OdishaStatenews.com Today : 26-Nov-2020 19:59:49 PM
୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡ଼ାକରା… | ଜଗାକୁ ଛାଡ଼ି ଚାଲିଗଲା କାଳିଆ, SCBରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ | ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଲେ ୧୮ଟିକିଆ ହାତୀପଲ | ମାଡ଼ି ଆସୁଛି ବାତ୍ୟା ନିଭାର ! ଉପକୂଳରେ ୩୦ ପ୍ଲାଟୁନ୍‌ NDRF, ସରକାରଙ୍କ ଛୁଟି ଘୋଷଣା | ରାଜରାସ୍ତାକୁ ଓହ୍ଲାଇବ ଶ୍ରମିକ ସଙ୍ଗଠନ, ହାତ ବଢାଇଲା କଂଗ୍ରେସ, ବିଜେପି କରିବ ସମ୍ୱିଧାନ ବଞ୍ଚାଅ କାର୍ଯ୍ୟକ୍ରମ… | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଲୁଣୀସରା ନିଆକଟରେ ସ୍କୁଟି ଦୃଘଟଣା

November 21, 2020, ଓଡ଼ିଶା, ନୟାଗଡ଼,


ଲୁଣୀସରା ନିଆକଟରେ ସ୍କୁଟି ଦୃଘଟଣା
Chinmaya Ku Pradhan
[ District Reporter Nayagarh ]
OdishaStateNews Bureau
November 21, 2020

ନୟାଗଡ-21/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଲୁଣୀସରା ନିକଟରେ ଏକ ସ୍କୁଟି ଦୁର୍ଘଟଣା ଘଟିଛି ଗାଡ଼ି ନଂ OD25D2141.ଘଟଣାରୁ ଜଣାପଡେ ଏକ ଅଜଣା ଗାଡ଼ି ଏହି ସ୍କୁତିକୁ ଲୁଣୀସରା ନିଆକଟରେ ଢ଼ାକାଦେଇ ଚମ୍ପଟ ମାରିଚି. ସ୍କୁତିଚାଳକ ହେଉଛନ୍ତି ମହୀପୁର ର ବିଶ୍ୱମ୍ବର ପ୍ରଧାନ.ତାଙ୍କର ଗୋଟିଏ ହାତ, ଗୋଡ ଭାଙ୍ଗିବାସହିତ ମୁଣ୍ଡରେ ପ୍ରଚୁର ମାତ୍ରାରେ ଆଘାତ ଲାଗିଛି ନୂଆଗାଁ ଅଗ୍ନିଶମ ବିଭାଗ ଖବର ପାଇ ତାଙ୍କୁ ନୟାଗଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଥାନାନ୍ତର କରାଯାଇଛି. ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ଡାକ୍ତର ଭୁବନେଶ୍ୱର ନେଇଯିବାପାଇଁ ପରମର୍ଶ ଦେଇଛନ୍ତି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଜୟପୁର ସ୍ଥିତ ଅଗ୍ରସେନ ଭବନ ଠାରେ ଜୟପୁର ଫିଲ୍ମ କମ୍ପାନୀ (ଜେ.ଫ.ସି) ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆଜି ଜୟପୁର ସ୍ଥିତ ଅଗ୍ରସେନ ଭବନ ଠାରେ ଜୟପୁର ଫିଲ୍ମ କମ୍ପାନୀ (ଜେ.ଫ.ସି) ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Read More...

ଶ୍ମଶାନକୁ ବିବାଦ: ରାସ୍ତା ମଝିରେ ଶବ

ଶ୍ମଶାନକୁ ବିବାଦ: ରାସ୍ତା ମଝିରେ ଶବ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :କାଳିଆରେ ତ୍ରୁଟି : ଚାଷୀଙ୍କୁ ଭୂମିହୀନ, ଭୂମିହୀନଙ୍କୁ ଚାଷୀ କିସ୍ତି l
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell