OdishaStatenews.com Today : 29-Oct-2020 12:26:54 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ମଦ ନେଇଗଲା ଜଣକ ଜୀବନ

October 17, 2020, ଓଡ଼ିଶା, କଟକ,


ମଦ ନେଇଗଲା ଜଣକ ଜୀବନ
BIKASH KUMAR BARIK
[ BLOCK REPORTER BANKI CUTTACK ]
OdishaStateNews Bureau
October 17, 2020

ବାଙ୍କୀ-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ମଦ ନେଇଗଲା ନିରୀହ ଜୀବନ ,ଦୁଇ କରୁଛନ୍ତି ସଂଘର୍ଷ । ଘଟଣା ଘଟିଛି ବାଙ୍କୀ ଜାତମୁଣ୍ଡିଆ ରଣସଙ୍ଖ ଠାରେ । ବାଙ୍କୀ ଅଞ୍ଚଳର ଗୋପାଳପୁର ଆଉ କିଛି ସ୍ଥାନୀୟ ଅଞ୍ଚଳ ଯୁବକ ଜାତମୁଣ୍ଡିଆ ଠାରେ ଥିବା ବାର ରୁ ଅତ୍ୟଧିକ ମଦ ପିଇ ଆପାଚି ଗାଡି ଆଣି ଅସୁଥୁବା ବେଳେ ଭାରସ୍ୟାମ ହରେଇ ଗୋଟିଏ ଗଛରେ ପିଟି ହୋଇଯିବା ଫଳରେ ଜଣଙ୍କର ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଜନସାଧାରଣ ସେମାନଙ୍କୁ ଉଦ୍ଧାର କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସଂଗେ ସଂଗେ ଖବର ପାଇ ଅଗ୍ନିଶମ ବିଭାଗ ସେମାନଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ରେ ପହଞ୍ଚାଇ ଥିଲେ ଡାକ୍ତର ପ୍ରାଥମିକ ଚିକିତ୍ସା କରି କଟକ ସ୍ଥାନାନ୍ତରିତ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ,୪ ଦିନ ଧରି ଚାଲିଥିବା ଜାଗା ମିଶନ କାର୍ଯ୍ୟକ୍ରମ ଉଦଯାପିତ ୮୯୦ ଜଣ ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ,୪ ଦିନ ଧରି ଚାଲିଥିବା ଜାଗା ମିଶନ କାର୍ଯ୍ୟକ୍ରମ ଉଦଯାପିତ ୮୯୦ ଜଣ ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ
Read More...

ଜନନୀ ଯନ୍ତ୍ରଣାରେ ଜଙ୍ଗଲୀ ଜୀବନ ,  ଯାତାୟତ ପଥ ନଥିବା ଯୋଗୁଁ  ଶହେଦୁଇ ବଦଳରେ ଖଟିଆ ଭରସା

ଜନନୀ ଯନ୍ତ୍ରଣାରେ ଜଙ୍ଗଲୀ ଜୀବନ , ଯାତାୟତ ପଥ ନଥିବା ଯୋଗୁଁ ଶହେଦୁଇ ବଦଳରେ ଖଟିଆ ଭରସା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଚୈତ୍ର ନବରାତ୍ରି
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell