OdishaStatenews.com Today : 18-May-2021 08:02:44 AM
୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ, ପାରିବାରିକ ସମ୍ପର୍କକୁ ମଜଭୁତ କରନ୍ତୁ ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ ଉପକୂଳ ପ୍ରତି ସତର୍କ ସୂଚନା ଜାରି କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକ୍‌ତେ’ ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି Previous Next ୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ,… ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ… କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା… ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ, ଶେଷ… |

ଡାବୁଗାଁ ବ୍ଲକ କୃଷି ପରାମର୍ଶଦାତା କମିଟି ବୈଠକ

November 21, 2020, ଓଡ଼ିଶା, ନବରଙ୍ଗପୁର,


ଡାବୁଗାଁ ବ୍ଲକ କୃଷି ପରାମର୍ଶଦାତା କମିଟି ବୈଠକ
MIHIR SANKAR PATRA
[ DISTRICT REPORTER NABARANGPUR ]
OdishaStateNews Bureau
November 21, 2020

ନବରଙ୍ଗପୁର-21/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ବ୍ଲକ କୃଷି ପରାମର୍ଶଦାତା (ଆତ୍ମା) କମିଟି ବୈଠକ ଆତ୍ମା ଅଧ୍ୟକ୍ଷ ଏମ୍॰ ବୁଲୁ ରାଓ ଙ୍କ ସଭାପତିତ୍ଵରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷି ବିଭାଗର ଚଳିତ ରବି ରତୁରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଇ-ନାମ ଜରିଆରେ ମକାମାଣ୍ଡି ନିମନ୍ତେ ନାମ ରେଜିଷ୍ଟେସନ କରିବା ଓ ମଣ୍ଡିଆ ମଣ୍ଡି ନିମନ୍ତେ ନାମ ରେଜିଷ୍ଟେସନ ପାଇଁ ସୂଚନା ଦିଆଯାଇଥିଲା । ଏଥିରେ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା ଯଥା - ବ୍ରୟଲର କୁକୁଡା ପାଳନ, ଅଣ୍ଡା ଦିଆ କୁକୁଡା ପାଳନ, ଛେଳି ପାଳନ ଆଦି ଯୋଜନା ଉପରେ ଆଲୋଚନା ହୋଇଥିଲା । ଏଥିରେ ସହକାରୀ କୃଷି ଅଧିକାରୀ ତଥା ଆତ୍ମା ଆବାହକ ଦୁର୍ଯ୍ୟଧନ ଜାନୀ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା॰ ବିଧୂତ ଶେଖର ମିଶ୍ର, ଲ୍ୟାମ୍ପ୍ସ କର୍ମଚାରୀ ହରିବନ୍ଧୁ ମିର୍ଗାନ, ସଭ୍ୟ ଦେବରାଜ ପାତ୍ର, ସତ୍ୟରଞ୍ଜନ ପାତ୍ର, ଡି ରାଜଶେଖର ରାଓ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ । ଏ.ଟି.ଏମ.କେ ଉଦୟ କୁମାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁରୁଷୋତ୍ତମପୁର ଏନ ଏ ସି ରେ ବିଜେପି ତରଫରୁ ମଣ୍ଡଳ ସ୍ତରୀୟ ପ୍ରସ୍ତୁତି ବୈଠକ

ପୁରୁଷୋତ୍ତମପୁର ଏନ ଏ ସି ରେ ବିଜେପି ତରଫରୁ ମଣ୍ଡଳ ସ୍ତରୀୟ ପ୍ରସ୍ତୁତି ବୈଠକ
Read More...

ଦଲାଲଙ୍କ ଦ୍ୱାରା ଠକାମୀ ର ଶିକାର ବହୁ ଟଙ୍କା ଖର୍ଚ୍ଚ କରି ୬୦ ବର୍ଷ ବିଧବା ମହିଳା ପାଇଲେ ନାହିଁ ସରକାରଙ୍କ  ବିଧବା କିମ୍ବା ବୃଦ୍ଧା ପେନସନ ।

ଦଲାଲଙ୍କ ଦ୍ୱାରା ଠକାମୀ ର ଶିକାର ବହୁ ଟଙ୍କା ଖର୍ଚ୍ଚ କରି ୬୦ ବର୍ଷ ବିଧବା ମହିଳା ପାଇଲେ ନାହିଁ ସରକାରଙ୍କ ବିଧବା କିମ୍ବା ବୃଦ୍ଧା ପେନସନ ।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ ବୁଗୁଡା ବ୍ଲକ ଗସ୍ତ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell