OdishaStatenews.com Today : 18-May-2021 06:02:56 AM
୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ, ପାରିବାରିକ ସମ୍ପର୍କକୁ ମଜଭୁତ କରନ୍ତୁ ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ ଉପକୂଳ ପ୍ରତି ସତର୍କ ସୂଚନା ଜାରି କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକ୍‌ତେ’ ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି Previous Next ୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ,… ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ… କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା… ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ, ଶେଷ… |

ମାୟାନଗରୀରେ ହଲଚଲ। ଗିରଫ ହେଲେ କମେଡି କ୍ୱିନ୍ ଭାରତୀ ସିଂ, ଏନସିିବିର ପଚରାଉଚରା ବେଳେ ଗଞ୍ଜେଇ ସେବନ କରୁଥିବା ନେଇ ମାନିଲେ ।

November 21, 2020, ଦେଶ ଦୁନିଆ, ,


ମାୟାନଗରୀରେ ହଲଚଲ। ଗିରଫ ହେଲେ କମେଡି କ୍ୱିନ୍ ଭାରତୀ ସିଂ, ଏନସିିବିର ପଚରାଉଚରା ବେଳେ ଗଞ୍ଜେଇ ସେବନ କରୁଥିବା ନେଇ ମାନିଲେ ।

[ ]
OdishaStateNews Bureau
November 21, 2020

ମୁମ୍ବାଇ-21/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା NCB ଏବେ ପୁଣି ଥରେ ସକ୍ରିୟ ହୋଇଛି । ଶନିବାର ମୁମ୍ବାଇ ଏନସିବି କମେଡିଆନ୍ ଭାରତୀଙ୍କୁ ଗିରଫ କରିଛି । ଭାରତୀଙ୍କ ସ୍ୱାମୀ ହର୍ଷଙ୍କୁ ଜେରା କରୁଛି ଏନସିବି । ହର୍ଷଙ୍କ ଉପରେ ଗିରଫଦାରୀ ଖଣ୍ଡା ଝୁଲୁଛି । କୌଣସି ବି ସମୟରେ ଏନସିବି ହର୍ଷଙ୍କୁ ଗିରଫ କରିପାରେ । ଗିରଫ ଭାରତୀ ଆଜି ରାତି ଏନସିବି ଅଫିସରେ ରହିବେ । କାଲି ତାଙ୍କୁ ଅଦାଲତରେ ହାଜର କରାଯିବ ।ଶନିବାର ଏନସିବି ମୁମ୍ବାଇର ୩ଟି ସ୍ଥାନରେ ରେଡ୍ କରିଥିଲା । ଭାରତୀ ଓ ତାଙ୍କ ସ୍ୱାମୀଙ୍କ ଘରେ ଚଢ଼ାଉ ହୋଇଥିଲା । କୁହାଯାଉଛି- ଭାରତୀଙ୍କ ଫ୍ଲାଟରୁ ଗଞ୍ଜେଇ ଜବତ କରାଯାଇଛି । ଯାହାପରେ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଏନସିବି ସମନ ଜାରି କରିଥିଲା । ଏବେ ଭାରତୀଙ୍କୁ ଏନସିବି ଗିରଫ କରିଛି ।୨୧ ନଭେମ୍ବରକୁ ଏନସିବି ଖାର ଦାଣ୍ଡା ଅଞ୍ଚଳରେ ରେଡ୍ କରି LSD, ଗଞ୍ଜେଇ (୪୦ ଗ୍ରାମ୍), ଓ ସାଇକୋଟ୍ରୋପିକ୍ ଔଷଧ ସହିତ ଜଣେ ୨୧ ବର୍ଷୀୟ ତସ୍କରକୁ ଧରିଥିଲା । ଏହାପରେ ଏନସିବି ଅନ୍ୟ ୨ଟି ସ୍ଥାନରେ ରେଡ୍ କରିଥିଲା । କମେଡିଆନ୍ ଭାରତୀ ସିଂହଙ୍କ ପ୍ରଡକ୍ସନ ଅଫିସ୍ ଓ ଘର ଉଭୟ ଜାଗାରେ ରେଡ୍ କରି ୮୬.୫ ଗ୍ରାମ ଗଞ୍ଜେଇ ଜବତ କରିଥିଲା ଏନସିବି । ଉଭୟ ପତି, ପତ୍ନୀ ଗଞ୍ଜେଇ ସେବନ କରୁଥିବା କଥା ମାନିଛନ୍ତି । ଭାରତୀଙ୍କପ ଏନଡିପିଏସ୍ ଆକ୍ଟ ୧୯୮୬ ଆଧାରରେ ଗିରଫ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭରତପୁର କୋଇଲାଖଣି ଖଣିରେ ଦୁର୍ଘଟଣା ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ନିଯୁକ୍ତି ପ୍ରଦାନ କଲେ ବିଧାୟକ।

ଭରତପୁର କୋଇଲାଖଣି ଖଣିରେ ଦୁର୍ଘଟଣା ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ନିଯୁକ୍ତି ପ୍ରଦାନ କଲେ ବିଧାୟକ।
Read More...

ପୁରୁଷୋତ୍ତମପୁର ଏନ ଏ ସି ରେ ବିଜେପି ତରଫରୁ ମଣ୍ଡଳ ସ୍ତରୀୟ ପ୍ରସ୍ତୁତି ବୈଠକ

ପୁରୁଷୋତ୍ତମପୁର ଏନ ଏ ସି ରେ ବିଜେପି ତରଫରୁ ମଣ୍ଡଳ ସ୍ତରୀୟ ପ୍ରସ୍ତୁତି ବୈଠକ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :କାର୍ଯ୍ୟରତ ହୋମଗାର୍ଡ ଦୁର୍ଘଟଣା ! ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପରିବାର ପକ୍ଷରୁ ଅପେକ୍ଷା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell