ନେଇ 20 ମିନିଟର "ମାଳିପୁଟ offline" ନାମକ ଏକ ଲଘୁ ଚଳଚିତ୍ର କରାଯାଇଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖନନ ସମୟରେ ପାକିସ୍ତାନରୁ ମିଳିଲା ୧୩୦୦ବର୍ଷ ପୁରୁଣା ବିଷ୍ଣୁ ମନ୍ଦିର

ଖନନ ସମୟରେ ପାକିସ୍ତାନରୁ ମିଳିଲା ୧୩୦୦ବର୍ଷ ପୁରୁଣା ବିଷ୍ଣୁ ମନ୍ଦିର
Read More...

ଲୁଣୀସରା ନିଆକଟରେ ସ୍କୁଟି ଦୃଘଟଣା

ଲୁଣୀସରା ନିଆକଟରେ ସ୍କୁଟି ଦୃଘଟଣା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ ; ବଦାଙ୍ଗି ୭ ଦିନ ସଟ ଡାଉନ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell