OdishaStatenews.com Today : 26-Jan-2021 21:51:19 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ଅଘୋଷିତ ବିଦୂତ କାଟ ତାତିଲେ ଜନତା

September 22, 2020, ଓଡ଼ିଶା, ନୟାଗଡ଼,


ଅଘୋଷିତ ବିଦୂତ କାଟ ତାତିଲେ ଜନତା
Chinmaya Ku Pradhan
[ District Reporter Nayagarh ]
OdishaStateNews Bureau
September 22, 2020

ନୟାଗଡ-22/09/2020 (ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଗଣିଆ ବ୍ଲକ ବିଦୂତ ସମସ୍ୟା ଏକ ଭୟଙ୍କର ରୂପ ପାଲଟିଚି. ଅଘୋଷିତ ଭାବେ ଦିନ ହେଉବା ରାତି ବାରମ୍ବାର ବିଦୂତ କାଟ ଲାଗି ଜନତା ଟାଟୁଛନ୍ତି. ସେଥିଲାଗି ଆଜି ବିଜେପି ସଭାପତି ଫକୀର ମୋହନ ଡାକୁଆ ଏବଂ ତାଙ୍କସହଯୋଗୀ ରାସ୍ତାରୋକ କରି ଥିଲେ. ଅସହନିଆ ଗରମ ଦାଉ ଆଝିଛି ଗଣିଆ ଅଞ୍ଚଳରେ. ସେଥିପାଇଁ ରାସ୍ତାରୋକ କରି ପ୍ରତିବାଦ କରାଯାଇଥିଲା.




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାଣନ୍ତୁ ଆଜି କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଏହି ମଙ୍ଗଳବାର

ଜାଣନ୍ତୁ ଆଜି କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଏହି ମଙ୍ଗଳବାର
Read More...

ବିଦ୍ୟୁତ୍ କାଟକୁ ନେଇ ମାତିଲେ ଜନତା ଅସନ୍ତୋଷ

ବିଦ୍ୟୁତ୍ କାଟକୁ ନେଇ ମାତିଲେ ଜନତା ଅସନ୍ତୋଷ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :କରୋନା ସଂକ୍ରମିତ ସନ୍ଦେହରେ ସାମାଜିକ ବାସନ୍ଦ ହୋଇଛନ୍ତି ଶିକ୍ଷକ ଏବଂ ତାଙ୍କ ପରିବାର
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell