OdishaStatenews.com Today : 29-Oct-2020 13:56:16 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ମୋହନା ଉନ୍ନୟନ ପରିଷଦ ପକ୍ଷରୁ ୧୧ ଗୋଟି ଦାବି ପୁରଣ ନେଇ ବ୍ରହ୍ମପୁର ସାଂସଦ ଙ୍କୁ ଦାବୀ ପାତ୍ର ପ୍ରଦାନ

October 17, 2020, ଓଡ଼ିଶା, ଗଜପତି,


ମୋହନା ଉନ୍ନୟନ ପରିଷଦ ପକ୍ଷରୁ ୧୧ ଗୋଟି ଦାବି ପୁରଣ ନେଇ ବ୍ରହ୍ମପୁର ସାଂସଦ ଙ୍କୁ ଦାବୀ ପାତ୍ର ପ୍ରଦାନ
:Goruda Dhwaja choudhury
[ GAJAPATI DISTIRCT REPORTER ]
OdishaStateNews Bureau
October 17, 2020

ପାରଳଖେମୁଣ୍ଡି-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ଗଜପତି ଅନ୍ତର୍ଗତ ମୋହନା ବ୍ଲକ ଉନ୍ନୟନ ପରିଷଦ ପକ୍ଷରୁ ୧୧ ଗୋଟି ଦାବିନେଇ ବ୍ରହ୍ମପୁର ସାଂସଦ ଚଂଦ୍ର ଶେଖର ସାହୁ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇ ଥିଲା ଦାବିଗୁଡିକ ହେଲା.ମୋହନାକୁ ଏନ୍. ଏ. ସି ଘୋଷଣା, ମୋହନାକୁ ଏକ ରାଜସ୍ୱ ଉପଖଣ୍ଡ ର ମାନ୍ୟତା ପ୍ରଦାନ ,ମୋହନା ହିଲଟପ୍ କଲେଜ ଠାରୁ ଏମ୍. କେ. ସି. ଜି ବିଦ୍ୟାଳୟ ପର୍ଯ୍ୟନ୍ତ ଦୁଇ ଲାଇନ୍ ରୋଡ ର ବ୍ୟବସ୍ଥା ,ମୋହନା ବଜାର ର ଦୁଇ ସାଇଡ ରେ ଡ୍ରେନ ନିର୍ମାଣ.ଓ ବଜାର ଠାରେ ଶୌଚାଳୟ ନିର୍ମାଣ ପାଇଁ ବ୍ୟବସ୍ଥା କରିବା ପିଇବା ପାଣିର ବ୍ୟବସ୍ଥା, ୨ ଟି ଓଭର ହେଡ ଟାଙ୍କି ନିର୍ମାଣ ,ମୋହନା ତହସିଲ ଅନ୍ତର୍ଗତ ସମସ୍ତ ଆର୍. ଆଇ ଅଫିସ ଗୁଡିକୁ ଜନସାଧାରଣ ଙ୍କ ସୁବିଧା ନିମନ୍ତେ ସେଗୁଡିକୁ ସଂପ୍ରସାରିତ କରି ନୂତନ ୨୦ ଟି ଆର୍. ଆଇ ଅଫିସ ଖୋଲିବା .ମୋହନା ରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ,ମୋହନାର ସବ୍ ରେଜିଷ୍ଟର ଅଫିସ୍ କୁ ସବୁଦିନ ଚଲାଇବା ପାଇଁ ଦାବି .ମୋହନାରେ ୩ ଗୋଟି ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ଦାବି। (ସିଂହ ଦ୍ୱାର ଛକ, ଥାନା ଛକ, ହାଇସ୍କୁଲ ଛକ) ,ମୋହନା ର ଜନସାଧାରଣଙ୍କ ସୁବିଧା ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏଠାରେ ସପ୍ତାହ କୁ ୨ ଦିନ ସାଟେଲାଇଟ ଅଫିସ କରିବା ପାଇଁ ଦାବି। ମୋହନାରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ଖୋଲିବା ପାଇଁ ଦାବି ,ମୋହନା ଉନ୍ନୟନ ପରିଷଦ ପକ୍ଷରୁ ସଭାପତି ଦଣ୍ଡାସି ସାହୁ, ଉପସଭାପତିସୀମାଞ୍ଚଳକାର୍ଯୀ,ସଂପାଦକ ରସାନନ୍ଦ ପାଣି, ଉପଦେଷ୍ଟା ମଧୁସୂଦନ ପାଢ଼ୀ, ସଭ୍ୟ ରବି ସାମନ୍ତରା, ଭିକାରୀ ନାୟକ ଓ ମହିଳା ସଂଘ ର ସଦସ୍ୟା ,ନିର୍ମାଣ ସଂଘ ର ସଭାପତି ଓ ମୋହନା ର ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଙ୍କୁ ଦାବିପତ୍ର ପ୍ରଦାନ କରି ଥିଲେ l ସାଂସଦ ସହୁ ଉପରକ୍ତ ଦାବୀ ଗୁଡ଼ିକ ପୂରଣ କରିବା ଦିଗରେ ଦୃଷ୍ଟି ଦେବେ ବୋଲି ଆଶ୍ୱାସନା ଦେଇଥିଲେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି ଜିଲ୍ଲାର ଜାଣେ ପ୍ରଖ୍ୟାତ ନାଟ୍ୟକାର ଓ ନିର୍ଦ୍ଦେଶକ, କ୍ରିଏଟିଭ ଅର୍ଟସ୍ ର ପ୍ରତିଷ୍ଠାତା ଶିକ୍ଷକ ପ୍ରବୀଣ ପଣ୍ଡା ଙ୍କ ବିୟୋଗରେ ବିିଭିନ୍ନ ମହଲୋରେ ଶୋକ

ଗଜପତି ଜିଲ୍ଲାର ଜାଣେ ପ୍ରଖ୍ୟାତ ନାଟ୍ୟକାର ଓ ନିର୍ଦ୍ଦେଶକ, କ୍ରିଏଟିଭ ଅର୍ଟସ୍ ର ପ୍ରତିଷ୍ଠାତା ଶିକ୍ଷକ ପ୍ରବୀଣ ପଣ୍ଡା ଙ୍କ ବିୟୋଗରେ ବିିଭିନ୍ନ ମହଲୋରେ ଶୋକ
Read More...

ଓଡିଶା ମୋ ପରିବାର ‘ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ମୋହନା ବିଜେଡ଼ି ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ୧୦୦ ୟୁନିଟ୍ ରକ୍ତ ସଂଗ୍ରହ

ଓଡିଶା ମୋ ପରିବାର ‘ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ମୋହନା ବିଜେଡ଼ି ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ୧୦୦ ୟୁନିଟ୍ ରକ୍ତ ସଂଗ୍ରହ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :କାମୁକ ଯୁବକର ରାସ୍ତା ମଝିରେ କରୁଥିବା ଅଶାଳୀନ କାର୍ଯ୍ୟର ଫୋଟୋ ଭାଇରାଲ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell