OdishaStatenews.com Today : 29-Oct-2020 13:57:23 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ରେ ଝଞ୍ଜା ବତି ଯୁବକ ସଂଘର ଜିମ୍ ଉଦଘାଟନ ।

October 16, 2020, ଓଡ଼ିଶା, କୋରାପୁଟ,


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ରେ ଝଞ୍ଜା ବତି ଯୁବକ ସଂଘର ଜିମ୍ ଉଦଘାଟନ ।
Uttam Nayak
[ Block Reporter Bandhugaon Koraput ]
OdishaStateNews Bureau
October 16, 2020

ବନ୍ଧୁଗାଁ-16/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) କୋରାପୁଟ ବନ୍ଧୁଗାଁ ବ୍ଲକ ରେ ଆଜି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ପ୍ରଭୁ ଜାନି ଓ ପୂର୍ବତନ ଏମ୍ ପି ଶ୍ରୀଯୁକ୍ତ ଝିନ୍ନ
ହିକକା ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପ୍ରମିଳା ଜାକାକା ,ଜିଲ୍ଲା ପରିଷଦ ସଭ୍ୟ ସରିତା ସାରଥୀ ,ବିଡ଼ିଓ ଶ୍ରୀ ରଜନୀ କାନ୍ତ ଦାସ ଓ ଥାନା ଅଧିକାରୀ ଶ୍ରୀ ସବ୍ୟସାଚୀ ଶତପଥୀ ଦ୍ୱାରା ବନ୍ଧୁଗାଁ ଝଞ୍ଜାବତି ଯୁବକ ସଂଘର ଯିମ୍ ଗୃହ କୁ ଉଦଘାଟିତ ହୋଇଯାଇଛି। ଆଜି ଆମ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନ ତାହାକୁ ଦୃଷ୍ଟିରେ ରଖି ଝଞ୍ଜା ବତି ଯୁବକ ସଂଘର ସଭାପତି ପ୍ରକାଶ ବିଡିକା ଉପସ୍ଥିତ ଥିବା ବନ୍ଧୁଗାଁ ବ୍ଲକ ର ବିଜେଡ଼ି ସଭାପତି ଏସ ନାଗା , କଂଗ୍ରେସ ସଭାପତି ଡି ଏଙ୍କାଟି ,ବିଜେପି ଜିଲ୍ଲା ସମ୍ପାଦକ ସଶରତ ପାତ୍ର , ବାଲା ନାଗ୍ ,ଅଭିମନ୍ୟୁ ଭଣ୍ଡି , ଭି ଗଣପତି ରାଓ ମୁକୁନ୍ଦ ଵେବରା ,ଦେବାଶିଷ ବୀଭର , ସଞ୍ଜୀବ ବାଙ୍ଗାରି, ମିନା ବେଵରା ଓ ନାରାୟଣପାଟଣା ବ୍ଲକ ର ବ୍ଲକ ସଭାପତି ଏବଂ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ପୁଷ୍ପ ଗୁଚ୍ଛ ଓ ତାରିକିସ୍ ଦେଇ ସ୍ଵାଗତ ଥିଲେ।ଏହି କାର୍ଯ୍ୟକ୍ରମ କୁ ଯୁବକ ସଂଘର ରଞ୍ଜିତ ଏନୁଗୁଲା ,କାହୁଁ ବେବରା ,ସଲୋମନ୍ ଏନୁଗୁଳା, କମନ ନାୟକ,ଓ ଅନ୍ୟାନ୍ୟ ସଭ୍ୟ ମାନେ ଉପସ୍ଥିତ ରହିଥିଲେ ।ସଭା କାର୍ଯ୍ୟକ୍ରମକୁ ଉପସ୍ଥିତ ଅତିଥି ଙ୍କୁ ନେଇ ଉତ୍ତମ ନାୟକ ପରିଚାଳିତ କରିବା ସହିତ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ମ୍ୟାଲେରିଆ ନିରାକରଣ  ଅଭିଯାନ  କାର୍ଯ୍ୟକ୍ରମକୁ ବିଧାୟକ ଶ୍ରୀଯୁକ୍ତ ପ୍ରଭୁ ଜାନି ଓ ଏକ୍ସ ଏମ୍ ପି ଶ୍ରୀଯୁକ୍ତ  ଝିନ ହିକକା ଙ୍କ ଦ୍ୱାରା ଶୁଭାରମ୍ଭ ।

ମ୍ୟାଲେରିଆ ନିରାକରଣ ଅଭିଯାନ କାର୍ଯ୍ୟକ୍ରମକୁ ବିଧାୟକ ଶ୍ରୀଯୁକ୍ତ ପ୍ରଭୁ ଜାନି ଓ ଏକ୍ସ ଏମ୍ ପି ଶ୍ରୀଯୁକ୍ତ ଝିନ ହିକକା ଙ୍କ ଦ୍ୱାରା ଶୁଭାରମ୍ଭ ।
Read More...

ମାଲକାନଗିରି ବିଜୁ ପଟ୍ଟନାୟକ ଦକ୍ଷତା ବିକାଶ କେନ୍ଦ୍ର ଠାରେ ୭୫ ତମ ପୁଣ୍ୟ ଜନ୍ମ ଜୟନ୍ତୀ ଉତ୍ସବ ପାଳନ

ମାଲକାନଗିରି ବିଜୁ ପଟ୍ଟନାୟକ ଦକ୍ଷତା ବିକାଶ କେନ୍ଦ୍ର ଠାରେ ୭୫ ତମ ପୁଣ୍ୟ ଜନ୍ମ ଜୟନ୍ତୀ ଉତ୍ସବ ପାଳନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ସରୋଜ ନାଏକ ର ସନ୍ଦେହେ ଜନକ ମୃତ୍ୟୁ.
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell