OdishaStatenews.com Today : 29-Oct-2020 12:45:56 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଗଜପତି ଜିଲ୍ଲାର ଜାଣେ ପ୍ରଖ୍ୟାତ ନାଟ୍ୟକାର ଓ ନିର୍ଦ୍ଦେଶକ, କ୍ରିଏଟିଭ ଅର୍ଟସ୍ ର ପ୍ରତିଷ୍ଠାତା ଶିକ୍ଷକ ପ୍ରବୀଣ ପଣ୍ଡା ଙ୍କ ବିୟୋଗରେ ବିିଭିନ୍ନ ମହଲୋରେ ଶୋକ

October 17, 2020, ଓଡ଼ିଶା, ଗଜପତି,


ଗଜପତି ଜିଲ୍ଲାର ଜାଣେ ପ୍ରଖ୍ୟାତ ନାଟ୍ୟକାର ଓ ନିର୍ଦ୍ଦେଶକ, କ୍ରିଏଟିଭ ଅର୍ଟସ୍ ର ପ୍ରତିଷ୍ଠାତା ଶିକ୍ଷକ ପ୍ରବୀଣ ପଣ୍ଡା ଙ୍କ ବିୟୋଗରେ ବିିଭିନ୍ନ ମହଲୋରେ ଶୋକ
:Goruda Dhwaja choudhury
[ GAJAPATI DISTIRCT REPORTER ]
OdishaStateNews Bureau
October 17, 2020

ପାରଳାଖେମୁଣ୍ଡି-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ପାରଳାଖେମୁଣ୍ଡି ତଥା ଦକ୍ଷିଣ ଓଡ଼ିଶା ର ଜଣେ ପୋଖତ୍ ନାଟୁଆ ନାଟ୍ୟକାର ନିର୍ଦ୍ଦେଶକ ତଥା କ୍ରିଏଟିଭ ଆର୍ଟସ୍ ର ପ୍ରତିଷ୍ଠାତା ସଭ୍ୟ ପ୍ରବୀଣ ପଣ୍ଡା ଆଜି ଆମ ଗହଣ ରେ ଆଉ ନାହାନ୍ତି, ପାରଳା ନାଟ୍ୟ ପ୍ରେମୀ ଙ୍କ ପାଇଁ ଏକ ମର୍ମାହତ ଖବର। ପ୍ରବୀଣ ପଣ୍ଡାଙ୍କ ବୀୟଗୋରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ କେ. ନାରାୟଣ ରାଓ, ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବରିଷ୍ଠ ବିଜେଡ ନେତା ବସନ୍ତ ଦାସ, ପୂର୍ବତନ ନଗରପାଳ, ନୃସିଂହ ଚରଣ ପଟ୍ଟନାୟକ, ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ସଂପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମି ରଞ୍ଜନ ମିଶ୍ର, ଶିଶିର ଗୌଡ, କୃଷ୍ଣ କୁମାର ବେହେରା, ସୁଜିତ ବିଷୋୟୀ, ସୋରଜ ବୀର, ସିତାନlଥ ପଣ୍ଡା ବିବେକାନନ୍ଦ ବେହେରା, ରମେଶ ଚନ୍ଦ୍ର ପାତ୍ର, ପୂର୍ବତନ କାଉନସିଲର ବିଭୂତି ନାୟକ, ତ୍ରିପତି ପାତ୍ର, ବିଷ୍ଣୁ ପାଢି, ନାଟ୍ୟକାର ପ୍ରଦିପ୍ତ ପଟ୍ଟନାୟକ, ରମେଶ ଚୌଧୁରୀ, ଦେବେନ୍ଦ୍ର ଦାସ, ସାମ୍ବାଦିକ ରୁପେଶ ସାହୁ, ବାସୁଦେବ ଦାସ, ଆଦର୍ଶ ଦାସ, ଗୋବିନ୍ଦ ଆଚାର୍ଯ୍ୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶାଗୁଆନ ଗଛ କଟା କୁ ନେଇ ବନ ବିଭାଗ ଓ ଗ୍ରାମବାସୀ ମୁହାମୁହିଁ, ଗଛ କାଟିବା ଲୋକ ଆଣିଲେ ବନ ବିଭାଗ ନାମରେ ଅଭିଯୋଗ

ଶାଗୁଆନ ଗଛ କଟା କୁ ନେଇ ବନ ବିଭାଗ ଓ ଗ୍ରାମବାସୀ ମୁହାମୁହିଁ, ଗଛ କାଟିବା ଲୋକ ଆଣିଲେ ବନ ବିଭାଗ ନାମରେ ଅଭିଯୋଗ
Read More...

ମୋହନା ଉନ୍ନୟନ ପରିଷଦ ପକ୍ଷରୁ ୧୧ ଗୋଟି ଦାବି ପୁରଣ ନେଇ ବ୍ରହ୍ମପୁର ସାଂସଦ ଙ୍କୁ ଦାବୀ ପାତ୍ର ପ୍ରଦାନ

ମୋହନା ଉନ୍ନୟନ ପରିଷଦ ପକ୍ଷରୁ ୧୧ ଗୋଟି ଦାବି ପୁରଣ ନେଇ ବ୍ରହ୍ମପୁର ସାଂସଦ ଙ୍କୁ ଦାବୀ ପାତ୍ର ପ୍ରଦାନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ପଞ୍ଚଭୂତି ଗ୍ରାମକୁ ୭୨ ଘଣ୍ଟା ସଟ ଡାଉନ ଘୋଷଣା କଲେ ସରପଞ୍ଚ ଶ୍ରୀମତୀ ପ୍ରମିଳା ଦୋରା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell