OdishaStatenews.com Today : 21-Jan-2021 15:54:02 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ଛତ୍ରପୁର ମାଟିଖାଲ ସ୍ଥିତ ଭାରତ ସରକାରଙ୍କ ଆଇ .ଆର .ଇ .ଏଲ. ତରଫରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଦେବଦେଳା ଓ ଜୀବା ଗ୍ରାମ ପଞ୍ଚାୟତରେ କୋଭିଡ- ୧୯ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

November 15, 2020, ଓଡ଼ିଶା, ଗଜପତି,


ଛତ୍ରପୁର ମାଟିଖାଲ ସ୍ଥିତ ଭାରତ ସରକାରଙ୍କ ଆଇ .ଆର .ଇ .ଏଲ. ତରଫରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଦେବଦେଳା ଓ ଜୀବା ଗ୍ରାମ ପଞ୍ଚାୟତରେ କୋଭିଡ- ୧୯ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
:Goruda Dhwaja choudhury
[ GAJAPATI DISTIRCT REPORTER ]
OdishaStateNews Bureau
November 15, 2020

ପାରଳାଖେମୁଣ୍ଡି-15/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଭାରତ ସରକାରଙ୍କ" କୋଭିଡ-୧୯ ଜନ ଅନ୍ଧୋଳନ"ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ମlଟିଖାଲ ଠାରେ ଥିବା ଆଇ ଆର ଇ ଏଲ ଇଣ୍ଡିଆ ଲିମିଟେଡ ଦ୍ୱାରା ଏକ ଜନ ଜାଗୃତି କାର୍ଯ୍ୟକ୍ରମ ଗଜପତି ଜିଲ୍ଲାରେ ଆରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ: ପି. କେ ପାତ୍ର ଉଦଘାଟନ କରିଥିଲେ l ଜିଲ୍ଲା ପ୍ରୋଗ୍ରାମିଙ୍ଗ ଅଧିକାରୀ ଶ୍ରୀମତୀ ସୌମ୍ୟା ରାଣୀ ଗୌଡ, ଏ ଡି ଏମ୍ ଓ (ପି.ଏଚ୍) ଶ୍ରୀ ନେତ୍ରାନନ୍ଦ ଶତପଥୀ, ଆଇ ଆର ଇ ଏଲ ଈ ଇଣ୍ଡିଆ ଲିମିଟେଡ ର ଓସ୍କ୍lମ୍ ୟୁନିଟ୍ ତରଫରୁ ମେନେଜର (ଇଷ୍ଟ )ସୁଜିତ କୁମାର ମିଶ୍ର ଓ ସୁରେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l
ପରବର୍ତ୍ତୀ ସମୟରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଦେବଦଳା ଓ ଜିବା ପଂଚାୟତରେ ଭାରତ ସରକାରଙ୍କ "କୋଭିଡ-୧୯ ଜନ ଆନ୍ଧଳନ"କାର୍ଯକ୍ରମ ଅନୁଷ୍ଠିତ ହୋଇଥଲା ଏହି ଦୁଇଟି ପଞ୍ଚାୟତର ଜନସାଧାରଣ ମାନଙ୍କୁ କୋଭିଡ ଭଳି ମହାମାରୀ ରଗୋରୁ ନିଜକୁ ଦୂରେଇ ରଖିବା ପାଇଁ ସଦା ବେଳେ ହାତକୁ ସଫା ରଖିବା ମାସ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା,ସାଣ୍ଟାଇଜ କରିବା ସହ ଜନଗହଳପୂର୍ଣ୍ଣ ଠାରୁ ନିଜକୁ ଦୂରେଇ ରଖିବା ପାଇଁ କହି ଥିଲେ l ପରିଶେଷରେ ଭାରତ ସରକାରଙ୍କ ଆଇ ଆର ଇ ଏଲ ଇଣ୍ଡିଆ ଲିମିଟେଡ ଓସ୍କାମ୍ ୟୁନିଟ୍ ପକ୍ଷରୁ ମାସ୍କ ବଣ୍ଟନ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମକୁ ଆଇ ଆର ଇ ଏଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ସୁରେଶ ସାହୁ ଓ ସୁଜିତ କୁମାର ମିଶ୍ର ପରିଚାଳନା କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ କଟକଣ ଭିତରେ କାଳୀ ପୂଜା

କୋଭିଡ କଟକଣ ଭିତରେ କାଳୀ ପୂଜା
Read More...

ରାମସେତୁ’ ଶୀର୍ଷକରେ ସିନେମା ଘୋଷଣା କଲେ ଅକ୍ଷୟ କୁମାର

ରାମସେତୁ’ ଶୀର୍ଷକରେ ସିନେମା ଘୋଷଣା କଲେ ଅକ୍ଷୟ କୁମାର
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଅସହାୟ 4 ପିଲାମାନଙ୍କ ପାଖରେ ପହଁଞ୍ଚିଲେ ସାଂସଦ ରମେଶ ମାଝୀ, କିସ୍ ରେ ପାଠ ପଡ଼ିବା ଏବଂ ସରକାରୀ ସୁବିଧା ଦେବା ପ୍ରତିଶୃତି ଦେଲେ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell