OdishaStatenews.com Today : 29-Oct-2020 12:33:36 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଛଅ ଦିନ କାଳ ଧାରଣା ଦେଇଥିବା ଜିଲ୍ଲା ମିଡ଼ିଆ ୟୁନିୟନ (ଓୟୁଜେ) ଆଜି ଧାରଣାକୁ ଜିଲ୍ଲାପ୍ରଶାସନ ଏବଂ ବିଧାୟକ ନବରଙ୍ଗପୁର, ଡାବୁଗାଁ ଏବଂ ଝରୀଗାଁ ପ୍ରମୁଖ ଦାବି ପୂରଣ ଲିଖିତ ପ୍ରତିଶୃତି ପରେ ଆମ ତରଫରୁ ଧାରଣା କୁ ସ୍ଥଗିତ କଲେ

October 17, 2020, ଓଡ଼ିଶା, ନବରଙ୍ଗପୁର,


ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଛଅ ଦିନ କାଳ ଧାରଣା ଦେଇଥିବା ଜିଲ୍ଲା ମିଡ଼ିଆ ୟୁନିୟନ (ଓୟୁଜେ) ଆଜି ଧାରଣାକୁ ଜିଲ୍ଲାପ୍ରଶାସନ ଏବଂ ବିଧାୟକ ନବରଙ୍ଗପୁର, ଡାବୁଗାଁ ଏବଂ ଝରୀଗାଁ ପ୍ରମୁଖ ଦାବି ପୂରଣ ଲିଖିତ ପ୍ରତିଶୃତି ପରେ ଆମ ତରଫରୁ ଧାରଣା କୁ ସ୍ଥଗିତ କଲେ
Abdul Firoz
[ City Reporter Nowrangpur ]
OdishaStateNews Bureau
October 17, 2020

ନବରଙ୍ଗପୁର-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ର ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ୬ ଦିନ କାଳ ଧାରଣା ଦେଇଥିବା ଜିଲ୍ଲା ମିଡ଼ିଆ ୟୁନିୟନ (ଓୟୁଜେ) ଆଜି ଧାରଣାକୁ ଜିଲ୍ଲାପ୍ରଶାସନ ଏବଂ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ଡାବୁଗାଁ ବିଧାୟକ ମନହର ରନ୍ଧାରି ଏବଂ ଝରୀଗାଁ ବିଧାୟକ ପ୍ରକାଶ ମାଝି ପ୍ରମୁଖ ଦାବି ପୂରଣ ଲିଖିତ ପ୍ରତିଶୃତି ଦେବା ପରେ ଆମ ତରଫରୁ ଧାରଣା କୁ ସ୍ଥଗିତ କଲୁ | ଏଥିସହ ଆମ ଦାବିକୁ ଗୁରୁତର ଭାବରେ ଗ୍ରହଣ କରି ପ୍ଳାନିଙ୍ଗ ବୋର୍ଡ ଚେୟାରମ୍ୟାନ ସଞ୍ଜୟଦାସ ବର୍ମା, ନବରଙ୍ଗପୁର ସାଂସଦ ରମେଶ ମାଝି ଏବଂ ରାଜ୍ୟସଭା ସାଂସଦ ମୁନା ଖାଁ ପ୍ରମୁଖ ଦାବି ଗୁଡିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି, ସେହିପରି ଏହି ଧାରଣାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିବା ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ, ଅନୁଷ୍ଠାନ ଏବଂ ସଂଘ ମାନଙ୍କୁ ମିଡ଼ିଆ ୟୁନିୟନ ତରଫରୁ ଧନ୍ୟବାଦ ଜଣାଉଛୁ | ବୋଲି ନବରଙ୍ଗପୁର ଜିଲ୍ଲା (ଓୟୁଜେ) ସଭାପତି ଶ୍ରୀ ସାନ୍ତୁନୁ କୁମାର ବେହେରା କହିଛନ୍ତି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ୟଶରେ ଦାବି ପତ୍ର ପ୍ରଦାନ

ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ୟଶରେ ଦାବି ପତ୍ର ପ୍ରଦାନ
Read More...

କୋଟପାଡ଼ ବ୍ଲକର କୁସୁମୀ ଓପର୍ କୋଲାବ ଯୋଜନାରେ ନିର୍ମିତ ସରକାରୀ ଗୃହ ଖଲାସୀ ଙ୍କ କବଜାରେ

କୋଟପାଡ଼ ବ୍ଲକର କୁସୁମୀ ଓପର୍ କୋଲାବ ଯୋଜନାରେ ନିର୍ମିତ ସରକାରୀ ଗୃହ ଖଲାସୀ ଙ୍କ କବଜାରେ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ମାଥାଲପୁଟରେ ଅବକାରୀ ଚଢ଼ାଉ ଜଣେ ଗିରଫ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell