OdishaStatenews.com Today : 26-Nov-2020 20:57:46 PM
୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡ଼ାକରା… | ଜଗାକୁ ଛାଡ଼ି ଚାଲିଗଲା କାଳିଆ, SCBରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ | ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଲେ ୧୮ଟିକିଆ ହାତୀପଲ | ମାଡ଼ି ଆସୁଛି ବାତ୍ୟା ନିଭାର ! ଉପକୂଳରେ ୩୦ ପ୍ଲାଟୁନ୍‌ NDRF, ସରକାରଙ୍କ ଛୁଟି ଘୋଷଣା | ରାଜରାସ୍ତାକୁ ଓହ୍ଲାଇବ ଶ୍ରମିକ ସଙ୍ଗଠନ, ହାତ ବଢାଇଲା କଂଗ୍ରେସ, ବିଜେପି କରିବ ସମ୍ୱିଧାନ ବଞ୍ଚାଅ କାର୍ଯ୍ୟକ୍ରମ… | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ନୂଆଗଡ ବ୍ଲକ ଅନ୍ତର୍ଗତ ବିମାନପୂର ଗ୍ରାମ ଜଙ୍ଗଲରେ ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଚାଷ କୁ ପୋଡି ନଷ୍ଟ କରାଗଲା

November 21, 2020, ଓଡ଼ିଶା, ଗଜପତି,


ନୂଆଗଡ ବ୍ଲକ ଅନ୍ତର୍ଗତ ବିମାନପୂର ଗ୍ରାମ ଜଙ୍ଗଲରେ ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଚାଷ କୁ ପୋଡି ନଷ୍ଟ କରାଗଲା
:Goruda Dhwaja choudhury
[ GAJAPATI DISTIRCT REPORTER ]
OdishaStateNews Bureau
November 21, 2020

ପାରଳାଖେମୁଣ୍ଡି-20/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଗଜପତି ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ କିରମା ପଞ୍ଚାୟତ ର ବିମାନପୂର ଗ୍ରାମ ଜଙ୍ଗଲରେ ବେଆଇନ ଭାବେ କରାଯାଇଥିବା ଚାଷକୁ ପୋଡି ନଷ୍ଟ କରାଯାଇଥିଲା ବୋଲି ଆର. ୟୁଦୟଗିରି ଥାନାଧିକରୀ ମମତା ନାୟକ
ସୁଚନା ଦେଇଛନ୍ତି l ନୂଆଗଡ ବ୍ଲକ କୀରମା ପଂଚାୟତର ବିମାନପୂର ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୫୧ ଏକର ଜମିରେ ବେଆଇନ ଭାବେ ଚାଷ କରାଯାଇଥିବା ୧ଲକ୍ଷ୨ ହଜାର ୭୬୦ଟି ଗଞ୍ଜେଇ ଗଛକୁ ପଡ଼ି ନଷ୍ଟ କରାଯାଇଥିଲା l ଯାହାର ଆନୁମାନିକ ମୂଲ୍ୟ ବଜାର ମୂଲ୍ୟ ୧୦ କୋଟି ୨୬ ଲକ୍ଷ ହେବ ବୋଲି ଜଣା ପଡ଼ିଛି l ଏ ନେଇ ଆର ଉଦୟଗିରି ଥାନାରେ କେସ ନମ୍ୱର୧୦୦/୨୦୨୦ ଏନ୍ ଡି ପି ଏସ ଆକ୍ଟ ରେ ଧାରା ୨୦(କ)(l) ରେ ମାମଲା ରୁଜ୍ଜୁ ହୋଇଛି l ଏହି ଚଢ଼ାଉରେ ଅନ୍ୟ ମାନଙ୍କ ମଧ୍ୟରେ ରାଜସ୍ଵ ଓ ବନ ବିଭାଗର କର୍ମଚାରୀ ମାନେ ଭାଗ ନେଇଥିଲେ l ନୂଆଗଡ ତହସିଲ ର ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦଲାଲଙ୍କ ଦ୍ୱାରା ଠକାମୀ ର ଶିକାର ବହୁ ଟଙ୍କା ଖର୍ଚ୍ଚ କରି ୬୦ ବର୍ଷ ବିଧବା ମହିଳା ପାଇଲେ ନାହିଁ ସରକାରଙ୍କ  ବିଧବା କିମ୍ବା ବୃଦ୍ଧା ପେନସନ ।

ଦଲାଲଙ୍କ ଦ୍ୱାରା ଠକାମୀ ର ଶିକାର ବହୁ ଟଙ୍କା ଖର୍ଚ୍ଚ କରି ୬୦ ବର୍ଷ ବିଧବା ମହିଳା ପାଇଲେ ନାହିଁ ସରକାରଙ୍କ ବିଧବା କିମ୍ବା ବୃଦ୍ଧା ପେନସନ ।
Read More...

ଶନିଶ୍ଚର ମହାଗ୍ରହଙ୍କ ରତ୍ନମୁଦ ସକାଶେ ପ୍ରସ୍ତୁତି ବୈଠକ

ଶନିଶ୍ଚର ମହାଗ୍ରହଙ୍କ ରତ୍ନମୁଦ ସକାଶେ ପ୍ରସ୍ତୁତି ବୈଠକ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଗଜପତି ଜିଲ୍ଲାରେ ଆଉ ୨୯କରନା ଆକ୍ରାନ୍ତ ଚିହ୍ନଟ ହେବ ପରେ ଆକ୍ରାନ୍ତ ସଂଖ୍ୟା ବଢ଼ି ୩୮୪ରେ ପହଞ୍ଚିଛି
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell