OdishaStatenews.com Today : 26-Nov-2020 20:24:22 PM
୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡ଼ାକରା… | ଜଗାକୁ ଛାଡ଼ି ଚାଲିଗଲା କାଳିଆ, SCBରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ | ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଲେ ୧୮ଟିକିଆ ହାତୀପଲ | ମାଡ଼ି ଆସୁଛି ବାତ୍ୟା ନିଭାର ! ଉପକୂଳରେ ୩୦ ପ୍ଲାଟୁନ୍‌ NDRF, ସରକାରଙ୍କ ଛୁଟି ଘୋଷଣା | ରାଜରାସ୍ତାକୁ ଓହ୍ଲାଇବ ଶ୍ରମିକ ସଙ୍ଗଠନ, ହାତ ବଢାଇଲା କଂଗ୍ରେସ, ବିଜେପି କରିବ ସମ୍ୱିଧାନ ବଞ୍ଚାଅ କାର୍ଯ୍ୟକ୍ରମ… | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଶନିଶ୍ଚର ମହାଗ୍ରହଙ୍କ ରତ୍ନମୁଦ ସକାଶେ ପ୍ରସ୍ତୁତି ବୈଠକ

November 21, 2020, ଓଡ଼ିଶା, ଗଞ୍ଜାମ,


ଶନିଶ୍ଚର ମହାଗ୍ରହଙ୍କ ରତ୍ନମୁଦ ସକାଶେ ପ୍ରସ୍ତୁତି ବୈଠକ
BHAGABAN PADHY
[ Beguniapoda block REPORTER ]
OdishaStateNews Bureau
November 21, 2020

ବେଗୁନିଆପଡା-20/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଗଞ୍ଜାମ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତ ର ବାଲିବଣ ଠାରେ ଶ୍ରୀ ଶ୍ରୀ ଶ୍ରୀ ଶନିଶ୍ଚର ମହାଗ୍ରହଙ୍କ ମନ୍ଦିର ରତ୍ନମୁଦ ହେବା ସକାଶେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଶରତ ଚନ୍ଦ୍ର ପାଣ୍ଡୀ ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମରେ ପାଞ୍ଚ ଖଣ୍ଡ ପଞ୍ଚାୟତ ରୁ ପ୍ରତିନିଧି ଯୋଗ ଦେଇ ଆଗାମୀ ଡ଼ିସେମ୍ବର ଏଗାର ତାରିଖ ଦିନ ମନ୍ଦିର ର ରତ୍ନମୁଦ ସକାଶେ ସବିଶେଷ ଆଲୋଚନା କରିଥିଲେ | ବ୍ରାହ୍ମଣ ଙ୍କୁ ନିମନ୍ତ୍ରଣ, ଅତିଥି ନିମନ୍ତ୍ରଣ ଓ ମନ୍ଦିର ର ଅଗ୍ରଗତି ସମ୍ବନ୍ଧେ ଆଲୋଚନା ହୋଇଥିଲା | ନାରାୟଣ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକ ରେ ବିନୋଦ ଜେନା, ମୁନା ନାୟକ, ଗୌରୀ ଶଙ୍କର ଜେନା, ସୁରେନ୍ଦ୍ର ପରିଡା,ଗୌରୀ ଶଙ୍କର ଜେନା, ପ୍ରଶାନ୍ତ କୁମାର ମହାନ୍ତି, ମୋଚିରାମ ସେଠି, ତ୍ରିନାଥ ନାୟକ, ପୁର୍ଣ ଚନ୍ଦ୍ର ପ୍ରଧାନ, ବିଜୁଳି ଡାଙ୍ଗୁଆ, ଶିବ ପ୍ରସାଦ, ରବୀନ୍ଦ୍ର ମହାନ୍ତି, କେଦାର ନାଥ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ |




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୂଆଗଡ ବ୍ଲକ ଅନ୍ତର୍ଗତ ବିମାନପୂର ଗ୍ରାମ ଜଙ୍ଗଲରେ ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଚାଷ କୁ ପୋଡି ନଷ୍ଟ କରାଗଲା

ନୂଆଗଡ ବ୍ଲକ ଅନ୍ତର୍ଗତ ବିମାନପୂର ଗ୍ରାମ ଜଙ୍ଗଲରେ ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଚାଷ କୁ ପୋଡି ନଷ୍ଟ କରାଗଲା
Read More...

ଓଡ଼ିଆ ପୁଅ ତଥା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଅନ୍ତର୍ଜାତୀୟ ପ୍ରତିଷ୍ଠାନରେ ମିଳିଲା ନୂଆ ଦାୟିତ୍ୱ ଜାଣନ୍ତୁ କ’ଣ ?

ଓଡ଼ିଆ ପୁଅ ତଥା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଅନ୍ତର୍ଜାତୀୟ ପ୍ରତିଷ୍ଠାନରେ ମିଳିଲା ନୂଆ ଦାୟିତ୍ୱ ଜାଣନ୍ତୁ କ’ଣ ?
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଗାଁ ଦାଣ୍ଡରେ ଅଜଗର
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell