OdishaStatenews.com Today : 29-Oct-2020 12:47:46 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ସିବିଆଇର ଚଢାଉ

October 17, 2020, ଓଡ଼ିଶା, ମୟୁରଭଞ୍ଜ,


ମୟୂରଭଞ୍ଜ ଜିଲ୍ଲା  ବାରିପଦା  ସହରରେ    ସିବିଆଇର ଚଢାଉ
SURYAKANTI ROUT
[ BLOCK REPOTER BADASAHI MAYURBHANJ ]
OdishaStateNews Bureau
October 17, 2020

ବଡ଼ସାହି-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ମୟୂରଭଞ୍ଜ ମୁଖ୍ୟାଳୟ ବାରିପଦା ସହରରେ ପୁଣି ସି.ବି.ଆଇ ର ଚଢାଉ । ପାଞ୍ଚହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଧରିଲା ସିବିଆଇ ଟିମ। ବାରିପଦା ମୁଖ୍ୟ ଡାକ ଘରେ କାର୍ଯ୍ୟରତ ଥିବା ଆସିଷ୍ଟାଣ୍ଟ୍ ଆକାଉଣ୍ଟ୍ ପୋଷ୍ଟମାଷ୍ଟର ମନୋଜ କୁମାର ମହାନ୍ତ ହରିହର ମାଝି ପାଖରୁ ନେଉଥିଲେ 5 ହଜାର ଟଙ୍କା ଲାଞ୍ଚ। ଶ୍ରୀ ମାଝୀ ଲାଞ୍ଚ ଦେଉ ନ ଥିବାରୁ ତାଙ୍କୁ ବାରମ୍ବାର ହଇରାଣ କରୁଥିଲେ। ସେ ଉପାୟ କିଛି ନ ପାଇ ଶେଷରେ ସିବିଆଇ ପାଖରେ ଶରଣ ପଶିଥିଲେ। ପୋଷ୍ଟ ମାଷ୍ଟର ଶ୍ରୀ ମହାନ୍ତ ଏକ ବିଲ ପାସ କରାଇ ଦେବେ କହି ଲାଞ୍ଚ ମାଗି ଥିଲେ। ଅଫିସରେ ଲାଞ୍ଜ ନେଉଥିବା ବେଳେ ସିବିଆଇ ଶ୍ରୀ ମହାନ୍ତ ଙ୍କୁ କାବୁ କରିଥିଲା। ଶ୍ରୀ ମହାନ୍ତ ଙ୍କ ବାରିପଦା ଅଫିସ ସହିତ ଭଞ୍ଜପୁର ବାସ ଭବନ ରେଡ ହୋଇଛି। ସିବିଆଇ ଟିମ ଶ୍ରୀ ମହାନ୍ତ ଙ୍କୁ ଗିରଫ କରିବା ସହିତ ଅଧିକ ତଦନ୍ତ ଚଳାଇଛି। ଯାହାକି ବାରିପଦାରେ ଲାଞ୍ଚୁଆ ଅଧିକାରୀ ମାନଙ୍କ ପ୍ରତି ଭୟର ବାତାବରଣ ସୃଷ୍ଟି ହୋଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧର୍ମଶାଳା ପୋଲିସକୁ ବଡ ଧରଣର ସଫଳତା: ୧୧ ଡକାୟତ ଗିରଫ, ନଗଦ ଟଙ୍କା ଓ ସୁନା ଅଳଙ୍କାର ସହ ବିଭିନ୍ନ ମାରଣାସ୍ତ୍ର ଜବତ

ଧର୍ମଶାଳା ପୋଲିସକୁ ବଡ ଧରଣର ସଫଳତା: ୧୧ ଡକାୟତ ଗିରଫ, ନଗଦ ଟଙ୍କା ଓ ସୁନା ଅଳଙ୍କାର ସହ ବିଭିନ୍ନ ମାରଣାସ୍ତ୍ର ଜବତ
Read More...

୧୮ଦଫା ଦାବୀ ନେଇ ବିଜେପିର ମଣ୍ଡଳ ସ୍ତରୀୟ ବୈଠକ

୧୮ଦଫା ଦାବୀ ନେଇ ବିଜେପିର ମଣ୍ଡଳ ସ୍ତରୀୟ ବୈଠକ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ସିଗାରେଟ ଅଭ୍ୟାସରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଭଜା  l
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell