OdishaStatenews.com Today : 26-Nov-2020 20:44:12 PM
୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡ଼ାକରା… | ଜଗାକୁ ଛାଡ଼ି ଚାଲିଗଲା କାଳିଆ, SCBରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ | ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଲେ ୧୮ଟିକିଆ ହାତୀପଲ | ମାଡ଼ି ଆସୁଛି ବାତ୍ୟା ନିଭାର ! ଉପକୂଳରେ ୩୦ ପ୍ଲାଟୁନ୍‌ NDRF, ସରକାରଙ୍କ ଛୁଟି ଘୋଷଣା | ରାଜରାସ୍ତାକୁ ଓହ୍ଲାଇବ ଶ୍ରମିକ ସଙ୍ଗଠନ, ହାତ ବଢାଇଲା କଂଗ୍ରେସ, ବିଜେପି କରିବ ସମ୍ୱିଧାନ ବଞ୍ଚାଅ କାର୍ଯ୍ୟକ୍ରମ… | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଆନ୍ଧ୍ର ଓଡିଶା ସୀମା ବିବାଦ। ସରକାରଙ୍କ ଉଦାସୀନତା ଉପରେ ପ୍ରଶ୍ନ ଉଠାଇଲେ ତାରା

November 21, 2020, ଓଡ଼ିଶା, କୋରାପୁଟ,


ଆନ୍ଧ୍ର ଓଡିଶା ସୀମା ବିବାଦ। ସରକାରଙ୍କ ଉଦାସୀନତା ଉପରେ ପ୍ରଶ୍ନ ଉଠାଇଲେ ତାରା
BHANU PRATAP NAYAK
[ Bureau chief Undivided Koraput District ]
OdishaStateNews Bureau
November 21, 2020

କୋରାପୁଟ-20/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଓଡିଶା ଆନ୍ଧ୍ର ସୀମା ବିବାଦ ଭଳି ଗୁରତ୍ୱପୂର୍ଣ ପ୍ରସଙ୍ଗ ଉପରେ ସରକାର ଗୁରୁତ୍ୱ ଦେଉନଥିବା କହିଛନ୍ତି ଜୟପୁର ବିଧାୟକ ତାରା। ସୀମା ବିବାଦର ସମାଧାନ ଜିଲ୍ଲା ପ୍ରଶାସନ ଦ୍ୱାରା କେବେବି ସମ୍ଭବ ନୁହେଁ। ତୁରନ୍ତ ରାଜ୍ୟ ସରକାର କିମ୍ଵା ମୁଖ୍ୟ ଶାସନ ସଚିବ ଏଥିରେ ହସ୍ତକ୍ଷେପ କରନ୍ତୁ। ବିଧାନ ସଭାର ସିତ ଅଧିବେଶନର ପ୍ରଥମ ଦିନହିଁ କଂଗ୍ରେସ ଏହି ପ୍ରସଙ୍ଗ ଉଠେଇବ। ପ୍ରଥମେ ନାରାୟଣପାଟଣା, କୋଟିଆ


ଓ ବର୍ତ୍ତମାନ ପଟାଙ୍ଗି ବ୍ଲକର ସମ୍ବାଇରେ ଆନ୍ଧ୍ରର ଅନୁପ୍ରବେଶକୁ ବରଦାସ୍ତ କରାଜୀବ ନାହି। ସୂଚନା ଥାଉକି କିଛିଦିନ ତଳେ ନାରାୟଣପାଟଣା ବ୍ଲକର ଲାଙ୍ଗଳବେଡା ଗ୍ରାମରେ ପଟ୍ଟା ବାଣ୍ଟିବା ସହ ଗତ ଆଠ ଦିନ ହେବ ସମ୍ବାଇରେ ଆନ୍ଧ୍ର ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଏପଟେ କୋଟିଆର ତଳ ଗଂଜେଇପଦରରେ ପୁଣି ପୋଖରୀ ଖୋଳା ଆରମ୍ଭ କରିଦେଛି। ଓଡିଶା ସରକାର ସମୟ ଥାଉ ଥାଉ ଯଦି ଏହାର ସମାଧାନ ନ କରନ୍ତି ତାହେଲେ ଏଥିପାଇଁ ଯଦି କୌଣସି ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୁଏ ସେଥିପାଇଁ ସରକାର ସମ୍ପୂର୍ଣ ଦାଇ ରହିବେ ବୋଲି ତାରା କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୋଟର ତାଲିକା ସଂଶୋଧନ ପାଇଁ ଚିଠା ଭୋଟର ତାଲିକା ପ୍ରକାଶ

ଭୋଟର ତାଲିକା ସଂଶୋଧନ ପାଇଁ ଚିଠା ଭୋଟର ତାଲିକା ପ୍ରକାଶ
Read More...

ଜାଣନ୍ତୁ ଆଜି କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଏହି ଶନିବାର

ଜାଣନ୍ତୁ ଆଜି କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଏହି ଶନିବାର
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଅନ୍ତରୀକ୍ଷରେ ମହାକାଶଚାରୀ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell