OdishaStatenews.com Today : 26-Nov-2020 21:30:07 PM
୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡ଼ାକରା… | ଜଗାକୁ ଛାଡ଼ି ଚାଲିଗଲା କାଳିଆ, SCBରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ | ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଲେ ୧୮ଟିକିଆ ହାତୀପଲ | ମାଡ଼ି ଆସୁଛି ବାତ୍ୟା ନିଭାର ! ଉପକୂଳରେ ୩୦ ପ୍ଲାଟୁନ୍‌ NDRF, ସରକାରଙ୍କ ଛୁଟି ଘୋଷଣା | ରାଜରାସ୍ତାକୁ ଓହ୍ଲାଇବ ଶ୍ରମିକ ସଙ୍ଗଠନ, ହାତ ବଢାଇଲା କଂଗ୍ରେସ, ବିଜେପି କରିବ ସମ୍ୱିଧାନ ବଞ୍ଚାଅ କାର୍ଯ୍ୟକ୍ରମ… | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଇଲେଭେନ୍ ଷ୍ଟାର କ୍ଲବ ପରିସରରେ କମ୍ୟୁନିଷ୍ଟ ଆନ୍ଦୋଳନର ଶତ ବାର୍ଷିକ ଉତ୍ସବ ପାଳିତ.

October 18, 2020, ଓଡ଼ିଶା, ନୟାଗଡ଼,


ଇଲେଭେନ୍ ଷ୍ଟାର କ୍ଲବ ପରିସରରେ କମ୍ୟୁନିଷ୍ଟ ଆନ୍ଦୋଳନର ଶତ ବାର୍ଷିକ ଉତ୍ସବ ପାଳିତ.
Chinmaya Ku Pradhan
[ District Reporter Nayagarh ]
OdishaStateNews Bureau
October 18, 2020

ନୟାଗଡ଼-18/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ଦଶପଲ୍ଲା ସହରରେ ଥିବା ଇଲେଭେନ୍ ଷ୍ଟାର କ୍ଲବ ପରିସରରେ କମ୍ୟୁନିଷ୍ଟ ଆନ୍ଦୋଳନର ଶତ ବାର୍ଷିକ ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିୁତ ହୋଇଯାଇଛି । ବର୍ଷିୟାନ କମ୍ୟୁନିଷ୍ଟ କର୍ମୀ ପୁରସ୍ତମ ମଳିକ ପତାକା ଉତ୍ତୋଳନ କରି ଶହେ ବର୍ଷ ମଧ୍ୟରେ କମ୍ୟୁନିଷ୍ଟ ଆନ୍ଦୋଳନରେ ଶହୀଦ ହୋଇଥିବା ସାଥିମାନଙ୍କ ଉତ୍ତେଶ୍ୟରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଆଦିବାସୀ ନେତା ଲକ୍ଷ୍ମଣ ଜାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ସଭାରେ ସିପିଆଇ(ଏମ୍‌) ଆଂଚଳିକ କମିଟି ସଂପାଦକ ଗଣେଶ୍ୱର ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ସଂପାଦକ କମ୍ରେଡ୍ ଶରତ ଚନ୍ଦ୍ର ବେହେରା ୧୯୨୦ ମସିହାଠାରୁ ୨୦୨୦ ମସିହା ପର୍ଯ୍ୟନ୍ତ ଦୀର୍ଘ ଶହେ ବର୍ଷର ଗୈାରବ ମୟ ଇତିହାସ ସଂମ୍ପର୍କରେ ଆଲୋଚନା କରିଥିଲେ । ୧୯୨୦ ମସିହା ଅକ୍ଟୋମ୍ବର ୧୭ ତାରିଖ ଦିନ ସାମ୍ରାଜ୍ୟବାଦ ଓ ଉପନିଶେଦ ବାଦ ବିରୁଦ୍ଧରେ ଲଢ଼େଇ କରିବା ସହିତ ଭାରତ ବର୍ଷକୁ ବ୍ରିଟିସ୍ କବଳରୁ ମୁକ୍ତ କରିବା ସହ ଦେଶକୁ ପୁଂଜିବାଦ, ଜମିଦାରୀ ଶୋଷଣରୁ ମୁକ୍ତ, ସାମାଜିକ ବୈଷମ୍ୟ ଦୂର କରିବା ଓ ଦେଶରେ ସମାଜ ବାଦ ଗଢ଼ି ତୋଳିବା ନିମନ୍ତେ କମ୍ୟୁନିଷ୍ଟ ପାର୍ଟି ଗଠନ କରାଯାଇଥିବା ଆଜିର ବୈଠକରେ ଆଲୋଚନା ହୋଇଯାଇଛି । ଦେଶରୁ ବ୍ରିଟିସ୍ ହଟି ଯାଇଥିଲେ ବି ଆଜି ଆମେ ଅର୍ଥନୈତିକ ସ୍ୱାଧିନତା ଓ ସାମାଜିକ ବୈଷମ୍ୟକୁ ଦୂର କରି ପାରିନେ ବୋଲି ମତ ବ୍ୟକ୍ତ କରାଯାଇଛି । ଏଣୁ ଦେଶରୁ ଏହି ପ୍ରଥାକୁ ଦୂର କରିବାକୁ କମ୍ୟୁନିଷ୍ଟମାନଙ୍କ ଆଜି ଆହ୍ୱାନ ଦେବାକୁ ହେବ ବୋଲି ମତ ପ୍ରକାଶ ପାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାଣନ୍ତୁ ଆଜି କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଏହି ରବିବାର

ଜାଣନ୍ତୁ ଆଜି କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଏହି ରବିବାର
Read More...

ଦୁର୍ଗମ ଆଦିବାସୀ ଅଞ୍ଚଳ ର ଆରତୀଙ୍କୁ ମିଳିଲା କିସ୍ ରେ ସୁଯୋଗ

ଦୁର୍ଗମ ଆଦିବାସୀ ଅଞ୍ଚଳ ର ଆରତୀଙ୍କୁ ମିଳିଲା କିସ୍ ରେ ସୁଯୋଗ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଆଜି ୦୮ ଅଗଷ୍ଟ ଶନିବାର :ଜାଣନ୍ତୁ କଣ ରହିଛି ଆପଣଙ୍କର ରାଶିଫଳ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell