OdishaStatenews.com Today : 26-Nov-2020 20:38:28 PM
୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡ଼ାକରା… | ଜଗାକୁ ଛାଡ଼ି ଚାଲିଗଲା କାଳିଆ, SCBରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ | ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଲେ ୧୮ଟିକିଆ ହାତୀପଲ | ମାଡ଼ି ଆସୁଛି ବାତ୍ୟା ନିଭାର ! ଉପକୂଳରେ ୩୦ ପ୍ଲାଟୁନ୍‌ NDRF, ସରକାରଙ୍କ ଛୁଟି ଘୋଷଣା | ରାଜରାସ୍ତାକୁ ଓହ୍ଲାଇବ ଶ୍ରମିକ ସଙ୍ଗଠନ, ହାତ ବଢାଇଲା କଂଗ୍ରେସ, ବିଜେପି କରିବ ସମ୍ୱିଧାନ ବଞ୍ଚାଅ କାର୍ଯ୍ୟକ୍ରମ… | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ପୁରୁଷୋତ୍ତମପୁର ଏନ ଏ ସି ରେ ବିଜେପି ତରଫରୁ ମଣ୍ଡଳ ସ୍ତରୀୟ ପ୍ରସ୍ତୁତି ବୈଠକ

November 21, 2020, ଓଡ଼ିଶା, ଗଞ୍ଜାମ,


ପୁରୁଷୋତ୍ତମପୁର ଏନ ଏ ସି ରେ ବିଜେପି ତରଫରୁ ମଣ୍ଡଳ ସ୍ତରୀୟ ପ୍ରସ୍ତୁତି ବୈଠକ
BHAGABAN PADHY
[ Beguniapoda block REPORTER ]
OdishaStateNews Bureau
November 21, 2020

କୋଦଳା-21/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଗଞ୍ଜାମ ପୁରୁଷୋତ୍ତମପୁର ଏନ ଏ ସି ର ଡ଼ାକବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମଣ୍ଡଳ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏନ ଏ ସି ର ବି ଜେ ପି ସଭାପତି ମନୋଜ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଅରୁଣ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରାଘବ ପଟ୍ଟନାୟକ ସନମାନୀୟ ଅତିଥି ଭାବେ ଯୋଗଦେଇଥିଲେ | ଆସନ୍ତା ଡ଼ିସେମ୍ବର ଏକ ତାରିଖ ମଙ୍ଗଳବାର ଦିନ କୁମ୍ଭାରୀ ସ୍ଥିତ କୁମାରେଶ୍ବର ମନ୍ଦିର ପ୍ରାଙ୍ଗଣରେ ବି ଜେ ପି ର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ ଲାଗି ନିଷ୍ପତି ନିଆଯାଇଛି | ଏହି ପ୍ରସ୍ତୁତି ବୈଠକରେ ପୁରୁଷୋତ୍ତମପୁର ଏନ ଏ ସି ର 14 ଟି ୱର୍ଡ ରୁ 70ରୁ ଉର୍ଦ୍ଧ ବି ଜେ ପି କର୍ମକର୍ତ୍ତା ଯୋଗ ଦେଇଥିଲେ | ଉପସ୍ଥିତ ବି ଜେ ପି କର୍ମୀ ମାନଙ୍କ ମଧ୍ୟରେ ସ୍ୱରାଜ ପାଣିଗ୍ରାହୀ, ଲିଟୁନ ଦାସ,ଚିତ୍ତ ରଞ୍ଜନ ସାହୁ, କୁମୁଦ ପାତ୍ର,ଟୁକୁନା ବେହେରା, ମଙ୍ଗରାଜ ବେହେରା,ପ୍ରକାଶ ପାଣିଗ୍ରାହୀ, ସୂର୍ଯ୍ୟ ପାଣିଗ୍ରାହୀ, ରବୀନ୍ଦ୍ର ନାୟକ,ନାଗେଶ୍ୱର ଦୋରା,ରବୀନ୍ଦ୍ର ଦାସ,ଶିବରାମ ପାଢ଼ୀ, ସୁବାଷ ଦାସ,ଅକ୍ରୁର ଗୌଡ଼,ରାମ ନାହାକ ପ୍ରମୁଖ ଯୋଗ ଦେଇ ଅଗାମୀ ଦିନ ମାନଙ୍କରେ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ |




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାୟାନଗରୀରେ ହଲଚଲ। ଗିରଫ ହେଲେ କମେଡି କ୍ୱିନ୍ ଭାରତୀ ସିଂ, ଏନସିିବିର ପଚରାଉଚରା ବେଳେ ଗଞ୍ଜେଇ ସେବନ କରୁଥିବା ନେଇ ମାନିଲେ ।

ମାୟାନଗରୀରେ ହଲଚଲ। ଗିରଫ ହେଲେ କମେଡି କ୍ୱିନ୍ ଭାରତୀ ସିଂ, ଏନସିିବିର ପଚରାଉଚରା ବେଳେ ଗଞ୍ଜେଇ ସେବନ କରୁଥିବା ନେଇ ମାନିଲେ ।
Read More...

ଡାବୁଗାଁ ବ୍ଲକ କୃଷି ପରାମର୍ଶଦାତା କମିଟି ବୈଠକ

ଡାବୁଗାଁ ବ୍ଲକ କୃଷି ପରାମର୍ଶଦାତା କମିଟି ବୈଠକ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଇରାକ ଉପରେ ପୁଣି ଆକ୍ରମଣ;
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell