OdishaStatenews.com Today : 18-May-2021 06:33:25 AM
୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ, ପାରିବାରିକ ସମ୍ପର୍କକୁ ମଜଭୁତ କରନ୍ତୁ ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ ଉପକୂଳ ପ୍ରତି ସତର୍କ ସୂଚନା ଜାରି କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକ୍‌ତେ’ ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି Previous Next ୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ,… ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ… କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା… ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ, ଶେଷ… |

ଦଲାଲଙ୍କ ଦ୍ୱାରା ଠକାମୀ ର ଶିକାର ବହୁ ଟଙ୍କା ଖର୍ଚ୍ଚ କରି ୬୦ ବର୍ଷ ବିଧବା ମହିଳା ପାଇଲେ ନାହିଁ ସରକାରଙ୍କ ବିଧବା କିମ୍ବା ବୃଦ୍ଧା ପେନସନ ।

November 21, 2020, ଓଡ଼ିଶା, କୋରାପୁଟ,


ଦଲାଲଙ୍କ ଦ୍ୱାରା ଠକାମୀ ର ଶିକାର ବହୁ ଟଙ୍କା ଖର୍ଚ୍ଚ କରି ୬୦ ବର୍ଷ ବିଧବା ମହିଳା ପାଇଲେ ନାହିଁ ସରକାରଙ୍କ  ବିଧବା କିମ୍ବା ବୃଦ୍ଧା ପେନସନ ।
Uttam Nayak
[ Block Reporter Bandhugaon Koraput ]
OdishaStateNews Bureau
November 21, 2020

ବନ୍ଧୁଗାଁ-21/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) କୋରାପୁଟ ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବଡ଼ ସରପଲ୍ଲି ପଞ୍ଚାୟତ ଏସାଡା ଗ୍ରାମର ବିଧବା ମହିଳା ସୁନାମି ପିଡିକା ( ମ) ୬୦ ସ୍ବାମୀ ସମୁଲା ପିଡିକା ,ସାନ ମାଥୁର ଗ୍ରାମରେ କିନ୍ତୁ ରହୁଥିଲେ ଏସାଡ଼ା ଗ୍ରାମରେ ରାଜ୍ୟ ସରକାରଙ୍କ ତରଫରୁ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ମଧ୍ୟ ମିଳିଛି ।ରହିବାକୁ ମିଳିଛି କିନ୍ତୁ ଆଜକୁ ପ୍ରାୟ ୫ ବର୍ଷ ହେଉଛି ସ୍ବାମୀ ମୃତ୍ୟୁ ହୋଇଯାଇଛି।କଣ ଖାଇବି ବୟସ କୁଲି ମଜୁରୀ କାମ କରିବା ପାଇଁ ବାଧା ଦେଉଛି।ଆଜକୁ ପ୍ରାୟ ୩ଥର ସ୍ଥାନୀୟ ଦଳାଲଙ୍କୁ ଟଙ୍କା ଦେଇ ଲେଖିଲି କିନ୍ତୁ ଆମକୁ ବର୍ତ୍ତମାନ ସୁଦ୍ଧା ପେନସନ ସୁବିଧା ସୁଯୋଗ ରୁ ବଞ୍ଚିତ କରାଯାଇଛି ।ସେ ଗଣମାଧ୍ୟମ ପ୍ରତିନିଧି ଆମକୁ ଦେଖି ବହୁ ଦୁଃଖରେ ନିଜର ପେନସନ ମିଲୁ ନ ଥିବା ଜଣାଇଥିଲେ ।ଦଲାଲ ମାନେ ଟଙ୍କା ଖାଉଛନ୍ତି କାହାକୁ କହିବି ଜାଣିବାକୁ ପାରୁନାହିଁ । ଆପଣ ମାନେ ଗୁହାରି ଶୁଣନ୍ତୁ ଏହି ବିଷୟକୁ ନେଇ ବିଡ଼ିଓ ଶ୍ରୀ ରଜନୀ କାନ୍ତ ଦାସ ଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବା ପରେ ତାଙ୍କୁ ଲେଖି ଆଣିଲେ ପେନସନ ସୁବିଧା କରିଦେବାକୁ କହିଛନ୍ତି ।ରାଜ୍ୟ ସରକାର ଏହି ପରି ବୟସ୍କା ବୃଦ୍ଧା ଙ୍କୁ ପେନସନ ମିଳିବ ସେଥି ପ୍ରତି ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେବାକୁ ସାଧାରଣ ଗ୍ରାମବାସୀ ଅନୁରୋଧ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡାବୁଗାଁ ବ୍ଲକ କୃଷି ପରାମର୍ଶଦାତା କମିଟି ବୈଠକ

ଡାବୁଗାଁ ବ୍ଲକ କୃଷି ପରାମର୍ଶଦାତା କମିଟି ବୈଠକ
Read More...

ନୂଆଗଡ ବ୍ଲକ ଅନ୍ତର୍ଗତ ବିମାନପୂର ଗ୍ରାମ ଜଙ୍ଗଲରେ ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଚାଷ କୁ ପୋଡି ନଷ୍ଟ କରାଗଲା

ନୂଆଗଡ ବ୍ଲକ ଅନ୍ତର୍ଗତ ବିମାନପୂର ଗ୍ରାମ ଜଙ୍ଗଲରେ ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଚାଷ କୁ ପୋଡି ନଷ୍ଟ କରାଗଲା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଦାୟିତ୍ଵରୁ ନିବୃତ୍ତ ହେଲେ କୋଦଳା ଏନଏସି ଅଧିକାରୀ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell