OdishaStatenews.com Today : 29-Oct-2020 13:14:07 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

କୋଟପାଡ଼ ବ୍ଲକର କୁସୁମୀ ଓପର୍ କୋଲାବ ଯୋଜନାରେ ନିର୍ମିତ ସରକାରୀ ଗୃହ ଖଲାସୀ ଙ୍କ କବଜାରେ

October 17, 2020, ଓଡ଼ିଶା, କୋରାପୁଟ,


କୋଟପାଡ଼ ବ୍ଲକର କୁସୁମୀ ଓପର୍ କୋଲାବ ଯୋଜନାରେ ନିର୍ମିତ ସରକାରୀ ଗୃହ ଖଲାସୀ ଙ୍କ କବଜାରେ
BIDYUTLATA BAKSHI
[ BLOCK REPORTER KOTPAD KORAPUT KORAPUT ]
OdishaStateNews Bureau
October 17, 2020

କୋଟପାଡ଼-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ବ୍ଲକର କୁସୁମୀ ଗ୍ରାମପଞ୍ଚାୟତ ରେ ଥିବା ଓପର କୋଲାବ ସରକାରୀ ଗୃହ ଗୁଡ଼ିକ କୁସୁମୀ ଗ୍ରାମ ଖଲାସୀ ମାନଙ୍କ ଜବତ ଦଖଲ ରେ ଥିବା ଜଣାଯାଇଛି।ଖବରରୁ ପ୍ରକାଶ ଯେ କୁସୁମୀ ଗ୍ରାମପଞ୍ଚାୟତ ରେ ପ୍ରଥମ କରି ଜଳ ସେଚନ ର ସୁବିଧା ଲାଗି କାର୍ଯ୍ୟ ଆରମ୍ଭ ସମୟ ରେ ଯନ୍ତ୍ରୀ ତଥା ଅଧିକାରୀ, କର୍ମଚାରୀ ମାନେ ରହିବ ଲାଗି କେତେ ଗୁଡ଼ିଏ ଗୃହ ନିର୍ମାଣ କରା ଯାଇଥିଲା ! ଉପର କୋଲାବ ଯୋଜନା କାର୍ଯ୍ୟ ସମାପ୍ତ ପରେ ଆଜ କୁ ପ୍ରାୟ ୨୦ ବର୍ଷ ହେଲା ଉକ୍ତ ଗୃହ ଗୁଡ଼ିକ ଖାଲି ଥିବାରୁ କେତେକ ନ୍ୟାର୍ଯ୍ୟ ଓ ସ୍ୱାର୍ଥ ବ୍ୟକ୍ତି ଉକ୍ତ ଗୃହ ଗଡ଼ି କୁ ନିଜ କବଜାରେ ରଖି ଫାଇଦା ଉଠାଉଛନ୍ତି ବର୍ତ୍ ମନ୍ ଉପ୍ତ ଘର ଗୁଡ଼ିକ କେତେକ ଖଲାସୀ ମାନକ କବଜାରେ ରହି ଥିବା ତଥା ଜଣେ ଜଣେ ଦୁଇ ରୁ ତିନ ତି ଘର ଜବର ଦଖଲ କରି ରଖିବା ଅଭିଯୋଗେ ହେଇଚି ଏହି ଜବର ଦାଖଲ ବିଭାଗ୍ୟ ଅଧିକାରୀ ଙ୍କ ଯାନତ ରେ ହୋଇଛି ନା ଜବର ଦାଖଲ ହୋଇଛି ଗ୍ରାମ ରେ ଆଲୋଚନା ହେଉଛି କାର୍ଯ୍ୟ ସମାପ୍ତ ପରେ ଉପତ୍ତ ଗୃହ ଗୁଡ଼ିକୁ କତ୍ରୁ ପକ୍ଷ ଦୃଷ୍ଟି ଦେଉନଥିବାରୁ ଗୃହ ଗଡ଼ିକ୍ ଭାଙ୍ଗି ଭୁଶୁଡ଼ି ଯାଇ ଅନ୍ୟ ମାନେ ଦାଖଲ କୁ ନେଉଛନ୍ତି
ଅନ୍ତ ତଃ ଉକ୍ତ ଗୃହ ଗଡିକ ମରାମତି କରି ସରକାରୀ କର୍ମ ଚାରି ଙ୍କୁ ରହିବାକୁ ଦେବା ଅଥବା ଅନେକ କାର୍ଯ୍ୟ ରେ ଲଗା ଜାଇପରନ୍ତା। ଏଥି ପାଇଁ ଉକ୍ତ ଗୃହ ଗଡିକ୍ କୁ ମୁକ୍ତ କରିବାକୁ ଦାବି କରିଥିବା ଜଣା ଯାଇଛି । ସ୍ଥା ନୀୟ ବିଧାୟକ ତଥା ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ବିଭାଗୀୟ ଯନ୍ତ୍ରୀ ଙ୍କୁ ଦୃଷ୍ଟି ଆକର୍ଷଣ କରିବାରେ ସେ ତଦନ୍ତ କରିବେ ବୋଲି ଜଣାଇ ଥିବା ପ୍ରକାଶ ପାଈଛି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଛଅ ଦିନ କାଳ ଧାରଣା ଦେଇଥିବା ଜିଲ୍ଲା ମିଡ଼ିଆ ୟୁନିୟନ (ଓୟୁଜେ) ଆଜି ଧାରଣାକୁ ଜିଲ୍ଲାପ୍ରଶାସନ ଏବଂ ବିଧାୟକ ନବରଙ୍ଗପୁର, ଡାବୁଗାଁ ଏବଂ ଝରୀଗାଁ ପ୍ରମୁଖ ଦାବି ପୂରଣ ଲିଖିତ ପ୍ରତିଶୃତି ପରେ ଆମ ତରଫରୁ ଧାରଣା କୁ ସ୍ଥଗିତ କଲେ

ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଛଅ ଦିନ କାଳ ଧାରଣା ଦେଇଥିବା ଜିଲ୍ଲା ମିଡ଼ିଆ ୟୁନିୟନ (ଓୟୁଜେ) ଆଜି ଧାରଣାକୁ ଜିଲ୍ଲାପ୍ରଶାସନ ଏବଂ ବିଧାୟକ ନବରଙ୍ଗପୁର, ଡାବୁଗାଁ ଏବଂ ଝରୀଗାଁ ପ୍ରମୁଖ ଦାବି ପୂରଣ ଲିଖିତ ପ୍ରତିଶୃତି ପରେ ଆମ ତରଫରୁ ଧାରଣା କୁ ସ୍ଥଗିତ କଲେ
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ କୋଟପାଡ଼ ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ କୋଟପାଡ଼ ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :କରଲାମୁଣ୍ଡା ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର:
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell