ଗରଦପୁର-15/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) କେନ୍ଦ୍ରାପଡା ଆଲୋକର ପର୍ବ ଦୀପାବଳି ରେ ପ୍ରତ୍ୟକ୍ ବର୍ଷ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍ ର ସମସ୍ତ ପଞ୍ଚାୟତ ରେ ଘରେ ଘରେ ଦୀପାବଳି ପାଳନ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ କରୋନା କଟକଣା କୁ ଆଖି ଆଗରେ ରଖୀ ବ୍ଲକ୍ ବାସି ବାଣ ନ ଫୁଟାଇ କେବଳ ଦୀପ ଚାଳିବା ସହିତ କରୋନା କଟକଣା କୁ ମାନି ଆଜିର ଦୀପାବଳି ପର୍ବକୁ ପରିବେଷ ର ସନ୍ତୁଳନ ରକ୍ଷ୍ୟ କରି ସାନ୍ତି ସୃଙ୍କଳା ସହିତ ଦୀପାବଳି ପର୍ବ କୁ ସମାପନ କରିଛନ୍ତି ।
ରାମସେତୁ’ ଶୀର୍ଷକରେ ସିନେମା ଘୋଷଣା କଲେ ଅକ୍ଷୟ କୁମାର
Read More...
ପିଇବା ପାଇଁ ପାଣି ନାହିଁ କି ଯିବା ଆସିବା ପାଇଁ ରାସ୍ତା ଟିଏ ମଧ୍ୟ ନାହିଁ।
Read More...