OdishaStatenews.com Today : 26-Nov-2020 20:18:37 PM
୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡ଼ାକରା… | ଜଗାକୁ ଛାଡ଼ି ଚାଲିଗଲା କାଳିଆ, SCBରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ | ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଲେ ୧୮ଟିକିଆ ହାତୀପଲ | ମାଡ଼ି ଆସୁଛି ବାତ୍ୟା ନିଭାର ! ଉପକୂଳରେ ୩୦ ପ୍ଲାଟୁନ୍‌ NDRF, ସରକାରଙ୍କ ଛୁଟି ଘୋଷଣା | ରାଜରାସ୍ତାକୁ ଓହ୍ଲାଇବ ଶ୍ରମିକ ସଙ୍ଗଠନ, ହାତ ବଢାଇଲା କଂଗ୍ରେସ, ବିଜେପି କରିବ ସମ୍ୱିଧାନ ବଞ୍ଚାଅ କାର୍ଯ୍ୟକ୍ରମ… | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ତାଳଚେର ସଦର ଥାନର ୬ ଜଣ ପୋଲିସ କର୍ମଚାରୀଙ୍କ ବଦଳିର ଚର୍ଚ୍ଚା

November 21, 2020, ଓଡ଼ିଶା, ଅନୁଗୁଳ,


ତାଳଚେର ସଦର ଥାନର ୬ ଜଣ ପୋଲିସ କର୍ମଚାରୀଙ୍କ ବଦଳିର ଚର୍ଚ୍ଚା
Pratap Ku sahu
[ BLOCK REPOTER TALCHER ANUGUL ]
OdishaStateNews Bureau
November 21, 2020

ତାଳଚର-21/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ସଦର ଥାନାରେ କାର୍ଯ୍ୟରତ ଜଣେ ଏସଆଇ ଓ ୪ ଜଣ ହୋମଗାର୍ଡ ଏବଂ ଜଣେ ହାବିଲଦାରଙ୍କୁ ରାତାରାତି ଅନୁଗୋଳ ହେଡକ୍ୱାଟରକୁ ବଦଳି ହୋଇଥିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି | ଏନେଇ ସ୍ଥାନୀୟ ଏସଡିପିଓଙ୍କୁ ପଚାରିବାରୁ ସେ କୁହନ୍ତି ସେମାନଙ୍କର ଚାକିରି ଏଠାରେ ଅଧିକ ବର୍ଷ ହୋଇଯିବାରୁ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ସାଧାରଣ ଲୋକେ କହନ୍ତି ସରକାରୀ ଜମିରୁ ମୋରମ୍ ଓ ବ୍ରାହ୍ମଣୀ ନଦୀରୁ ବାଲି ଚୋରା ଚାଲାଣ ସମ୍ପୁକ୍ତ ରାକେଟରେ ଏମାନେ ଜଡ଼ିତ ଥିବାରୁ ଏମାନଙ୍କୁ ଭିନ୍ନଭିନ୍ନ ସ୍ଥାନକୁ ବଦଳି କରାଯାଇଛି| ତେବେ ଏହାକୁ ନେଇ ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି|




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆନ୍ଧ୍ର ଓଡ଼ିଶା ସୀମାବିବାଦ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣାଞ୍ଚଳ ରାଜସ୍ୱସଚିବ।

ଆନ୍ଧ୍ର ଓଡ଼ିଶା ସୀମାବିବାଦ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣାଞ୍ଚଳ ରାଜସ୍ୱସଚିବ।
Read More...

ଭରତପୁର କୋଇଲାଖଣି ଖଣିରେ ଦୁର୍ଘଟଣା ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ନିଯୁକ୍ତି ପ୍ରଦାନ କଲେ ବିଧାୟକ।

ଭରତପୁର କୋଇଲାଖଣି ଖଣିରେ ଦୁର୍ଘଟଣା ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ନିଯୁକ୍ତି ପ୍ରଦାନ କଲେ ବିଧାୟକ।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ବଟି ନଦେବାରୁ ଦାଦାଗିରି
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell