OdishaStatenews.com Today : 28-Oct-2020 01:39:34 AM
ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଚାଲିଛି ପ୍ରଚାର। କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳଶ, କିଏ ହେବ ସଦର ଭୋଟରଙ୍କ ପ୍ରତିନିଧି… | ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ ବ୍ୟାପକ ବୈଷୟିକ ବିଦ୍ୟାର ପ୍ରୟୋଗ : ମୁଖ୍ୟମନ୍ତ୍ରୀ | ସାରୁଅ ପରେ ଭୁବନେଶ୍ୱର: ରାଜଧାନୀର ଛାତି ଉପରେ OTV ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା | ଶ୍ରୀମନ୍ଦିର ୮ ଦ୍ଵାର ରୁପା ଛାଉଣି ନେଇ ବୈଠକ ଶେଷ, ବର୍ମା ଟିକରେ ସ୍ଥାପନ ହେବ ରୁପା ଚାଦର | ଏଣିକି ବଦଳିଲା ଗ୍ୟାସ୍ ସିଲିଣ୍ଡରର ହୋମ୍ ଡେଲିଭରୀ ସମ୍ୱନ୍ଧିତ ଆଇନ, | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଗଂଜେଇ ଚୋରା ଚାଲାଣ ଅଭିଯୋଗ ରେ ଦୁଇ ଗିରଫ, ବାଇକ ଜବତ

October 17, 2020, ଓଡ଼ିଶା, ଗଞ୍ଜାମ,


ଗଂଜେଇ ଚୋରା ଚାଲାଣ ଅଭିଯୋଗ ରେ ଦୁଇ ଗିରଫ, ବାଇକ ଜବତ
Nirakar sahu
[ BLOCK REPOTER JAGANNATH PRASAD GANJAM ]
OdishaStateNews Bureau
October 17, 2020

ଜଗନ୍ନାଥପ୍ରସାଦ-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ଆଜିକାଲି ବିଭିନ୍ନ ନିଶା ଦ୍ରବ୍ୟ କାରବାରକୁ ରୋଜଗାରର ସହଜ ଏବଂ ଲାଭକାରୀ ଉପାୟ ଭାବି ଓଡ଼ିଶାର ବହୁ ଅଞ୍ଚଳରେ ଯୁବକ ମାନେ ବିଭିନ୍ନ ମାଦକ ଦ୍ରବ୍ୟ କାରବାରରେ ଲିପ୍ତ ରହିବା ରାଜ୍ୟ ସରକାର ତଥା ପୋଲିସ୍ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି I ଗତ କାଲି ସନ୍ଧ୍ୟାରେ ବେଳଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଓ ଭଞ୍ଜନଗର ପୋଲିସ୍ ପେଟ୍ରୋଲିଂ କରୁଥିବା ସମୟରେ ଡିମିରି ପଲ୍ଲୀ ଛକ ନିକଟରେ 21 କେଜି 360 ଗ୍ରାମ ଗଞ୍ଜେଇ ବସ୍ତା ଲଦା ହୋଇଥିବା ଏକ ବଜାଜ୍ ପଲ୍ସର୍ ବାଇକ୍ OD12B0562କୁ ଜବତ କରିବା ସହ ଫିରିଙ୍ଗିଆର ଶ୍ରବଣ କୁମାର କହଁର ଏବଂ ଭଞ୍ଜନଗର ସାନ ତୋଟା ସାହିର ଜଗା ଦାସ ନାମକ ବ୍ୟକ୍ତିକୁ ଗିରଫ କରିଛି I ମାଜିଷ୍ଟେଟ ବିକାଶ ଭୋଇ ସାକ୍ଷୀ ମାନଙ୍କ ଉପସ୍ଥିତି ରେ ଗଂଜେଇ ଓଜନ କରା ଯାଇ ଜବତ କରା ଯାଇଥିଲା।ଭଞ୍ଜନଗର ଥାନାରେ କେସ୍ ନମ୍ବର 540/20 ରେ ଏକ ମାମଲା ରୁଜୁ ଗିରଫ ଦୁଇ ବ୍ୟକ୍ତିଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି Iଓକିଲ ସମୀର କୁମାର ନାୟକ ଅଭିଯୁକ୍ତ ମାନଙ୍କ ବେଲ ଆବେଦନ କରିଥିଲେ କିନ୍ତୁ ବେଲ
ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦୁହିଁଙ୍କୁ ଜେଲ କୁ ପଠେଇ ଦିଆ ଯିବା ସୁଚନା ମିଳିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ୩୦ ୟୁନିଟ ରକ୍ତ ସଂଗ୍ରହ

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ୩୦ ୟୁନିଟ ରକ୍ତ ସଂଗ୍ରହ
Read More...

 ମ୍ୟାଲେରିଆ ନିରାକରଣ  ଅଭିଯାନ  କାର୍ଯ୍ୟକ୍ରମକୁ ବିଧାୟକ ଶ୍ରୀଯୁକ୍ତ ପ୍ରଭୁ ଜାନି ଓ ଏକ୍ସ ଏମ୍ ପି ଶ୍ରୀଯୁକ୍ତ  ଝିନ ହିକକା ଙ୍କ ଦ୍ୱାରା ଶୁଭାରମ୍ଭ ।

ମ୍ୟାଲେରିଆ ନିରାକରଣ ଅଭିଯାନ କାର୍ଯ୍ୟକ୍ରମକୁ ବିଧାୟକ ଶ୍ରୀଯୁକ୍ତ ପ୍ରଭୁ ଜାନି ଓ ଏକ୍ସ ଏମ୍ ପି ଶ୍ରୀଯୁକ୍ତ ଝିନ ହିକକା ଙ୍କ ଦ୍ୱାରା ଶୁଭାରମ୍ଭ ।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଟେଷ୍ଟି ଟେଷ୍ଟି ‘ହଟ୍ ଆଣ୍ଡ ସୋର ସୁପ୍’
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell