OdishaStatenews.com Today : 18-Jan-2021 15:39:59 PM
ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଅପହରଣ ।

September 29, 2020, ଅପରାଧ, ନୟାଗଡ଼,


ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଅପହରଣ ।
Laxmidhar Sahoo
[ BLOCK REPORTER Nuagaon Nayagarh ]
OdishaStateNews Bureau
September 29, 2020

ନୂଆଗାଁ-29/09/2020 (ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ନୟାଗଡ଼ ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ଢ଼ିପି ସାହି ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଗତ ୨୨ ତାରିଖରେ ଜଣେ ନାବାଳିକା ଛଦ୍ମ ନାମ ରାଣୀ ନାୟକ (୧୪) ବର୍ଷ ସେହି ଗ୍ରାମର ସୁଟୁ ବେହେରା (୧୯) ବର୍ଷ ନାମ୍ନୀ ଜଣେ ଯୁବକ ବିବାହର ପ୍ରଲୋଭନ ଦେଖାଇ ଘରୁ ଉଠାଇ ନେଇଥିଲେ । ଏ ନେଇ ଗତ ୨୬/୦୯/୨୦୨୦ ଦିନ ଓଡ଼ଗାଁ ଥାନାରେ ଅପହୃତା ମହିଳାଙ୍କ ମା ଅଭିଯୋଗ କରିଥିଲେ । ବାହାଡ଼ାଝୋଲା ଫାଣ୍ଡି ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କର ଏକ ପୁଲିସ୍ ଟିମ୍ ସେ ଦୁଇ ଜଣଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ । ଏ ନେଇ ପୋଲିସ୍ ୧୮୮/୨୦ରେ ମାମଲା ରୁଜୁ କରି ଉକ୍ତ ନାବାଳିକାଙ୍କର ଡାକ୍ତରୀ ପରୀକ୍ଷାମାଇନା କରି ଅଦାଲତରେ ନାବାଳିକାର ବୟାନ ରେକର୍ଡ଼ କରାଯାଇଛି। । ଓ ଅଭିଯୁକ୍ତ ସୁଟୁ ବେହେରାଙ୍କୁ ଗତକାଲି କୋର୍ଟ ଚାଲାଣ କରିଛି । ସେଠାରେ ତାଙ୍କର ଜାମିନି ନାମାଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠା ଯାଇଥିବା ସୂଚନା ମିଳିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନନ୍ଦନକାନନରେ ସିଂହୀ ସୁପ୍ରିୟା' ର ମୃତ୍ୟୁ !

ନନ୍ଦନକାନନରେ ସିଂହୀ ସୁପ୍ରିୟା' ର ମୃତ୍ୟୁ !
Read More...

ସ୍କୁଲ ବନ୍ଦ କରିବାକୁ ନେଇ ତାତିଲେ ଅଭିଭାବକ

ସ୍କୁଲ ବନ୍ଦ କରିବାକୁ ନେଇ ତାତିଲେ ଅଭିଭାବକ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଝାରଖଣ୍ଡରେ ମାଲଗାଡ଼ି ଲାଇନଚ୍ୟୁଚ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell