OdishaStatenews.com Today : 15-Jun-2021 05:39:11 AM
ଅଦାନୀ ଗ୍ରୁପ୍ର ୪୩,୫୦୦ କୋଟି ଟଙ୍କା ସେୟାର୍ ଥିବା ୩… ପିଲାଙ୍କୁ କୋଭିଡ୍‌-୧୯ରୁ ନିରାପଦ ରଖିବାକୁ ଗାଇଡ୍‌ଲାଇନ୍‌… ବଲାଙ୍ଗୀର-ଟିଟିଲାଗଡ଼ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… ସଙ୍କଟ ମୁକାବିଲା ପାଇଁ ବୈଶ୍ବିକ ଐକ୍ୟ ଓ ଉନ୍ମୁକ୍ତ… ରାଜ୍ୟରେ ଆଉ ୪୪ ଜଣ କରୋନା ଆକ୍ରାନ୍ତ ମୃତ, ଖୋର୍ଦ୍ଧାରୁ… |

ବିଦ୍ୟୁତ୍ କାଟକୁ ନେଇ ମାତିଲେ ଜନତା ଅସନ୍ତୋଷ

September 21, 2020, ଓଡ଼ିଶା, ନୟାଗଡ଼,


ବିଦ୍ୟୁତ୍ କାଟକୁ ନେଇ ମାତିଲେ ଜନତା ଅସନ୍ତୋଷ
Chinmaya Ku Pradhan
[ District Reporter Nayagarh ]
OdishaStateNews Bureau
September 21, 2020

ନୟାଗଡ଼-21/09/2020 (ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଖଣ୍ଡପଡ଼ାରେ ମନଇଚ୍ଛା ବିଦ୍ୟୁତ୍ କାଟକୁ ନେଇ ଆଜି ଅସନ୍ତୋଷ ଚରମ ସ୍ଥିତିରେ ପହଂଚିଛି । ଯାହାକୁ ନେଇ ଖଣ୍ଡପଡ଼ା ବିଜୁ ଯୁବ ଜନତା ଦଳ ପକ୍ଷରୁ ଟିପିସିଏଲ୍‌ଓ ତାଲା ପକାଇ ଘେରାଉ କରାଯାଇଛି । ସୂଚନାନୁସାରେ, ଗତ ତିନିଦିନ ହେବ ରାତିରେ ଦୀର୍ଘସମୟ ବିଦ୍ୟୁତ୍ କାଟ କରାଯାଉଥିବା ବେଳେ ଦିନରେ ମଧ୍ୟ ବାରମ୍ବାର ବିଦ୍ୟୁତ କଟୁଛି । ଏଣୁ ଆଜି କାର୍ଯ୍ୟାଳୟକୁ ଘେରାଉ କରାଯାଇଥିବା ଜଣାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଘୋଷିତ ବିଦୂତ କାଟ ତାତିଲେ ଜନତା

ଅଘୋଷିତ ବିଦୂତ କାଟ ତାତିଲେ ଜନତା
Read More...

ବିବାହ ବେଦିରେ ପୁଲିସ୍

ବିବାହ ବେଦିରେ ପୁଲିସ୍
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଅଂଶୁପା ରେ ପଶିଲା ବନ୍ୟାଜଳ । ଆଖପାଖ ଗ୍ରାମବାସୀ ଭୟଭୀତ ।
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell