OdishaStatenews.com Today : 28-Oct-2020 03:07:47 AM
ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଚାଲିଛି ପ୍ରଚାର। କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳଶ, କିଏ ହେବ ସଦର ଭୋଟରଙ୍କ ପ୍ରତିନିଧି… | ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ ବ୍ୟାପକ ବୈଷୟିକ ବିଦ୍ୟାର ପ୍ରୟୋଗ : ମୁଖ୍ୟମନ୍ତ୍ରୀ | ସାରୁଅ ପରେ ଭୁବନେଶ୍ୱର: ରାଜଧାନୀର ଛାତି ଉପରେ OTV ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା | ଶ୍ରୀମନ୍ଦିର ୮ ଦ୍ଵାର ରୁପା ଛାଉଣି ନେଇ ବୈଠକ ଶେଷ, ବର୍ମା ଟିକରେ ସ୍ଥାପନ ହେବ ରୁପା ଚାଦର | ଏଣିକି ବଦଳିଲା ଗ୍ୟାସ୍ ସିଲିଣ୍ଡରର ହୋମ୍ ଡେଲିଭରୀ ସମ୍ୱନ୍ଧିତ ଆଇନ, | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ପୁଣିଥରେ ନୟାଗଡ଼ରେ ରମେଶ ବାବୁଙ୍କ ବାଜିମାତ୍

September 24, 2020, ରାଜନୀତି, ନୟାଗଡ଼,


ପୁଣିଥରେ ନୟାଗଡ଼ରେ ରମେଶ ବାବୁଙ୍କ ବାଜିମାତ୍
Laxmidhar Sahoo
[ BLOCK REPORTER Nuagaon Nayagarh ]
OdishaStateNews Bureau
September 24, 2020

ନୂଆଗାଁ-24/09/2020 (ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ)ନୟାଗଡ଼ ରାଜ୍ୟରେ ସବୁ ଜିଲ୍ଲାର ବିଜେଡି ଯୁବ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଏହି ଅବସରରେ ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ପୁଣି ଥରେ ରମେଶ କୁମାର ସାହୁଙ୍କ ନାମ ଘୋଷଣା କରାଯାଇଛି । ପୂର୍ବରୁ କାଳିକାପ୍ରସାଦ ସରପଞ୍ଚ ଭାବେ କାର୍ଯ୍ୟକରି ଶ୍ରୀଯୁକ୍ତ ସାହୁ ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦିତ କରିଥିବା ବେଳେ ଗତଥର ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ଜିଲ୍ଲାର ସାଂଗଠନିକ କାର୍ଯ୍ୟ ସୂଚାରୁ ଋପେ ତୁଲାଇ ଆସିଥିଲେ । ଫଳରେ ଦଳ ପକ୍ଷରୁ ପୁଣି ଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରାଯାଇଛି । ଏବେ ସେ ଦଳକୁ ମଜବୁତ କରିବା ପାଇଁ ଆହୁରି ଅକ୍ଲାନ୍ତ ପରିଶ୍ରମ କରିବେ ବୋଲି ଆଶା କରାଯାଉଛି । ତାଙ୍କ ଉପରେ ଦଳ ପୁଣିଥରେ କାର୍ଯ୍ୟଭାର ଦେଇଥିବାରୁ ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ପ୍ରଣବ ବଳବନ୍ତରାୟ, ଅମରେଶ ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିଭଳି ଭାବେ ଗତ କାଲି ଦଳ ପକ୍ଷରୁ ଘୋଷଣା କରାଯିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାହାଁଳ ଗ୍ରାମର ଯୁବକ ମାନଙ୍କ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାହାଁଳ ଗ୍ରାମର ଯୁବକ ମାନଙ୍କ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
Read More...

କୋରନା ସମୟରେ ଅନଲାଇନ ଋଣ ଦେବା ନାମରେ ଠକେଇ

କୋରନା ସମୟରେ ଅନଲାଇନ ଋଣ ଦେବା ନାମରେ ଠକେଇ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ରାଜକୋଟ ରୁ କଳାହାଣ୍ଡି ଜିଲ୍ଲାକୁ ପ୍ରଥମ ଶ୍ରମିକ ଟ୍ରେନ ପହଁଚିଲା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell