ରଙ୍ଗେଇଲୁଣ୍ଡା-18/07/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ବିଡ଼ିଓ କୁମାର ନାଗଭୁଷଣ କୋରନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।ତେବେ ସେ କୋରନା କୁ ହରାଇ ସୁସ୍ଥ ହୋଇ ପୁଣି କାଯ୍ୟରେ ଯୋଗ ଦେଇଛନ୍ତି। ଏହା ପରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ।ନିଜ ଜୀବନ କୁ ବାଜି ଲଗାଇ ଲୋକଙ୍କ ଜୀବନ ରକ୍ଷା କରିବାରେଲାଗିଛନ୍ତି ତାଙ୍କ ପ୍ରତି ଓଡିଶା କୃତଜ୍ଞ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି। ସେହିପରି କୋ ର ନା ରୁ ସୁସ୍ଥ ହୋଇ ପୁଣି କାଯ୍ୟରେ ଯୋଗଦେଇଥିବାରୁ ରାଜ୍ୟ ପଞ୍ଚାୟରାଜ ଓ ପାନୀୟ ଜଳ ମନ୍ତ୍ରୀ ଟୁଇଟ କରି1ତାଙ୍କୁ ସାଲୁଟ1 ଜଣାଇଛନ୍ତି। ବିଡିଓ ପୁନର୍ବାର କୋରନା ଯୁଦ୍ଧ ରେ ସାମିଲ ହୋଇଥିବାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି।
୧୯ ଜୁଲାଇ ରବିବାର – ଜାଣନ୍ତୁ ଆପଣଙ୍କର ରାଶିଫଳ
Read More...
ଅନୁଗୋଳ ଜିଲ୍ଲା ପ୍ରଶାସନର ଚିନ୍ତା ବଢାଉଛନ୍ତି ଗଞ୍ଜାମ ଫେରନ୍ତା ।
Read More...