OdishaStatenews.com Today : 26-Nov-2020 21:00:07 PM
୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡ଼ାକରା… | ଜଗାକୁ ଛାଡ଼ି ଚାଲିଗଲା କାଳିଆ, SCBରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ | ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଲେ ୧୮ଟିକିଆ ହାତୀପଲ | ମାଡ଼ି ଆସୁଛି ବାତ୍ୟା ନିଭାର ! ଉପକୂଳରେ ୩୦ ପ୍ଲାଟୁନ୍‌ NDRF, ସରକାରଙ୍କ ଛୁଟି ଘୋଷଣା | ରାଜରାସ୍ତାକୁ ଓହ୍ଲାଇବ ଶ୍ରମିକ ସଙ୍ଗଠନ, ହାତ ବଢାଇଲା କଂଗ୍ରେସ, ବିଜେପି କରିବ ସମ୍ୱିଧାନ ବଞ୍ଚାଅ କାର୍ଯ୍ୟକ୍ରମ… | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଭରତପୁର କୋଇଲାଖଣି ଖଣିରେ ଦୁର୍ଘଟଣା ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ନିଯୁକ୍ତି ପ୍ରଦାନ କଲେ ବିଧାୟକ।

November 21, 2020, ଓଡ଼ିଶା, ଅନୁଗୁଳ,


ଭରତପୁର କୋଇଲାଖଣି ଖଣିରେ ଦୁର୍ଘଟଣା ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ନିଯୁକ୍ତି ପ୍ରଦାନ କଲେ ବିଧାୟକ।
Pratap Ku sahu
[ BLOCK REPOTER TALCHER ANUGUL ]
OdishaStateNews Bureau
November 21, 2020

ତାଳଚେର-21/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଅନୁଗୋଳ ତାଳଚେର ବ୍ଲକ ଭରତପୁର କୋଇଲାଖଣି ଠାରେ ଆଜି ସକାଳ ପ୍ରାୟ ୫ଘଟିକା ସମୟରେ ଖବର ରୁ ପ୍ରକାଶ ଯେ ଭରତପୁର କୋଇଲାଖଣି ଅଞ୍ଚଳରେ ଜଣେ ସୁରକ୍ଷାକର୍ମୀ କାର୍ଯ୍ୟରତ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ତାଙ୍କ ମୃତ୍ୟୁ ର କାରଣ ଜଣା ପଡି ନାହିଁ। ଏହି ଖବର ପାଇବା ପରେ ମାନ୍ୟବର ବିଧାୟକ ବ୍ରଜ କିଶୋର ପ୍ରଧାନ ତୁରନ୍ତ ସେଠାରେ ପହଞ୍ଚିଥିଲେ। ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ଏମସିଏଲ କର୍ତ୍ତୃପକ୍ଷ ଓ ପରିବାର ବର୍ଗଙ୍କ ଆଲୋଚନା ପରେ ସର୍ବମୋଟ ୧୩ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ସହ ତାଙ୍କର ପରିବାର ର ଜଣଙ୍କୁ ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତାଳଚେର ସଦର ଥାନର ୬ ଜଣ ପୋଲିସ କର୍ମଚାରୀଙ୍କ ବଦଳିର ଚର୍ଚ୍ଚା

ତାଳଚେର ସଦର ଥାନର ୬ ଜଣ ପୋଲିସ କର୍ମଚାରୀଙ୍କ ବଦଳିର ଚର୍ଚ୍ଚା
Read More...

ମାୟାନଗରୀରେ ହଲଚଲ। ଗିରଫ ହେଲେ କମେଡି କ୍ୱିନ୍ ଭାରତୀ ସିଂ, ଏନସିିବିର ପଚରାଉଚରା ବେଳେ ଗଞ୍ଜେଇ ସେବନ କରୁଥିବା ନେଇ ମାନିଲେ ।

ମାୟାନଗରୀରେ ହଲଚଲ। ଗିରଫ ହେଲେ କମେଡି କ୍ୱିନ୍ ଭାରତୀ ସିଂ, ଏନସିିବିର ପଚରାଉଚରା ବେଳେ ଗଞ୍ଜେଇ ସେବନ କରୁଥିବା ନେଇ ମାନିଲେ ।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ରାଜ୍ୟ ଛାତ୍ର ବିଜେଡି କମିଟି ରେ କଳାହାଣ୍ଡି କୁ ଗୁରୁତ୍ୱ । ଅବିନାଶ ଠାକୁର ହେଲେ ରାଜ୍ୟ କାର୍ଯ୍ୟକାରୀ ସଭାପତି
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell