OdishaStatenews.com Today : 18-May-2021 06:09:53 AM
୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ, ପାରିବାରିକ ସମ୍ପର୍କକୁ ମଜଭୁତ କରନ୍ତୁ ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ ଉପକୂଳ ପ୍ରତି ସତର୍କ ସୂଚନା ଜାରି କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକ୍‌ତେ’ ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି Previous Next ୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ,… ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ… କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା… ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ, ଶେଷ… |

ଭୋଟର ତାଲିକା ସଂଶୋଧନ ପାଇଁ ଚିଠା ଭୋଟର ତାଲିକା ପ୍ରକାଶ

November 21, 2020, ଓଡ଼ିଶା, କୋରାପୁଟ,


ଭୋଟର ତାଲିକା ସଂଶୋଧନ ପାଇଁ ଚିଠା ଭୋଟର ତାଲିକା ପ୍ରକାଶ
BHANU PRATAP NAYAK
[ Bureau chief Undivided Koraput District ]
OdishaStateNews Bureau
November 21, 2020

କୋରାପୁଟ-20/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ସାରା ରାଜ୍ୟ ରେ ଭୋଟର ତାଲିକା ସଂଶୋଧନ ପାଇଁ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବା ବେଳେ ଜୟପୁର ଉପଜିଲ୍ଲାପାଳ ତଥା ନିର୍ଵାଚନ ପଞ୍ଜିକରଣ ଅଧିକାରୀ 2021 ମସିହା ପାଇଁ ସ୍ୱତନ୍ତ୍ର ଓ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପାଇଁ ବିଜ୍ଞାପନ ଜାରି କରିଛନ୍ତି, 142 କୋଟପାଡ଼ ନିର୍ବାଚନ ମଣ୍ଡଳୀ ତଥା 143 ଜୟପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ବୁଥ ର ଚିଠା ଭୋଟର ତାଲିକା ପ୍ରତ୍ୟେକ ବୁଥ ସ୍ତର , ଅତିରିକ୍ତ ନିର୍ଵାଚନ ପଞ୍ଜିକରଣ ଅଧିକାରୀ ଏବଂ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରକାଶ କରାଯାଇଛି , ଉକ୍ତ ଚିଠି ଭୋଟର ତାଲିକା ନୂତନ ଭାବେ ନାମ ପଞ୍ଜିକରଣ ପାଇଁ ଫର୍ମ ନଂ 06/06 (କ) , ନାମ ବାଦ ଦେବା ପାଇଁ ଫର୍ମ ନଂ 07, ତ୍ରୁଟି ସଂଶୋଧନ କରିବା ନିମନ୍ତେ ଫର୍ମ ନଂ 08 ଏବଂ ସଂପୃକ୍ତ ବିଧାନସଭା ମଣ୍ଡଳୀ ରେ ସ୍ଥାନ ପରିବର୍ତ୍ତନ କରିବା ପାଇଁ ପୋର୍ମ ନଂ 8 (କ) ଏବଂ ଦୋହର ଫୋଟ ପରିଚୟ ପତ୍ର ନିମନ୍ତେ 001 ରେ ନିଜ ନିଜ ଅଞ୍ଚଳ ର ବୁଥ ସ୍ତରୀୟ ଅଧିକାରୀ (BLO) ଙ୍କ ନିକଟ ରେ ତା 16.11.2020 ଠାରୁ 15.12.2020 ରିଖ ମଧ୍ୟ ରେ ଆବେଦନ ଦାଖଲ କରି ପାରିବେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଆ ପୁଅ ତଥା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଅନ୍ତର୍ଜାତୀୟ ପ୍ରତିଷ୍ଠାନରେ ମିଳିଲା ନୂଆ ଦାୟିତ୍ୱ ଜାଣନ୍ତୁ କ’ଣ ?

ଓଡ଼ିଆ ପୁଅ ତଥା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଅନ୍ତର୍ଜାତୀୟ ପ୍ରତିଷ୍ଠାନରେ ମିଳିଲା ନୂଆ ଦାୟିତ୍ୱ ଜାଣନ୍ତୁ କ’ଣ ?
Read More...

ଆନ୍ଧ୍ର ଓଡିଶା ସୀମା ବିବାଦ। ସରକାରଙ୍କ ଉଦାସୀନତା ଉପରେ ପ୍ରଶ୍ନ ଉଠାଇଲେ ତାରା

ଆନ୍ଧ୍ର ଓଡିଶା ସୀମା ବିବାଦ। ସରକାରଙ୍କ ଉଦାସୀନତା ଉପରେ ପ୍ରଶ୍ନ ଉଠାଇଲେ ତାରା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଥାଲାସେମିଆ ରୋଗୀଙ୍କୁ ସହାୟତାର ହାତ ବଢାଇଲେ ଯୁବନେତା ଅଭିଷେକ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell