OdishaStatenews.com Today : 29-Oct-2020 13:20:05 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଜୁଆ ଆଡା ଉପରେ ପୋଲିସ ଚଢ଼ାଉ ; ୫ ଗିରଫ

September 29, 2020, ଦେଶ ଦୁନିଆ, ଗଞ୍ଜାମ,


ଜୁଆ ଆଡା ଉପରେ ପୋଲିସ ଚଢ଼ାଉ ; ୫ ଗିରଫ
NILU BISOYI
[ BLOCK REPORTER BHANJANAGAR (GANJAM) ]
OdishaStateNews Bureau
September 29, 2020

ଗଞ୍ଜାମ-29/09/2020 (ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଗାଙ୍ଗପୁର ଥାନା ଇଲାକାର ବାଙ୍କନେଡି ଗ୍ରାମରେ ଚାଲିଥିବା ଏକ ଜୁଆ ଆଡା ଉପରେ ଗାଙ୍ଗପୁର କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୫ଜଣ ଜୁଆଡିଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ନଗଦ ୧୪୮୦୦ ଟଙ୍କା ଓ ତାସ୍ ଜବତ କରାଯାଇଛି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାସ୍ତାକୁ ଅବରୋଧ କରି ପାଚେରୀ l ମହିଳାମାନେ  ଫେରାଦ ହେଲେ ଉପଜିଲ୍ଲାପାଳଙ୍କୁ l

ରାସ୍ତାକୁ ଅବରୋଧ କରି ପାଚେରୀ l ମହିଳାମାନେ ଫେରାଦ ହେଲେ ଉପଜିଲ୍ଲାପାଳଙ୍କୁ l
Read More...

ପୂର୍ବତନ ଉପଜିଲ୍ଲାପାଳ ଙ୍କ ଦେହାନ୍ତ

ପୂର୍ବତନ ଉପଜିଲ୍ଲାପାଳ ଙ୍କ ଦେହାନ୍ତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :କୋରାପୁଟ ଜିଲ୍ଲା ରେ ପୁଣି ୬ କରୋନା ସଂକ୍ରମଣ ଚିହ୍ନଟ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell