OdishaStatenews.com Today : 29-Oct-2020 13:59:31 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ କୋଟପାଡ଼ ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ।

October 17, 2020, ଓଡ଼ିଶା, କୋରାପୁଟ,


ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ କୋଟପାଡ଼ ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ।
BIDYUTLATA BAKSHI
[ BLOCK REPORTER KOTPAD KORAPUT KORAPUT ]
OdishaStateNews Bureau
October 17, 2020

କୋଟପାଡ଼-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର)ଓଡ଼ିଶା ରାଜନୀତିରେ ଧୂରିଣ,ପ୍ରବୀଣ, ଶାନ୍ତ,ଚମକପ୍ରଦ,ରାଜନେତା ତଥା ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୪ ତ ମ ଜନ୍ମଦିବସ ଅବସରରେ ଆଜି କୋଟପାଡ଼ ବିଜୁ ପଟ୍ଟନାୟକ ରିଡିଂ ସେଣ୍ଟର୍ ଠାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ। ହୋଇଯାଇଛି। ଏହି ଅବସରରେ ଓଡ଼ିଶା ମାନ୍ୟବର ହସ୍ତତନ୍ତ୍ର ଓ ବାୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆଁନ୍,ରାଜ୍ୟ ବିହାନନିଗମ ର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ଏବଂ,ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ଅବଜର ଭର୍ ବୈକୁଣ୍ଠ ମଣ୍ଡଳ,ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ.
ସେହିପରି କୋଟପାଡ଼ ର ବରିଷ୍ଠ। ବିଜେଡ଼ି ନେତା ନରେନ୍ଦ୍ର ସ୍ୱାଇଁ, ତ୍ରିପତୀ ମହାନ୍ତି,ପଙ୍କଜ କୁମାର ପାତ୍ର,ଜିଲ୍ଲା ମହିଳା ସଭାପତି ସୁଚିତ୍ରା ସ୍ବାଇଁ,ଏନ୍ ଏ ସି ମହିଳା ସଭାନେତ୍ରୀ ବିଦ୍ୟୁତ୍ ଲତା ବକ୍ସି,ଜିଲ୍ଲା ପରିଷଦ ସଭ୍ୟ ଦୂର୍ପୁତା ଭତ୍ରା ,ଅରିଫ୍ ପଟେଲ,ତପନ ପାଣିଗ୍ରାହୀ,ରିଙ୍କୁ ବ୍ରହ୍ମା, ମୋନୋଜ୍ ପଣ୍ଡା,ସୁଧୀର ମହାନ୍ତି,ପ୍ରମୁଖ ଉପସ୍ଥିତ ରହି ଥିଲେ।।ଏବଂ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଡିଆଁନ୍ ଙ୍କ ନେତୃତ୍ୱରେ ସମୁଦାୟ ୩୧ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଟପାଡ଼ ବ୍ଲକର କୁସୁମୀ ଓପର୍ କୋଲାବ ଯୋଜନାରେ ନିର୍ମିତ ସରକାରୀ ଗୃହ ଖଲାସୀ ଙ୍କ କବଜାରେ

କୋଟପାଡ଼ ବ୍ଲକର କୁସୁମୀ ଓପର୍ କୋଲାବ ଯୋଜନାରେ ନିର୍ମିତ ସରକାରୀ ଗୃହ ଖଲାସୀ ଙ୍କ କବଜାରେ
Read More...

ଭାରସାମ୍ୟ ହରାଇ ଜମିରେ ଓଲଟି ଲା ଟ୍ରକ

ଭାରସାମ୍ୟ ହରାଇ ଜମିରେ ଓଲଟି ଲା ଟ୍ରକ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଆଗାମୀ ୪ ଦିନ ; ୧୬ ରାଜ୍ୟକୁ ସତର୍କ ସୂଚନା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell